ଗରିବଙ୍କ ପାଇଁ ବାହାରିଲା କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନର,ମୁଣ୍ଡ ପିଛା ୭୫୦୦ ଟଙ୍କା ଓ ୧୦ କେଜି ରାସନ ଦାବିରେ ଦେଶବ୍ୟାପୀ ଆନ୍ଦୋଳନ

ଭୁବନେଶ୍ୱର:କିଛି ଦିନ ହେବ ଲଗାତର ପେଟ୍ରୋଲ,ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡିକର ଦରବୃଦ୍ଧି ଫଳରେ ଗରିବ ,ଦିନମଜୁରିଆ ଓ ସାଧାରଣବର୍ଗ ର ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକସ ବୃଦ୍ଧି ଯୋଗୁଁ … Read More

ନୂଆବର୍ଷରୁ ଟ୍ୱିନ୍‌ସିଟିରେ ୨୪ ଘଣ୍ଟିଆ ବିଜୁଳି

ଭୁବନେଶ୍ୱର;- କଟକ-ଭୁବନେଶ୍ୱରରେ ଆଉ କଟିବନି ବିଜୁଳି । ଦିନ ରାତି ୨୪ ଘଣ୍ଟା ନିରବିଚ୍ଛିନ୍ନ ବିଜୁଳି ସେବା ମିଳିବ । ଖରା ହେଉ କି ବର୍ଷା, ଏମିତିକି ଝଡ଼ ତୋଫାନରେ ବି ବିଜୁଳି ସେବା ଜାରି ରହିବ । ଖାଲି ସେତିକି … Read More

କୋଭିଡ୍ ନିୟମ ଉଲ୍ଲଙ୍ଘନ ନେଇ ରାଜଧାନୀରେ ୩ଟି ଶୋ ରୁମକୁ ଜୋରିମାନା

ଭୁବନେଶ୍ୱର:–କୋଭିଡ୍ କଟକଣା ଉଲ୍ଲଙ୍ଘନ କରିଥିବାରୁ ରାଜଧାନୀରେ ୩ଟି ଶୋ-ରୁମକୁ ଜୋରିମାନା । ରାଜ୍ୟରେ କରୋନା ସଂକ୍ରମମ ବ୍ୟାପିବାରେ ଲାଗିଛି । ସେଥିପାଇଁ ରାଜ୍ୟସରକାରଙ୍କ ତରଫରୁ ବିଭିନ୍ନ କଟକଣା ଜାରି କରାଯାଇଛି । ତେବେ ଏହାକୁ ଉଲ୍ଲଙ୍ଘନ କରି ୩ଟି ଶୋ ରୁମ … Read More

ଚାକିରିରେ ଯୋଗ ଦେବାର ଦୁଇ ଦିନ ପୂର୍ବରୁ ଭୁବନେଶ୍ୱରରେ ଆତ୍ମହତ୍ୟା କଲେ OFS ଅଧିକାରୀ

ଭୁବନେଶ୍ୱର: ଚାକିରିରେ ଯୋଗ ଦେବାର ଦୁଇ ଦିନ ପୂର୍ବରୁ ଜଣେ ଓଡ଼ିଶା ଫାଇନାନ୍ସ ସର୍ଭିସ (ଓଏଫଏସ) ଅଧିକାରୀ ଭୁବନେଶ୍ୱରରେ ଥିବା ନିଜ ଘରେ ଆତ୍ମହତ୍ୟା କରିଛନ୍ତି । ଅଭିଳାଷ ସ୍ୱରୂପ ମହାପାତ୍ର ନାମକ ଏହି ଅଧିକାରୀ ବେକରେ ନିଜ ପତ୍ନୀଙ୍କ ଓଢ଼ଣୀ … Read More

ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ନୂଆପଡ଼ା:-ବଜ୍ରକାପ୍ତା ଚୋରା ଚାଲାଣ କରୁଥିବା ଜଣେ ଯୁବକକୁ ପୁଲିସ ଗିରଫ କରିଛି। ଗିରଫ ଯୁବକ ଜଣକ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଘୁଚାଗୁଡ଼ା ଗାଁର ପିତାମ୍ବର କଟା। ତାଙ୍କ ଠାରୁ ପୁଲିସ୍ ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରିଛି। କୌଣସି ସୂତ୍ରରୁ ଖବର … Read More

ଭୁବନେଶ୍ୱରସ୍ଥିତ ଶୁଭଦ୍ରା ଆପାର୍ଟମେଣ୍ଟ କଣ୍ଟେନମେଣ୍ଟ ଜୋନ୍ ଘୋଷିତ

ଭୁବନେଶ୍ୱର:-ରାଜଧାନୀ ଭୁବନେଶ୍ୱରର କଳାରାହାଙ୍ଗରେ ଥିବା ଶୁଭଦ୍ରା ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏଠାରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଖୋର୍ଧା ଜିଲ୍ଲାପାଳ ଏହାକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରିଛନ୍ତି । ଶୁଭଦ୍ରା ଆପାର୍ଟମେଣ୍ଟ ଭୁବନେଶ୍ୱର କଳାରାହାଙ୍ଗ … Read More

ଭୁବନେଶ୍ୱରର ସାଲିଆ ସାହିରେ କେମିତି କମିଲା ସଂକ୍ରମଣ? ବିଏମସି କମିଶନର ଦେଲେ ସୂଚନା

ଭୁବନେଶ୍ୱର:-ସାଲିଆ ସାହିରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବି ସଂକ୍ରମଣକୁ ରୋକା ଯାଇପାରିଛି । ରାଜଧାନୀର ୩୩ ପ୍ରତିଶତ ଲୋକ ବସ୍ତି ଅଂଚଳରେ ରହୁଛନ୍ତି । କିନ୍ତୁ ଏଠାରେ ଥିବା ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଭୁବନୋଶ୍ୱର ମହାନଗର ନିଗମ ସତର୍କ … Read More

କଟକର ବିଭିନ୍ନ ନର୍ସିଂହୋମ୍‌ ଓ କ୍ଲିନିକ୍‌ରେ ସିଏମ୍‌ସିର ଚଢ଼ାଉ:

କଟକ:- ଶୁକ୍ରବାର କଟକର ବିଭିନ୍ନ ନର୍ସିଂହୋମ ଓ କ୍ଲିନିକ୍‌ରେ ସିଏମ୍‌ସିର ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଦ୍ଵାରା ଚଢାଉ ଜାରି ରହିଛି। କୋଭିଡ-୧୯ ନିୟମ ସଠିକ୍ ରୂପେ  ପାଳନ କରାଯାଉଛି କି ନାହିଁ, ଏନେଇ ଭୁବନେଶ୍ବରରେ ବିଏମ୍‌ସି ଏବଂ କଟକରେ ସିଏମ୍‌ସି ପୁରା ଆକ୍ସନ … Read More

ସାଇଶ୍ରୀ ହତ୍ୟା ଘଟଣା: ଅଭିଯୁକ୍ତ ତନୁଶ୍ରୀଙ୍କୁ ଡାକ୍ତରଖାନାରୁ ଗିରଫ କଲା ପୋଲିସ

ଭୁବନେଶ୍ୱର :-ଆଇଗିଣିଆ ରାଜୀବନଗରରେ ସାଇରାମ ହତ୍ୟା ଘଟଣା । ହତ୍ୟାକାଣ୍ଡ ଘଟଣାର ୨୩ଦିନ ପରେ ମୁଖ୍ୟ ଅଭିଯୁକ୍ତ ତନୁଶ୍ରୀକୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ସାଢେ ୫ବର୍ଷର ଶିଶୁପୁତ୍ର ସାଇଶ୍ରୀ ତଣ୍ଟିଚିପି ହତ୍ୟା କରିଥିଲେ । ଏବଂ ପରେ … Read More

ଭୁବନେଶ୍ୱରରୁ ଆଉ ୩୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱ:-ଭୁବନେଶ୍ୱରରୁ ଆଉ ୩୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହୋମ କ୍ୱାରେଂଟିନରୁ ୨୫, ୧୩ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ବର୍ଷକର ଶିଶୁ ରହିଛି । ଜୟଦେବ ବିହାରରୁ ୫ … Read More