ଟ୍ରାଏଲ୍ ରୁମରେ ଯୁବତୀଙ୍କ ଫଟୋ ଉତ୍ତୋଳନ ବେଳେ ଧରାପଡ଼ିଲେ ଯୁବକ

କେନ୍ଦୁଝର: ମଲ୍ ଯାଇଥିଲେ ଡ୍ରେସ୍ କିଣିବାକୁ ହେଲେ ଟ୍ରାଏଲ୍ ରୁମରେ ଫଟୋ ପ୍ରେମରେ ପଡ଼ିଗଲେ । ନିଜ ଫଟୋ ନୁହେଁ ବରଂ ଅନ୍ୟ ଜଣେ ଯୁବତୀଙ୍କ । ଟ୍ରାଏଲ୍ ରୁମରେ ଯୁବତୀଙ୍କ ଅଜାଣତରେ ଫଟୋ ଉଠାଉଥିବା ଯୁବକକୁ କେନ୍ଦୁଝର ଟାଉନ୍ ଥାନା ପୋଲିସ … Read More

ପୋଲିସ ଉପରେ ଜୁଆଡ଼ିଙ୍କ ଆକ୍ରମଣ, ଓଆଇସିଙ୍କ ସହ ୪ ଆହତ

ଗଜପତି: ଜୁଆ ଆଡ୍ଡାରେ ରେଡ୍ ବେଳେ ପୋଲିସ ଉପରକୁ ଆକ୍ରମଣ । ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅଧିକାରୀଙ୍କୁ ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା କରିଛନ୍ତି ଜୁଆଡ଼ି । ବିଶେଷ ସୂତ୍ରରୁ ଖବର ପାଇ ଗୁରାଣ୍ଡି ଥାନା ପୋଲିସ ଖରସଣ୍ଡା ଗାଁରେ … Read More

୨୫୧ ଟଙ୍କାରେ ସ୍ମାର୍ଟଫୋନ ଦେବାକୁ କହିଥିବା ବ୍ୟକ୍ତି ଗିରଫ

ନୋଏଡା: ମାତ୍ର ୨୫୧ ଟଙ୍କାରେ ଲୋକଙ୍କୁ ସ୍ମାର୍ଟଫୋନ୍‌ ଯୋଗାଇ ଦେବାକୁ କହି ଚାଞ୍ଚଲ୍ୟ ସୃଷ୍ଟି କରିଥିବା ମୋହିତ ଗୋଏଲ ଏବେ ୨୦୦ କୋଟି ଟଙ୍କାର ଡ୍ରାଏଫ୍ରୁଟ୍‌ ଜାଲିଆତି ଘଟଣାରେ ଗିରଫ ହୋଇଛନ୍ତି। ନୋଏଡାର ଏହି ଉଦ୍ୟୋଗୀ ଜଣଙ୍କ ତାଙ୍କ ପତ୍ନୀ ଧାରଣା … Read More

କରୋନା ଟିକା ନାଁରେ ଆସିପାରେ କଲ୍‌, ନିମିଷେକେ ଖାଲି ହୋଇଯିବ ଆକାଉଣ୍ଟ !

ଭୁବନେଶ୍ୱର: ସାରା ଦୁନିଆ ଏବେ କରୋନା ଟିକା ପଛରେ ପଡ଼ିଛି । ଆଉ ଏଥିରୁ ଚାନ୍ସ ମାରିବାକୁ ଚାହିଁ ବସିଛନ୍ତି ସାଇବର ଠକ । ଲୋକଙ୍କୁ ଭ୍ୟାକ୍ସିନ୍‌ ରେଜିଷ୍ଟ୍ରେସନ ନାଁରେ ମାରି ପାରନ୍ତି ଚୂନ । ଏନେଇ ଲୋକଙ୍କୁ ଆଲର୍ଟ ରହିବାକୁ କହିଛନ୍ତି … Read More

ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ,

ନିଶ୍ଚନ୍ତକୋଇଲି:–ମହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ କଲା ପୋଲିସ। ଏହି ହତ୍ୟାକାଣ୍ଡ ୧୦ ବିତିଗଲାଣି। ଜଣେ ପରେ ଜଣେ ଗିରଫ ହେବାର ଲାଗିଛନ୍ତି।  ଗିରଫ ଅଭିଯୁକ୍ତ ଭିକାରୀ ସ୍ବାଇଁ। ରାଉରକେଲା ସେକ୍ଟର ୨୨ ରୁ ଗତକାଲି ଗ୍ରାମଞ୍ଚଳ … Read More

ବୁଲେଟ୍ କିଣିବା ଆଶାରେ ୬୫ ହଜାର ହରାଇଲେ ଯୁବକ

ଭୁୁବନେଶ୍ୱର: ରାଜ୍ୟରେ ଡିଜିଟାଲ ଠକେଇ ସୀମା ଟପିଗଲାଣି । ଲୋକଙ୍କୁ ସାମଗ୍ରୀ ଓ ସ୍କିମ୍‌ର ଲୋଭ ଦେଖାଇ ଠକେଇ କରୁଛନ୍ତି ଏହି ଡିଜିଟାଲ ଠକ । ଏହି ଠକେଇ ତାଲିକାରେ ସାମିଲ ହୋଇଛନ୍ତି ଭୁବନେଶ୍ୱର ବିଜେବିନଗର ଅଞ୍ଚଳର ଯୁବକ ସନାତନ ଦଳାଇ … Read More

ବେଆଇନ ବାଲିଘାଟ ଉପରେ ଚଢ଼ାଉ: ୭ ଟ୍ରାକ୍ଟର ଜବତ, ୧୧ ଜଣଙ୍କୁ ଅଟକ ରଖିଛି ପୋଲିସ

କଟକ: ବେଆଇନ ବାଲିଘାଟ ଉପରେ ଚଢ଼ାଉ । କଟକ ସଦର ବାଲିକୁଦ ଅଞ୍ଚଳରେ ବେଆଇନ ବାଲିଘାଟ ଉପରେ ଚଢ଼ାଉ କରିଛି କମିଶନରେଟ ପୋଲିସ । ଏହି ସମୟରେ ୭ଟି ଟ୍ରାକ୍ଟର ଜବତ କରିବା ସହ ୧୧ ଜଣକୁ ଅଟକ ରଖିଛି ପୋଲିସ । … Read More

ସିନେମା ଦେଖିବାକୁ ଆସୁଛନ୍ତି ହାତଗଣତି ଦର୍ଶକ

ଭୁବନେଶ୍ୱର: କରୋନା କଟକଣା ଯୋଗୁ ଦୀର୍ଘ ୯ ମାସ ହେବ ବନ୍ଦ ରହିଥିଲା ସିନେମା ହଲ୍ । ଶେଷରେ ରାଜ୍ୟ ସରକାର ଅନୁମତି ଦେବାପରେ ୮ ତାରିଖଠାରୁ ସିନେମାହଲଗୁଡ଼ିକ ଖୋଲିଛି । ସାମାଜିକ ଦୂରତା ରଖି କୋଭିଡ୍‌-୧୯ କଟକଣା ଅନୁସାରେ ସିନେମା … Read More

ପୁଲିସ୍ ଗାଡ଼ିକୁ ଅଟକାଇଲା ପୁଲିସ୍‌,

ଚିତ୍ରକୋଣ୍ଡା:- ଗୁରୁବାର ରାତି ପ୍ରାୟ ୨ଟା ହେବ। ମାଲକାନଗିରି ଜିଲ୍ଲା ଓରକେଲ ପୁଲିସ୍ ଏସ୍‌ଆଇ ମିଲନ ମଜୁମଦାରଙ୍କ ନେତୃତ୍ୱରେ ଖଡ଼ିକାଝୁଡ଼ି ନିକଟରେ ଜଗି ରହିଥିଲା। ଏହି ସମୟରେ ଆସିଲା ଏକ ଇନୋଭା କାର୍। ଏହାର ସାମ୍ନାରେ ଲେଖାଥିଲା ପୁଲିସ୍‌। ଗାଡ଼ିଟିକୁ ସେଠାରେ … Read More

ଧନ ମିଶ୍ ୟୁ… କହି ଆକାଉଣ୍ଟ ଖାଲି କରି ଦେଉଛନ୍ତି ଯୁବତୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏବେ ଅର୍ଥ ଠକେଇର ତରିକା ବଦଳିଛି । ଫୋନ୍ ପେ, ଗୁଗଲ ପେ ଠକେଇ ସମ୍ପର୍କରେ ଲୋକେ ସଚେତନ ହେବାପରେ ଦଲାଲମାନେ ଆପଣାଇଛନ୍ତି ଭିନ୍ନ ତରିକା । ଠକେଇ ପାଇଁ ଯୁବତୀଙ୍କୁ ଏବେ ଅସ୍ତ୍ର କରିଛନ୍ତି ଦଲାଲ … Read More