ଅପାରଗ ଥାନା ଅଧିକାରୀ, ଭୁଶୁଡ଼ି ପଡିଛି ଆଇନି ଶୁଙ୍ଖଳା, ବିଚ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ହାଣିଲେ

ଭୁବନେଶ୍ୱର:   ରାଜଧାନୀର କ୍ୟାପିଟାଲ  ଥାନା  ଅଞ୍ଚଳରେ ଭୁଶୁଡି ପଡିଲାଣି ଆଇନି ଶୁଙ୍ଖଳା। ଥାନା ଅଧିକାରୀ ଏବେ ଅପାରଗ ପାଲଟି ଯାଇଛନ୍ତି। ନିଜ ଥାନା ଅଞ୍ଚଳକୁ ଠିକ ସେ ସମ୍ଭାଳି ପାରୁନାହାନ୍ତି। ଚୋରି ଲୁଟପାଟ,  ହଣାକଟା ବଢ଼ିବାରେ ଲାଗିଛି। ହେଲେ ସବୁଠୁ ବଡ଼ କଥା … Read More

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ପତ୍ନୀ ବିଦ୍ୟାଶ୍ରୀଙ୍କ ସହ ବାପା ମାଆଙ୍କୁ ଦୀର୍ଘ ସାଢେ ତିନି ଘଣ୍ଟା ପଚରା ଉଚୁରା

ଭୁବନେଶ୍ୱର: :-ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ଜୋରଦାର ହୋଇଛି ତଦନ୍ତ । ଆଜି ପତ୍ନୀ ବିଦ୍ୟାଶ୍ରୀ, ବାପା ଓ ମାଆଙ୍କୁ ଦୀର୍ଘ ସାଢେ ୩ ଘଂଟା ଜେରା କରିଛନ୍ତି ତଦନ୍ତକାରୀ ଦଳ । ଜିଆରପି ଡିଏସପି ଚନ୍ଦ୍ରଶେଖର ସାହୁଙ୍କ ନେତୃତ୍ୱରେ ଏକ … Read More

ଲକ୍‌ଡାଉନ୍‌ରେ ପୋଲିସ୍ କମିଶନରଙ୍କ କଡା ନିର୍ଦ୍ଦେଶ,ଏଥର ଲକଡାଉନ ପୂର୍ବପରି ଟିକେ କଡାକଡି ହେବ

ଭୁବନେଶ୍ଵର:-ରାଜ୍ୟ ସରକାର ବାଧ୍ୟ ହୋଇ ସବୁଠୁ ଅଧିକ କରୋନା ପ୍ରବଣ ୪ଟି ଜିଲ୍ଲା ଖୋର୍ଦ୍ଧ, ଗଞ୍ଜାମ, କଟକ ଓ ଯାଜପୁର ସହିତ ରାଉରକେଲା ମହାନଗରରେ ଶୁକ୍ରବାର ରାତି ୯ଟାରୁ ଜୁଲାଇ ୩୧ ମଧ୍ୟରାତ୍ର ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଲାଗୁ କରିଛନ୍ତି। ଏହି ପରିପ୍ରେକ୍ଷୀରେ … Read More

ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଡ୍ରାଇଭରଙ୍କ ବୟାନ୍ । କହିଲେ ସେଦିନ ଟ୍ରାକରେ କାହାକୁ ଧକ୍କା ଦେଇନାହିଁ ତାଙ୍କର ଟ୍ରେନ୍

ଭୁବନେଶ୍ବର : ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ପୁରୁଷୋତମ ଏକ୍ସପ୍ରେସ ଡ୍ରାଇଭର ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ଘଟଣାଦିନ ଟ୍ରାକରେ କାହାକୁ ଧକ୍କା ଦେଇନାହିଁ ତାଙ୍କର ଟ୍ରେନ୍ । ସେହି ସମୟରେ ଅତିକ୍ରମ କରିଥିଲା ଆଉ ଗୋଟିଏ ପାର୍ସଲ … Read More

ରାଜଧାନୀରେ ଖାଦ୍ୟ ବଦଳରେ ନିଶା ଦେଇ ଭୋକିଲା ମହିଳାଙ୍କୁ ଅସଦାଚରଣ

ଭୁବନେଶ୍ୱର: ସମୟ ଅପରାହ୍ନ ଗୋଟାଏ ୧୫ ମିନିଟ। ସ୍ଥାନ ଜୟଦେବବିହାର ବିଜୁ ପଟ୍ଟନାୟକ ଛକ। ରାସ୍ତାକଡ଼ ପାଣି ପାଇପ୍ ଉପରେ ବସିଥିଲେ ଦୁଇ ମହିଳା। କେତେବେଳେ ପାଇପ୍‌ ଉପରେ ଶୋଇ ପଡ଼ୁଥିଲେ ତ’ କେତେବେଳେ ଉଠି ଦୁଃଖସୁଖ ହେଉଥିଲେ। ଘଡ଼ିକୁ ଘଡ଼ି … Read More

ଆଦିତ୍ୟ ଦାସ ମୃତ୍ୟୁ ମାମଲା : ପତ୍ନୀ ବିଦ୍ୟାଶ୍ରୀଙ୍କୁ ହୋଇପାରେ ପଚରାଉଚରା

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଟ୍ରେନ୍ ଡ୍ରାଇଭରଙ୍କୁ ଜେରା କରିବ ଜିଆରପି । ସେଦିନ ଯେତୋଟି ଟ୍ରେନ୍ ଯାଇଛି ସେ ସମସ୍ତ ଟ୍ରେନର ଡ୍ରାଇଭରଙ୍କୁ ଡକା ହୋଇଛି । କେଉଁ ଟ୍ରେନରେ ଆଦିତ୍ୟଙ୍କ ଧକ୍କା ହୋଇଛି ସେ ବିଷୟରେ ଡ୍ରାଇଭରଙ୍କୁ … Read More

ଭିଜିଲାନ୍ସ ଜାଲରେ ପୋଲିସ ସେବା ଭବନର କନେଷ୍ଟବଳ ସିପି କଲେ ନିଲମ୍ବିତ

ଭୁବନେଶ୍ୱର : ଖାକିରେ କଳଙ୍କ। ପୋଲିସ ସେବା ଭବନର ଜଣେ କନଷ୍ଟେବଳ ପାଇଁ ବଦନାମ ହୋଇଛି କମିଶନରେଟ ପୋଲିସ। ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି କନଷ୍ଟେବଳ। ଯାହାଫଳରେ ପୋଲିସ ସେବା ଭବନରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରିଥିଲା। ସେଠାରେ ଜଣେ କନେଷ୍ଟବଳଙ୍କୁ … Read More

ଦାମୀ କାର୍‌ରେ ବୁଲୁଛନ୍ତି ସାଇକୋ କିଲର୍‌

ଭୁବନେଶ୍ୱର : ଦାମୀ କାର ବିଏମ୍‌ଡବ୍ଲ୍ୟୁରେ ବୁଲୁଛନ୍ତି ସାଇକୋ କିଲର । କଥା କଥାକେ ଛୁରାମାଡ଼ କରୁଛନ୍ତି । ଆଉ କେଉଁଠି ସିଧା ମର୍ଡର । ରାଜଧାନୀ ଓ ଖୋର୍ଦ୍ଧା ସିଟିରେ ଆଜି ଏମିତି ୩ଜଣ ସାଇକୋ କିଲରଙ୍କ ଆତଙ୍କ ଦେଖିବାକୁ … Read More

ଇସ୍କନ୍ ମନ୍ଦିର ପଛ ରାସ୍ତାରେ ଯୁବକଙ୍କୁ ଛୁରା ମାଡ଼

ଭୁବନେଶ୍ୱର:- ରାସ୍ତାରେ ସାଇଡ୍ ଦେବାକୁ ନେଇ ଗଣ୍ଡଗୋଳ। ପରିସ୍ଥିତି ଏମିତି ହେଲା କି ଯୁବକଙ୍କୁ ଛୁରା ମାଡ଼ କଲା ଅନ୍ୟ ଜଣେ ବ୍ୟକ୍ତି । ଏଭଳି କିଛି ଘଟଣା ଘଟିଛି ଭୁବନେଶ୍ୱର ଇସ୍କନ୍ ମନ୍ଦିର ପଛ ରାସ୍ତାରେ । ଇସ୍କନ୍ ପେଟ୍ରୋଲ … Read More

ଆଦିତ୍ୟ ଦାସ ମୃତ୍ୟ ଘଟଣା : ୨୮ଜଣଙ୍କ ବୟାନ ରେକର୍ଡ କଲା ଜିଆର୍‌ପି,

ଭୁବନେଶ୍ୱର:-ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣାକୁ ୬ ଦିନରୁ ଅଧିକ ସମୟ ବିତିଗଲାଣି । ଏବେବି ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ସସପେନ୍ସ ଲାଗି ରହିଛି । ତେବେ ଆଦିତ୍ୟ ଦାସ ମୃତ୍ୟୁ ଘଟଣାରେ ଦିନକୁ ଦିନ ନୂଆ ମୋଡ଼ … Read More