ଧଳାଜହର ମୋହରେ ବିଏମସି ପିଅନ

ଭୁବନେଶ୍ୱର:-ବ୍ରାଉନସୁଗର ମୋହରେ ପଡ଼ିଛନ୍ତି ଭୁବନେଶ୍ୱର ମହାନଗର ନିଗମ ଠିକା ପିଅନ। ଲିଙ୍ଗରାଜ ଥାନା ପୁଲିସ ତାଙ୍କୁ ଗିରଫ କରିଛି।  ଠିକା ପିଅନ ଦିଲୀପ ବେହେରାଙ୍କ ଠାରୁ ୭.୫ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଏଥିସହ ତାଙ୍କଠାରୁ ୪୨ ହଜାର ଟଙ୍କା, ୫ ମୋବାଇଲ, ୪୦ ଗ୍ରାମ ସୁନା ଓ  କାର ମଧ୍ୟ ଜବତ କରାଯାଇଛି। ଦିଲୀପଙ୍କର ୭ଟି ବ୍ୟାଙ୍କ ଆକାଉଣ୍ଟ ଥିବା ନେଇ ଲିଙ୍ଗରାଜ ପୁଲିସ  ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *