ହସ୍ପିଟାଲରୁ ମିଳିଲା ଡାକ୍ତରଙ୍କ ମୃତଦେହ,

ଭୁବନେଶ୍ୱର:-ମାତ୍ର ୧୫ ଦିନ ତଳେ ପଡ଼ିଥିଲା ହାତଗଣ୍ଠି । ହେଲେ ହଠାତ୍‌ ଘଟିଲା ଅଘଟଣ । ରାଜଧାନୀ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରୁ ଉଦ୍ଧାର ହେଲା ସୁଶୀଲ ସାହୁ ନାମକ ଡାକ୍ତରଙ୍କ ମୃତଦେହ ।  ତେବେ ସେ ଆତ୍ମହତ୍ୟା କରିଛନ୍ତି ନା … Read More

କେମିଷ୍ଟ୍ରି ଶିକ୍ଷକଙ୍କ କଳା କାରନାମା, ବାନ୍ଧିଲା ପୁଲିସ୍‌

ନବରଙ୍ଗପୁର:-କେମିଷ୍ଟ୍ରି ଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ନବରଙ୍ଗପୁର ହିର୍ଲିସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଯୁକ୍ତ ୨ ଛାତ୍ରୀମାନେ। ଲ୍ୟାବ୍‌ରେ ଥିବାବେଳେ କେମିଷ୍ଟ୍ରି ଶିକ୍ଷକ ଅମର କୁମାର ନାଥ ସେମାନଙ୍କୁ ଅଶାଳୀନ ବ୍ୟବହାର କରିବା ସହ ଅଶାଳୀନ ମନ୍ତବ୍ୟ ଦେଉଥିବା ଅଭିଯୋଗ … Read More

ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଅଧିକାରୀ

ଭୁବନେଶ୍ୱର:-ରାଜ୍ୟରେ ପ୍ରାୟ ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଭିଜିଲାନ୍ସ ଚଢ଼ାଉ ହେଉଛି କହିଲେ ଭୁଲ୍ ହେବ ନାହିଁ। କେତେବେଳେ କେଉଁ ସରକାରୀ ଅଫିସର/କର୍ମଚାରୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଚଢ଼ାଉ କରି ଧରୁଛି ତ ଆଉ କେବେ ଆୟ ବର୍ହିଭୂତ … Read More

ପୂର୍ବତନ ବିଧାୟକ ନିଖୋଜ: ଅପହରଣ ସନ୍ଦେହ

ଭୁବନେଶ୍ୱର :-ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀ ନିଖୋଜ ହୋଇଯାଇଛନ୍ତି। ସେ ଗତକାଲି ଠାରୁ ନିଖୋଜ ହୋଇଥିବା ନେଇ ତାଙ୍କ ପୁଅ କ୍ୟାପିଟାଲ୍‌ ଥାନାରେ ଏତଲା ଦେଇଛନ୍ତି। ତାଙ୍କୁ ଅପହରଣ କରାଯାଇଥିବା ନେଇ ତାଙ୍କ ପରିବାର ଲୋକେ ସନ୍ଦେହ କରୁଛନ୍ତି। ଶ୍ରୀ … Read More

କଲେଜ ଛାତ୍ରଙ୍କୁ ଛୁରାମା

ଭଦ୍ରକ:-ୱେଲକମ ଫଙ୍କସନକୁ ନେଇ ଜଣେ ଛାତ୍ରଙ୍କୁ ଛୁରାମାଡ଼ ହୋଇଛି। ପୁଣି ଛୁରାମାଡ଼ କରିଛନ୍ତି ଜଣେ ଅଣଛାତ୍ର। ଏହି ଘଟଣାଟି ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ବରପଦା ଇଞ୍ଜିନିୟରିଂ କଲେଜୱେଲକମ ଫଙ୍କସନକୁ ନେଇ ଜଣେ ଛାତ୍ରଙ୍କୁ ଛୁରାମାଡ଼ ହୋଇଛି। ପୁଣି ଛୁରାମାଡ଼ … Read More

ଦମ୍ପତ୍ତିଙ୍କୁ ବନ୍ଧୁକ ଦେଖାଇ ସୁନାଗହଣା,ଟଙ୍କା ଲୁଟ୍‌

ଭୁବନେଶ୍ୱର:-  ନୂଆପଲ୍ଲୀ ଥାନା ଅଞ୍ଚଳରେ ଲୁଟ୍‌ପାଟ ହୋଇଛି । ବନ୍ଧୁକ ଦେଖାଇ ଏକ ଦମ୍ପତ୍ତିଙ୍କ ଠାରୁ ସୁନା ଗହଣା ଏବଂ ନଗଦ ୨୦ ହଜାର ଟଙ୍କା ଲୁଟି ନେଇଛନ୍ତି । ଖବର ପାଇ ନୂଆପଲ୍ଲୀ ଥାନା ଅଧିକାରୀ ଏବଂ ଅନ୍ୟ ବରିଷ୍ଠ … Read More

ପାପୁଲିରେ ‘ଆଇ ଲଭ ୟୁ ମଞ୍ଜୁ ଲେଖି ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା

ବରଗଡ଼ :- ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା । ଆଉ ହାତରେ ଲେଖିଛନ୍ତି ଆଇ ଲଭ ୟୁ ମଞ୍ଜୁ । ମୃତ କଏଦୀ ଜଣଙ୍କ ସୋହେଲା ଥାନା ପେଟୁପାଲି ଗାଁରେ ୩୫ ବର୍ଷୀୟ ମୋହିତ ରାଉତ ବୋଲି ଜଣାପଡିଛି । ବରଗଡ଼ ଜିଲ୍ଲା … Read More

ମଡେଲ୍‌ ସୌମ୍ୟ ଆତ୍ମହତ୍ୟା ମାମଲା: ଡିସିପିଙ୍କୁ ଭେଟିଲେ ପରିବାର

ଭୁବନେଶ୍ୱର :- ସୌମ୍ୟ ଆତ୍ମହତ୍ୟା ଘଟଣାକୁ ତିନିମାସ ପୁରିଲାଣି । ହେଲେ ସୌମ୍ୟ ଯାହାପାଇଁ ଆତ୍ମହତ୍ୟା କରିଛି ସେ ଆଜି ପର୍ଯ୍ୟନ୍ତ ଆଇନର କାଠଗଡାକୁ କାହିଁକି ଆସିନାହିଁ । ଏ ସମ୍ପର୍କରେ ସୌମ୍ୟଙ୍କ ପରିବାର ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା … Read More

ବିବାହର ଦୁଇ ଦିନ ପୂର୍ବରୁ ମିଳିଲା ଶିକ୍ଷକଙ୍କ ମୃତଦେହ,

ବରଗଡ଼,:- ଗତକାଲି ବରଗଡ଼ ଜିଲ୍ଲା ବରପାଲି ବ୍ଲକ ମହଦା ଗ୍ରାମ ରାଞ୍ଜ ଜୋର ପୋଲ ତଳୁ ଜଣେ ଯୁବତୀଙ୍କ ଶବ ମିଳିଥିଲା । ତେବେ ଉକ୍ତ ଯୁବତୀ ଜଣକ ବରପାଲି ବ୍ଲକ ରକସା ପଞ୍ଚାୟତ ତେଜଙ୍ଗ ଗ୍ରାମର ଅନ୍ଧାରୀ ଦୀପ ବୋଲି … Read More

ଆଗାମୀ ରଥଯାତ୍ରା ପାଇଁ ପ୍ରସ୍ତୁତ ରହିବାକୁ ଡିଜିପିଙ୍କ ନିର୍ଦ୍ଦେଶ

କଟକ: ଓଡ଼ିଶାରେ ରେଳ ସୁରକ୍ଷା ସହ ସମ୍ପୃକ୍ତ ସମସ୍ତ କେନ୍ଦ୍ରୀୟ ଓ ରାଜ୍ୟ ସଙ୍ଗଠନ ମାନଙ୍କ ସମନ୍ୱୟ ବୈଠକ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବନସଲଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପୋଲିସ ସଦର ମହକୁମାରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଅତିରିକ୍ତ … Read More