ଭିଜିଲାନ୍ସ ପଞ୍ଝାରେ ବିଏମସି କିରାଣୀ, ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ

ଭୁବନେଶ୍ବର:- ଭିଜିଲାନ୍ସ ପଞ୍ଝାରେ ବିଏମସି କିରାଣୀ । ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବିଏମସି କାର୍ଯ୍ୟାଳୟର କିରାଣୀ ସୁଧାଂଶୁ ମାଝୀଙ୍କୁ ଧରିଲା ଭିଜିଲାନ୍ସ ଟିମ୍ । ଠିକା କାମର ଇଏମଡି ରିଲିଜ କରାଇ ଦେବା ପାଇଁ ରସୁଲଗଡର ପ୍ରଶାନ୍ତ ରାୟଙ୍କଠାରୁ ନେଉଥିଲେ ଲାଞ୍ଚ । ତେବେ ଲାଞ୍ଚ ନେଉଥିବା ସମୟରେ ସୁଧାଂଶୁ ମାଝୀଙ୍କୁ ଲାଞ୍ଚ ଟଙ୍କା ସହ ଗିରଫ କରିଛି ଭିଜିଲାନ୍ସ ।

Leave a Reply

Your email address will not be published. Required fields are marked *