ଦିନକରେ ୨୪ ଲକ୍ଷ ୯୧ ହଜାର ୩୦୦ ଟଙ୍କା ଜରିମାନା ଆଦାୟ

ଭୁବନେଶ୍ୱର:- କୋଭିଡ୍‌ କଟକଣା ଉଲ୍ଲଙ୍ଘନ ନେଇ ପୁଲିସର ସ୍ପେଶାଲ ଡ୍ରାଇଭ୍‌ କରୁଛି। ଗତ ୨୪ ଘଣ୍ଟାରେ ପୁଲିସ ୨୭ ଜଣଙ୍କୁ ଗିରଫ କରିଥିବା ବେଳେ ୮୭୦ଟି ଗାଡ଼ି ଜବତ କରିଛି। ଦିନକରେ ୨୪ ଲକ୍ଷ ୯୧ ହଜାର ୩୦୦ ଟଙ୍କା ଜରିମାନା … Read More

ଉଚ୍ଛେଦ ବେଳେ ପୋଲିସ-ବସ୍ତି ବାସିନ୍ଦା ମୁହାଁମୁହିଁ

ଭୁବନେଶ୍ୱର: –ବସ୍ତି ଉଚ୍ଛେଦକୁ ବିରୋଧ । ରେଳ ମାର୍କେଟ ନିକଟ ସାଇନଥ ବସ୍ତି ଉଚ୍ଛେଦକୁ ବିରୋଧ କରାଯାଇଛି । ପୋଲିସ ଓ ବସ୍ତିବାସିନ୍ଦାଙ୍କ ଭିତରେ ପ୍ରବଳ ଗଣ୍ଡଗୋଳ ହୋଇଛି । ବସ୍ତି ଉଚ୍ଛେଦ ପାଇଁ ପହଞ୍ଚିଥିବା ବିଡିଏ କର୍ମଚାରୀଙ୍କୁ ବିରୋଧ କରିଛନ୍ତି … Read More

ପିପିଲିରେ ମୁତୟନ ହେବେ ୩ କମ୍ପାନୀ କେନ୍ଦ୍ରୀୟ ଫୋର୍ସ

ଭୁବନେଶ୍ୱର:-ପିପିଲି ଉପନିର୍ବାଚନକୁ ମୁକ୍ତ,ଅବାଧ ଓ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ପିପିଲିରେ ୧୭ତାରିଖରେ ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ ସୁରକ୍ଷା ଦାୟିତ୍ୱରେ ୩ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ଓ ୧୮ ପ୍ଳାଟୁନ୍ … Read More

କୋଟିଆରେ ଜାରି ହେଲା ୧୪୪ ଧାରା,

ଜୟପୁର: କରୋନା ପାଇଁ କୋଟିଆରେ ଜାରି ହେଲା ୧୪୪ ଧାରା । କୌଣସି ଲୋକ ବାହାରକୁ ବାହାରିବାକୁ ବାରଣ କରାଯାଇଛି । ୩ ଦିନ ପାଇଁ କୋଟିଆରେ ୧୪୪ ଧାରା ଜାରି କରାଯାଇଥିବା କୋରାପୁଟ ଜିଲ୍ଲାପାଳ ଘୋଷଣା କରିଛନ୍ତି । କୌଣସି ଯାନ … Read More

ରାଜଧାନୀରେ ବଢ଼ୁଛନ୍ତି କରୋନା ସଂକ୍ରମଣ, ସବୁ କଲେଜ ଖାଲି ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର :-ରାଜଧାନୀ ଭୁବନେଶ୍ୱରରେ ଗତ ଏକ ମାସ ମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ଗୁଣ ବୃଦ୍ଧି ପାଇଥିବାବେଳେ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଆଜି ରାଜଧାନୀର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକୁ ଖାଲି ଅବା କୋଭିଡ୍ ନିୟମ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶନାମା ଜାରି କରିଛି। … Read More

କେନ୍ଦ୍ରକୁ ୨୫ ଲକ୍ଷ କୋଭିଡ୍ ଟିକା ମାଗିଲା ରାଜ୍ୟ

ଭୁବନେଶ୍ୱର: କେନ୍ଦ୍ରକୁ ୨୫ ଲକ୍ଷ କୋଭିଡ୍ ଟିକା ମାଗିଲା ରାଜ୍ୟ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ପରେ ପୁଣି ଥରେ କେନ୍ଦ୍ରକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଆଗାମୀ ୧୦ ଦିନର ଟିକାକରଣ ପାଇଁ ଟିକା … Read More

ଚିଲିକା ନିକଟ ୬୫୦ ଏକର ଜମିରେ ନିର୍ମାଣ ହେବ ବିଶ୍ୱସ୍ତରୀୟ ଫିଲ୍ମସିଟି

ବାଲେଶ୍ୱର: ଓଡ଼ିଶାରେ ନିର୍ମାଣ ହେବ ବିଶ୍ୱ ସ୍ତରୀୟ ଫିଲ୍ମିସିଟି । ଖୋର୍ଦ୍ଧା ଜିଲ୍ଲା ଚିଲିକା ନିକଟ ୬୫୦ ଏକର ଜମିରେ ନିର୍ମାଣ ହେବାକୁ ଯାଉଛି ଏହି ଫିଲ୍ମିସିଟି । ଏଥିରେ ପ୍ରାୟ ୨୦ ହଜାର କୋଟି ଟଙ୍କା ବିନିଯୋଗ ହେବ । ବଲିଉଡ଼ରେ … Read More

ଜେଲ୍ ଗଲେ ବାରଙ୍ଗ ତହସିଲଦାର

ଭୁବନେଶ୍ୱର:- ବେଆଇନ ଭାବେ ଟଙ୍କା ଠୁଳ କରିବା ମାମଲାରେ ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କୁ ଭିଜିଲାନ୍ସ ଗିରଫ କରି ଜେଲ୍ ପଠାଇଛି। ଆଜି ତାଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା ଓ କୋର୍ଟ ତାଙ୍କୁ ୨୦ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ … Read More

ସରକାରୀ ଅଫିସରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା

ଭୁବନେଶ୍ୱର:-ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ପୁଣିଥରେ ବୃଦ୍ଧି ପାଇବା ପରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସରକାରୀ ଅଫିସରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ଭୁବନେଶ୍ୱର … Read More

ଛତିଶଗଡ଼ ନକ୍ସଲ ଆକ୍ରମଣରେ କଳାହାଣ୍ଡିର ଯବାନ ସହିଦ,

କୋକସରା:-ଛତିଶଗଡ଼ ବିଜାପୁର ନକ୍ସଲଙ୍କ ବର୍ବରୋଚିତ ହାମଲାରେ ୨୨ ବୀର ଯବାନ ସହିଦ ହୋଇଛନ୍ତି। ସହିଦ ଯୁବକଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଞ୍ଚଳ ଧନସରା ଗ୍ରାମର ଯବାନ ସୁବାସ ନାୟକ ମଧ୍ୟ ସହିଦ ହୋଇଛନ୍ତି। ସୁବାସଙ୍କ ବାପା ସ୍ଵର୍ଗତ ସୀତାରାମ … Read More