ଭିଜିଲାନ୍ସ ପଞ୍ଝାରେ ବିଏମସି କିରାଣୀ, ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ

ଭୁବନେଶ୍ବର:- ଭିଜିଲାନ୍ସ ପଞ୍ଝାରେ ବିଏମସି କିରାଣୀ । ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବିଏମସି କାର୍ଯ୍ୟାଳୟର କିରାଣୀ ସୁଧାଂଶୁ ମାଝୀଙ୍କୁ ଧରିଲା ଭିଜିଲାନ୍ସ ଟିମ୍ । ଠିକା କାମର ଇଏମଡି ରିଲିଜ କରାଇ ଦେବା ପାଇଁ ରସୁଲଗଡର ପ୍ରଶାନ୍ତ … Read More

ଫାଇନାନ୍ସ କର୍ମଚାରୀଙ୍କୁ ମାଡ ମାରି ଟଙ୍କା ସହ ବାଇକ୍ ଲୁଟି ନେଲେ ଲୁଟେରା

ବାଲିପାଟଣା:- ଫାଇନାନ୍ସ କର୍ମଚାରୀଙ୍କୁ ମାଡ ମାରି ଟଙ୍କା ଲୁଟି ନେଲେ ଲୁଟେରା। ମିଳିଥିବା ସୂଚନା ଅନୁସାରେ ଆଇତଳଙ୍ଗ ରାସ୍ତାରୁ ଫାଇନାନ୍ସ କର୍ମଚାରୀଙ୍କଠୁ ୧୦ ହଜାର ୩ ଶହ ଟଙ୍କା ସହ ଏକ ମୋବାଇଲ୍ ଫୋନ୍ ଲୁଟ କରିଛନ୍ତି ୨ ଜଣ ଦୁର୍ବୃତ୍ତ। ସୂଚନାଥାଉକି … Read More

ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲା : ଭିସି ଜରିଆରେ ହାଇକୋର୍ଟରେ ହାଜର ହେଲେ ଡିଜିପି,

କଟକ:-ହାଇକୋର୍ଟରେ ହାଜର ହେଲେ ପୋଲିସ ଡିଜି ଅଭୟ । ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲାର ତଦନ୍ତ କେତେଦୂର ଆଗେଇଛି ସେ ସଂକ୍ରାନ୍ତୀୟ ଷ୍ଟାଟସ ରିପୋର୍ଟ ଦାଖଲ କରିବା ସହ ବୁଧବାର କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ଡିଜିପି । ଭିଡିଓ କନ୍ଫରେନ୍ସିଂ … Read More

ଧଳାଜହର ମୋହରେ ବିଏମସି ପିଅନ

ଭୁବନେଶ୍ୱର:-ବ୍ରାଉନସୁଗର ମୋହରେ ପଡ଼ିଛନ୍ତି ଭୁବନେଶ୍ୱର ମହାନଗର ନିଗମ ଠିକା ପିଅନ। ଲିଙ୍ଗରାଜ ଥାନା ପୁଲିସ ତାଙ୍କୁ ଗିରଫ କରିଛି।  ଠିକା ପିଅନ ଦିଲୀପ ବେହେରାଙ୍କ ଠାରୁ ୭.୫ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଏଥିସହ ତାଙ୍କଠାରୁ ୪୨ ହଜାର ଟଙ୍କା, ୫ … Read More

ରାଜଧାନୀରେ ଚାଲିଛି ବାଘ ଛାଲ ବେପାର,ଜଣେ ବ୍ୟକ୍ତିଙ୍କୁ ଗିରଫ କଲା ଏସ୍‌ଟିଏଫ୍

ଭୁବନେଶ୍ୱର:-ରାଜଧାନୀ ଭୁବନେଶ୍ୱରରେ ଚାଲିଛି ବାଘ ଛାଲ ବେପାର । କଲରାପତରିଆ ବାଘର ଛାଲ ସହ ଅଭିଯୁକ୍ତ ଧରାପଡ଼ିବା ପରେ ଏବେ ଫିଟୁଛି ଗୁମର। ଧରାପଡ଼ିଥିବା ଅଭିଯୁକ୍ତ କେବଳ ଜଣେ  ମୋହରା ହୋଇଥିବା ବେଳେ  ଏହା ପଛରେ ରାକେଟ  କାମ କରୁଥିବା  ଅନୁମାନ … Read More

ଭୁବନେଶ୍ୱରରୁ ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ କମିଶନରେଟ୍ ପୋଲିସ୍‌ ୨୨୫ ଗ୍ରାମର ବ୍ରାଉନସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଖଣ୍ଡଗିରି କଳିଙ୍ଗନଗରରୁ ଚଢ଼ାଉ କରି ପୋଲିସ୍ ଏହି‌ ବ୍ରାଉନସୁଗାର ଜବତ କରିଛି। ଏହା ସହ … Read More

୨ ଟ୍ରାଫିକ୍‌ କନେଷ୍ଟବଲଙ୍କ ମହାନତା, କ୍ଷୁଦ୍ର ପରିବା ବେପାରୀଙ୍କୁ କ୍ଷତିରୁ ବଞ୍ଚାଇ ପ୍ରଶଂସା ସାଉଁଟିଲେ

ଭୁବନେଶ୍ୱର:- ରାଜଧାନୀରେ ପୁଣି ୨ଜଣ ଟ୍ରାଫିକ୍‌ କନେଷ୍ଟବଲଙ୍କ ସହୃଦୟତା ବେଶ୍‌ ଆଲୋଚନାର ବିଷୟ ହୋଇଛି । ଟ୍ରାଫିକ ନିୟନ୍ତ୍ରଣ ଡ୍ୟୁଟି ସମୟରେ ଜଣେ କ୍ଷୁଦ୍ର ପରିବା ବେପାରୀଙ୍କୁ କ୍ଷତିରୁ ବଞ୍ଚାଇ ପ୍ରଶଂସାର ପାତ୍ର ହୋଇଛନ୍ତି । ହଠାତ୍‌ ରାସ୍ତାରେ ବୋଝ ସହ … Read More

ଅଡୁଆରେ କଟକ ମହିଳା ଥାନାର ୩ ଅଧିକାରୀ: ଏଫ୍‌ଆଇଆର୍‌ ରୁଜୁ କରି ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ:-ଜଣେ ମହିଳାଙ୍କଠାରୁ ଲାଞ୍ଚ ନେବା ଏବଂ ତାଙ୍କ ପ୍ରତି ଖରାପ ବ୍ୟବହାର ପ୍ରଦର୍ଶନ କରିବା ଅଭିଯୋଗରେ ଅଡୁଆରେ ପଡ଼ିଛନ୍ତି କଟକ ମହିଳା ଥାନାର ତିନି ଅଧିକାରୀ । ମହିଳା ଥାନାର ଆଇଆଇସି ଅନସୂୟା ନାୟକ, ଏଏସ୍‌ଆଇ ଶରତ ଚନ୍ଦ୍ର ବେହେରା ଏବଂ … Read More

ଦାଦା ବଟି ମାଗିଲେ, ଆଉ ମିଳିବ ନାହିଁ ତ୍ରାହି, ଜାରି ହେଲା ହେଲପ୍‌ ଲାଇନ୍ ନମ୍ବର

ଭୁବନେଶ୍ବର:- ଦାଦା ବଟି ବିରୋଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରିଛି ଓଡିଶା ପୋଲିସ୍। ଏଣିକି ଦାଦାବଟି ମାଗିଲେ, ମିଳିବ ନାହିଁ ତ୍ରାହି। ଦାଦା ବଟି ମାଗିଲେ କଲ୍‌ କରନ୍ତୁ। ଦାଦାବଟି ବିରୋଧରେ ଅଭିଯାନ ପାଇଁ ହେଲପ୍‌ ଲାଇନ୍‌ ନମ୍ବର ଜାରି କରାଯାଇଛି। ହେଲପ୍‌ … Read More