କୋଭିଡ୍ ସଂକ୍ରମଣ ବଢ଼ିଲେ ପ୍ରଚାରରେ ଲାଗିବ କଟକଣା’

ଭୁବନେଶ୍ୱର:-ପୌର ନିର୍ବାଚନ ପ୍ରଚାରରେ ରହିବ ନାହିଁ କୌଣସି କୋଭିଡ୍ କଟକଣା। ପ୍ରାର୍ଥୀମାନେ ପୂର୍ବରୁ ଯେମିତି ପ୍ରଚାର କରୁଥିଲେ ସେଭଳି ପ୍ରଚାର କରିପାରିବେ। ରାଜ୍ୟରେ କୋଭିଡ୍ ସଂକ୍ରମଣ କମୁଥିବାରୁ ରାଜ୍ୟ ନିର୍ବାଚନ କମିଶନ ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ଯଦି ଆଗକୁ ସଂକ୍ରମଣ … Read More

ପୌର ନିର୍ବାଚନ ନେଇ ସରିଲା ନାମାଙ୍କନ ଏଥର ଜୋରଦାର ହେବ ପ୍ରଚାର

ଭୁବନେଶ୍ୱର:– ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଶେଷ । ଏଥର ଜୋରଦାର ହେବ ପୌର ଫାଇଟ୍ । ନାମାଙ୍କନ ଭରିଛନ୍ତି ସବୁ ଆଶାୟୀ ପ୍ରାର୍ଥୀ । ଶେଷ ଦିନରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ହେଭିଓ୍ବେଟ୍ । ଆଜି ବିଜେଡି ମେୟର … Read More

ବିଶ୍ୱାସରେ ବିଷ ଦେଲା ଡ୍ରାଇଭର,ମାଲିକଙ୍କ ଆକାଉଣ୍ଟରୁ ଚଳୁ କରିଥିଲା ୯.୯୫ ଲକ୍ଷ

ଭୁବନେଶ୍ୱର:-ବିଶ୍ୱାସରେ ବିଷ ଦେଲା ଡ୍ରାଇଭର। ମାଲିକଙ୍କ ପାଖେ ପାଖେ ରହୁଥିଲା। କିନ୍ତୁ ତାଙ୍କୁ ଖୋଳ କରୁଥିଲା। ମାଲିକ ବି ଟେର୍ ପାଇ ନଥିଲେ। ସେ ଜାଣିଲା ବେଳକୁ ବ୍ୟାଙ୍କ୍ ଆକାଉଣ୍ଟରୁ ଗାଏବ ହୋଇଯାଇଥିଲା ୯.୯୫ ଲକ୍ଷ ଟଙ୍କା। ସେ ଥାନାରେ ଅଭିଯୋଗ … Read More

ୟୁକ୍ରେନରୁ ଫେରିଲେ ୭୭ ଓଡ଼ିଆ ଛାତ୍ରଛାତ୍ରୀ,ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:-ଯୁଦ୍ଧବିଧ୍ୱଂସ୍ତ ୟୁକ୍ରେନରୁ ୭୭ଜଣ ଓଡ଼ିଆ ଛାତ୍ରଛାତ୍ରୀ ଆଜି ଘରକୁ ଫେରିଛନ୍ତି। ସେମାନେ ଅପରାହ୍ନ ସାଢ଼େ ୫ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ସେଠାରେ ସ୍ୱାଗତ କରିଥିଲେ।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ଆଜି … Read More

ଭିଜିଲାନ୍ସ ଜାଲରେ ପ୍ରିନ୍ସିପାଲ: ୫ କୋଟିରୁ ଅଧିକ ଠାବ

ଭୁବନେଶ୍ୱର:-ଚାକିରି କରାଇ ଦେବାର ପ୍ରତିଶ୍ରୁତି ଲୋକଙ୍କୁ ଠକିବା ଓ ଲାଂଚ ନେବାର ଅଭିଯୋଗ ପରେ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ଅର୍ନ୍ତଗତ ବିଶ୍ୱନାଥପୁରସ୍ଥିତ ହୀରାନୀଳା କଲେଜ ପ୍ରିନ୍ସିପାଲ ରମେଶ ଚନ୍ଦ୍ର ସାହୁ ଆଜି ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି। ତାଙ୍କଠୁ ଭିଜିଲାନ୍ସ ବିଭାଗ ଏପର୍ଯ୍ୟନ୍ତ … Read More

ୟୁ-ଟ୍ୟୁବ୍‌ ଦେଖି ଲିଙ୍ଗ ପରିବର୍ତ୍ତନ କରୁଥିଲେ, ଚାଲିଗଲା ଜୀବନ

ହାଇଦ୍ରାବାଦ:- ଲିଙ୍ଗ ପରିବର୍ତ୍ତନ ପାଇଁ ଅସ୍ତ୍ରୋପଚାର ବେଳେ ଚାଲିଗଲା ଜୀବନ। ଏମିତି ଏକ ଦୁଃଖଦ ଘଟଣା ଆନ୍ଧ୍ରପ୍ରଦେଶରେ ଘଟିଛି। ଲିଙ୍ଗ ପରିବର୍ତ୍ତନ ପାଇଁ ଇଚ୍ଛା ପ୍ରକାଶ କରିଥିବା ୨୮ ବର୍ଷୀୟ ଯୁବକ ପ୍ରାଣ ହରାଇଛନ୍ତି। ୟୁଟ୍ୟୁବରୁ ଦେଖି ସେହି ପ୍ରକ୍ରିୟାକୁ ଉପଯୋଗ … Read More

ୟୁକ୍ରେନ୍‌ ସଙ୍କଟ ପାଇଁ ଆମେରିକାକୁ ଦାୟୀ କଲା ଉତ୍ତରକୋରିଆ

ନୂଆଦିଲ୍ଲୀ: ୟୁକ୍ରେନ୍‌ ସଙ୍କଟ ପାଇଁ ଆମେରିକାକୁ ଦାୟୀ କରିଛି ଉତ୍ତରକୋରିଅ। ଆମେରିକାର ଖଳପ୍ରକୃତି ପାଇଁ ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧର ସୂତ୍ରପାତ ବୋଲି ଉତ୍ତରକୋରିଆ କହିଛି। ରୁଷର ଆକ୍ରମଣକୁ ଉତ୍ତରକୋରିଆ ସିଧାସଳଖ ସମର୍ଥନ ନ କରି ପରୋକ୍ଷରେ ସମର୍ଥନ କରିଛି। ଚଳିତ ସପ୍ତାହରେ … Read More

ଋଷର ଆଲୋଚନା ପ୍ରସ୍ତାବକୁ ଗ୍ରହଣ କଲା ୟୁକ୍ରେନ, ବେଲାରୁଷ ସୀମାରେ ହେବ ଆଲୋଚନା !

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ଏକ ଭଲ ଖବର ଆସିଛି । ଋଷ ତରଫରୁ ୟୁକ୍ରେନକୁ ଦିଆଯାଇଥିବା ଆଲୋଚନା ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ୟୁକ୍ରେନ ସରକାର । ଏହି କ୍ରମରେ ଋଷର ସମର୍ଥକ ଦେଶ ବେଲାରୁଷ … Read More

ଆମ ଉପରେ ହୋଇପାରେ ପରମାଣୁ ଆକ୍ରମଣ: ସତର୍କ କରାଇଲେ ପୁଟିନ

ନୂଆଦିଲ୍ଲୀ: ୟୁକ୍ରେନ୍‌ ଉପରେ ଆକ୍ରମଣ କରି ଛାରଖାର କରିଦେଇଥିବା ରୁଷ ନିଜ ଦେଶ ପ୍ରତି ଏକ ମହାବିପତ୍ତିର ଆଶଙ୍କା କରିଛି। କେତେବଳେ ବି ରୁଷ ଉପରେ ହୋଇପାରେ ପରମାଣୁ ହମଲା। ଏଥିପାଇଁ ନିଜ ଦେଶର ପରମାଣୁ ବାହିନୀକୁ ସତର୍କ ରହିବାକୁ ରୁଷ … Read More

ଖାରବେଳ କହିଲେ ବିଜେପି ପରାଜୟର କାରଣ..

ଭୁବନେଶ୍ୱର: -ଚଳିତ ତ୍ରୀସ୍ତରିୟ ନିର୍ବାଚନରେ ବିଜେପିର ନ୍ୟୁନ ପ୍ରଦର୍ଶନକୁ ନେଇ ଦଳର ନେତା ରଖିଲେ ଆଭିମୁଖ୍ୟ  । ବିଗତ ୨୦୧୭ ମସିହା ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିବା ବିଜେପି ଚଳିତ ନିର୍ବାଚନରେ ତିନି ଅଙ୍କ ଛୁଇଁବା ନଛୁଇଁବା ପ୍ରଶ୍ନବାଚୀ ଭିତରେ  । … Read More