ଅପରାଧୀଙ୍କ ପାଇଁ ଜ୍ଞାନର ଭାଣ୍ଡାର ସାଜିଛି ୟୁ-ଟ୍ୟୁବ, ଅପରାଧ କରିବା ପୂର୍ବରୁ ଶିଖୁଛନ୍ତି ଖସିବାର କୌଶଳ

ଭୁବନେଶ୍ୱର,(ଶୁଶାନ୍ତ ପାତ୍ର):- ପୁଲିସ ବିଭାଗ ନୂଆ ନୂଆ ଜ୍ଞାନକୌଶଳ ବ୍ୟବହାର କରି ହାଇଟେକ୍ ହେଲାଣି । ଏହାକୁ ତାଳ ଦେଇ ମଧ୍ୟ ଅପରାଧୀମାନେ ଚାଲୁଛନ୍ତି । ସେମାନେ ପୁଲିସ ଠାରୁ ଦୁଇ କଦମ୍ ଆଗରେ ଅଛନ୍ତି । ପୁଲିସ ଡାଳେ ଡାଳେ … Read More

ବାଇକ୍ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ, ୬ଜଣ ଲୁଟେରା ସମେତ ୮ ଗିରଫ

ଭୁବନେଶ୍ୱର:- ରାଜଧାନୀରୁ ବାଇକ୍ ଚୋରି କରୁଥିବା ଏକ ଲୁଟେରା ଗ୍ୟାଙ୍ଗ୍‌କୁ ଗିରଫ କରିଛି କମିଶନରେଟ୍ ପୁଲିସ । ୬ଜଣ ପେଶାଦାର ଲୁଟେରା ସମେତ ୨ଜଣ ଗ୍ରାହକଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ପୁଲିସ ୩୦ଟି ଚୋରି ବାଇକ୍‌କୁ ଜବତ କରିଛି … Read More

କଟକରୁ ଧରାପଡ଼ିଲେ ୩ ସାଇବର ଠକ,ବେନାମୀ ସିମ୍ ନେଇ ଠକେଇ କରୁଥିଲେ

ଭୁବନେଶ୍ୱର:-(ରିପୋର୍ଟ-ଶୁଶାନ୍ତ ପାତ୍ର) ୩ଜଣ ସାଇବର ଠକ ଏବେ ପୁଲିସ ହାତରେ । ସେମାନଙ୍କ ମଧ୍ୟରୁ ଜଣେ ଟେଲିକମ୍ ସଂସ୍ଥାର ରହିଥିବା ୨ଜଣ ସାଇବର ଠକ ଅଛନ୍ତି । ଟେଲିକମ୍ ସଂସ୍ଥାରୁ ବେନାମୀ ସିମ୍ ନେଇ ଲୋକଙ୍କୁ ଫୋନ୍ କରି ଠକେଇ କରୁଥିଲେ … Read More

ଟ୍ରାଫିକ୍ ଚେକିଂ ସମୟରେ କନ୍‌ଷ୍ଟେବଳଙ୍କୁ ମାଡ଼

ଭୁବନେଶ୍ୱର:- କ୍ୟାପିଟାଲ ଥାନା ରାଜମହଲ ଛକରେ ଡ୍ୟୁଟି କରୁଥିବା ଜଣେ ଟ୍ରାଫିକ୍ କନ୍‌ଷ୍ଟେବଳଙ୍କୁ ଗାଳିଗୁଲଜ ସହ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଜଣେ ଗାଡ଼ି ଚାଳକ ତାଙ୍କୁ ମାଡ଼ ମାରିଥିବା ନେଇ କନଷ୍ଟେବଳ ସନ୍ତୋଷ କୁମାର ବେହେରା କ୍ୟାପିଟାଲ ଥାନାରେ … Read More

ରାତିରେ ମାତିଲେ ଲୁଟେରା, ରାଜ ଇଲୋଟ୍ରୋନିକ୍ସରୁ ୧୦ଲକ୍ଷ ଟଙ୍କାର ସାମଗ୍ରୀ ଚୋରି

ଭୁବନେଶ୍ୱର:- ନୂଆପଲ୍ଲୀ ଥାନା ଅଞ୍ଚଳରେ ଥିବା ରାଜ୍ ଇଲୋଟ୍ରୋନିକ୍ସରୁ ୧୦ଲକ୍ଷ ଟଙ୍କାର ସାମଗ୍ରୀ ଚୋରି ହୋଇଛି । ଦୁର୍ବୃତ୍ତ ସୋରୁମ୍‌ର ସଟ୍‌ର ତାଲା ତାଡ଼ି ଦୋକାନ ଭିତରେ ପଶି ୧୦ଟି ଏଲିଡି ଟିଭି, ୭ଟି ମୋବାଇଲ୍ ଫୋନ୍‌, ୨ଟି ଦାମୀ ମ୍ୟୁଜିକ୍ … Read More

ମାନସ ହତ୍ୟା ମାମଲା: ମେମୋରୀ ଚିପ୍‌ରେ ଥିଲା ହଟ ସିନ୍‌,

ଭୁବନେଶ୍ୱର: କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ  ହତ୍ୟାକାଣ୍ଡ ଘଟିବାର ମାସେ ପରେ ମଧ୍ୟ ଏହା ଉପରୁ ପର୍ଦ୍ଦା ହଟି ପାରୁନାହିଁ ନଥିବା ବେଳେ ମୁହଁ ଖୋଲିଛନ୍ତି ମାନସଙ୍କ ବନ୍ଧୁ। ମାନସଙ୍କ ବନ୍ଧୁଙ୍କ କହିବା ଅନୁସାରେ ଜାନୁଆରୀ ୨୯ ତାରିଖରେ ପୁରୀରେ ଏକ କ୍ଷୁଦ୍ର … Read More

ବୀରଭୂମି ହିଂସା: ସିବିଆଇ ଏଫଆଇଆରରେ ୨୧ ଜଣଙ୍କ ନାଁ

କୋଲକାତା: ପଶ୍ଚିମବଙ୍ଗର ଭୀରଭୂମି ନରସଂହାର ଘଟଣାର ତଦନ୍ତ ଆରମ୍ଭ କରିଛି ସିବିଆଇ। ମାର୍ଚ୍ଚ ୨୨ରେ ଜିଲ୍ଲାର ବୋଗଟୁଇ ଗାଁରେ କିଛି ଲୋକଙ୍କ ଘରେ ନିଆଁ ଲଗାଇ ଦିଆଯାଇଥିଲା। ଏଥିରେ ୮ ଜଣ ଜୀବନ୍ତ ଜଳିଯାଇଥିଲେ। ଏବେ ସିବିଆଇ ତଦନ୍ତ ଦାୟିତ୍ୱ ହାତକୁ … Read More

ନ୍ୟାୟ ଦାବିରେ କଟାମୁଣ୍ଡ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକ

ପିପିଲି: ରାଜରାସ୍ତାରେ କଟାମୁଣ୍ଡ ରଖି ସ୍ଥାନୀୟ ଲୋକ ରାସ୍ତାରୋକ । ପୁରୀ ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥ ପିପିଲି ଟୋଲ ଗେଟ ପାଖରେ ରାସ୍ତା ରୋକ । ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କ କଟାମୁଣ୍ଡ ଓ ମୃତ ଦେହ ରଖି … Read More

କୋଟିଏ ଟଙ୍କାର ବ୍ରାଉନ୍‌ସୁଗର ଜବତ, ୩ ଗିରଫ

ଭୁବନେଶ୍ୱର :-ବ୍ରାଉନ୍‌ସୁଗର ବିକ୍ରି ପାଇଁ ଡିଲ୍‌ ଚାଲିଥିଲା। ହଠାତ୍‌ ଚଢ଼ଉ କଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ସେଠାରୁ ୩ ଜଣଙ୍କୁ ଗିରଫ କରିବା ସହିତ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନ୍‌ସୁଗର ଜବତ କରିଛି ଏସ୍‌ଟିଏଫ୍‌। ଖୋର୍ଦ୍ଧା ଜିଲ୍ଲା ଜଟଣୀ ରାଜା ବଗିଚା ବଜାର … Read More

ଅପହୃତ ଯୁବକକୁ ଗିରଫ କଲା କମିଶନରେଟ୍‌ ପୁଲିସ୍‌

ଭୁବନେଶ୍ୱର:-ଅପହୃତ ଯୁବକକୁ ଗିରଫ କଲା କମିଶନରେଟ୍‌ ପୁଲିସ୍‌। ତେବେ ଏଠି ପ୍ରଶ୍ନ ଉଠୁଛି, ଅପହରଣରେ ଶିକାର ହୋଇଥିବା ଯୁବକକୁ କାହିଁକି ଗିରଫ ହେଲା ପୁଲିସ୍‌? ଏହାର କାରଣ ଜାଣିବାକୁ ହେଲେ ପୂରା ଘଟଣାକୁ ଜାଣିବାକୁ ପଡ଼ିବ।ପୂରା ଘଟଣାଟି ଏମିତି। କେନ୍ଦ୍ରାପଡ଼ା ଜିଲ୍ଲା … Read More