କିଏ ହେବ ଭୁବନେଶ୍ୱର ଡ଼ିସିପି, ଦୌଡ଼ରେ ଆଗରେ ଅଛନ୍ତି ପୁରୀ ଏସପି ଉମାଶଙ୍କର ଦାସ !

ଭୁବନେଶ୍ୱର:ଭୁବନେଶ୍ୱର ଡିସିପି କିଏ ହେବ ତାହାକୁ ନେଇ ସବୁଠି ଚର୍ଚ୍ଚା, କେହି କ୍ୱହି ଗୁଳି ଗପ କରି ବଢ଼ାଇ ଚଢ଼ାଉ କହୁଛନ୍ତି। କିନ୍ତୁ ଆମ ୱେବ ପୋର୍ଟାଲ ଅନୁସନ୍ଧାନ କରିବା ପରେ ସ୍ପଷ୍ଟ ହେଲେ କିଏ ହେବ ଭୁବନେଶ୍ୱର ଡିସିପି। ଆମେ … Read More

କଂଗ୍ରେସ ଭବନ ପରିସରରେ ଲାଠିଚାର୍ଜ

ଭୁବନେଶ୍ବ:-ରାଜ୍ୟ କଂଗ୍ରେସ ଭବନରେ ପଡିଲା ତାଲା । ଯୁବ କଂଗ୍ରେସର ନୂଆ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କୁ ବିରୋଧ କରି କଂଗ୍ରେସ ଭବନରେ ତାଲା ପକାଇଛନ୍ତି ଉତ୍ତ୍ୟକ୍ତ ଯୁବକର୍ମୀ । ସ୍ମୃତି ରଞ୍ଜନ ଲେଙ୍କା କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ଶତାଧିତ … Read More

ଭୁବନେଶ୍ୱର ଡୁମଡୁମାକୁ କଂଟେନମେଂଟ ଜୋନ ଘୋଷଣା କଲା ବିଏମସି

ଭୁବନେଶ୍ୱର:-ଭୁବନେଶ୍ୱର ଡୁମଡୁମାକୁ କଂଟେନମେଂଟ ଜୋନ ଘୋଷଣା କଲା ବିଏମସି । ଡୁମଡୁମା ସୁବାସ ନଗର ବସ୍ତିରେ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ପରେ କଠୋର ହେଲା କଟକଣା । ନିର୍ଦ୍ଧିଷ୍ଟ ଅଂଚଳକୁ ଅବରୋଧ ଅଂଚଳ ଘୋଷଣା କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ … Read More

ଭୁବନେଶ୍ବରରୁ ଆଉ ୧୯ ଜଣ କରୋନା ପଜିଟିଭ ଚିହ୍ନଟ,

ଭୁବନେଶ୍ବର :-ରାଜଧାନୀରେ ଦିନକୁ ଦିନ ଚିନ୍ତା ବଢ଼ାଇଲାଣି କରୋନା ସଂକ୍ରମଣ। ଆଜି ଏକା ସାଙ୍ଗରେ ୧୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୧୫ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ଟ୍ରାଭେଭ ହିଷ୍ଟ୍ରି … Read More

ରସୁଲଗଡରୁ ୪ କିଲୋ ୪୮୬ ଗ୍ରାମ ବ୍ରାଉନସୁଗାର ଜବତ, ୩ ଜଣଙ୍କୁ ଗିରଫ କଲା ଏସ୍‌ଟିଏଫ୍‌

ଭୁବନେଶ୍ବର:-ଏସ୍‌ଟିଏଫ୍‌ ଟିମ୍‌କୁ ବଡ଼ ସଫଳତା ମିଳିଛି। ୨୦୧୬ରୁ ୨୦୧୯ ଯାଏଁ ଓଡିଶା ପୋଲିସ୍‌ ଯେତେ ବ୍ରାଉନ ସୁଗାର ସିଜ୍‌  କରିଥିଲେ ଏସ୍‌ଟିଏଫ୍‌ ଟିମ୍‌ ୬ ମାସରେ ସେତିକି ବ୍ରାଉନ ସୁଗର ସିଜ୍ କରିଛି। ରସୁଲଗଡରୁ ୪ କିଲୋ ୪୮୬ ଗ୍ରାମ ବ୍ରାଉନସୁଗାର … Read More

ଭୁବନେଶ୍ବରରୁ ପୁଣି ୭ ଜଣ କରୋନା ପଜିଟିଭ

ଭୁବନେଶ୍ବର:-ରାଜଧାନୀରେ ଦିନକୁ ଦିନ ଚିନ୍ତା ବଢ଼ାଇଲାଣି କରୋନା ସଂକ୍ରମଣ। ଗତ ୨୪ଘଣ୍ଟା ମଧ୍ୟରେ ୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଭୁବନେଶ୍ବରରେ କରୋନା ସଂକ୍ରମିତ ସଂଖ୍ୟା ୧୬୫ ଛୁଇଁଥିବା ବେଳେ ୮୩ ଜଣ ସୁସ୍ଥ ହୋଇଛନ୍ତି। ୩ଜଣ … Read More

ଦେବଦୂତ ସାଜିଲେ ପିସିଆର-୯ର କର୍ମଚାରୀ,ଆତ୍ମହତ୍ୟା କରିବାକୁ ଯାଉଥିବା ମହିଳା ଏବଂ ଦୁଇ ପିଲାଙ୍କୁ ଦେଲେ ନୂଆ ଜୀଵନ

ଭୁବନେଶ୍ୱର:- ଅନେକ ସମୟ ଲୋକେ ପୋଲିସକୁ ନକରାତ୍ମକ ରୂପରେ ଦେଖନ୍ତି। ପୋଲିସ ଲୋକଙ୍କୁ ବିନା କାରଣରେ ପିଟିବା ଏବଂ ଟଙ୍କା ନ ନେଲେ କାର୍ଯ୍ୟ ନ କରିବା ଭଳି ଚିନ୍ତା ଧାରା ଲୋକଙ୍କ ମୁଣ୍ଡରେ ଘର କରି ରହିଛି। ହେଲେ ପୋଲିସ … Read More

ଭୁବନେଶ୍ୱରରୁ ୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର:- ମହାନଗର ନିଗମ (ବିଏମସି) ଅଂଚଳରୁ ଗୁରୁବାର ୯ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ କୋଭିଡ୍ ହସ୍ପିଟାଲର ୩ ଜଣ କରୋନା ଯୋଦ୍ଧା ରହିଛନ୍ତି । ଏମାନଙ୍କ ବ୍ୟତୀତ ୪ ଜଣ ହୋମ୍ କ୍ୱାରେଂଟାଇନ୍ ରୁ … Read More

ଚେନ୍‌ ଲୁଟି ନେଲେ ଦୁର୍ବୃତ୍ତ: ଗଲା ବେଳେ ବାଇକ୍‌ରୁ ପଡି ଦୁଇ ଲୁଟେରା ଗୁରୁତର

ବାଲିପାଟଣା:-ଧଉଳିରେ ଦମ୍ପତିଙ୍କ ଠାରୁ ଚେନ୍ ଲୁଟିଲେ ଦୁଇ ଲୁଟେରା ।  ଲୁଟି ନେବା ପରେ ଦ୍ରୁତ ଗତିରେ ଲୁଟେରା ଫେରାର ହୋଇଯାଉଥିବା ବେଳେ ରାସ୍ତାରେ ଦୁର୍ଘଟଣା ଘଟି ଦୁଇ ଲୁଟେରା ଗୁରୁତର ହୋଇଛନ୍ତି।  ଲୁଟେରାଙ୍କ ନିକଟରୁ ମାରଣାସ୍ତ୍ରକୁ ଜବତ କରିଛି ପୋଲିସ୍ … Read More

ତାଲା ବନ୍ଦ ଛଡେଇ ନେଇ ଗରିବ ଖଟିଖିଆଙ୍କ ଦାନା ପାଣି,୧୩ଦାବି ପୂରଣ ନେଇ ସିପିଆଇଏମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଭୁବନେଶ୍ୱର ତାଲା ବନ୍ଦ ଛଡେଇ ନେଇଛି ଗରୀବ ଖଟିଖିଆଙ୍କ ଦାନା ପାଣି। ଯାହା ଦ୍ୱାରା ସାଧାରଣ ଜନତା ବହୁବିଧ ସମସ୍ୟା ଦେଇ କାଳାତିପାତ କରୁଛନ୍ତି । ଦାନା ପାଈଁ  ସେମାନେ ବାର ଦୁଆର ହାତ ପାତୁଛନ୍ତି।ସାଧାରଣ ବର୍ଗ ଜୀବିକା ହରାଇ ଦୁର୍ଦ୍ଦଶା … Read More