ହାଇଟେକ୍ ଠକ ସ୍କୃତିରଞ୍ଜନ ବନ୍ଧା ହେବା ମାମଲା,ଆକାଉଣ୍ଟ ଯାଞ୍ଚ ପାଇଁ ୩ଟି ବ୍ୟାଙ୍କ୍‌କୁ ଚିଠି

ଭୁବନେଶ୍ୱର :- ନକଲି ପରିଚୟପତ୍ର ଦେଇ ଅନ୍ୟା ନାମରେ ବ୍ୟାଙ୍କ୍‌ରୁ ଋଣ ଉଠାଇବା ମାମଲାରେ ଗିରଫ ହୋଇଥିବା ସ୍କୃତିରଞ୍ଜନ ସାହୁଙ୍କ(୩୭)ଙ୍କ ନାମରେ ପୁଣି ମଞ୍ଚେଶ୍ୱର ଥାନାରେ ୩ଟି ଅଭିଯୋଗ ହୋଇଛି । ଏକାଧିକ ଲୋକଙ୍କୁ ଚାକିରି ଏବଂ ଲୋନ୍ କରାଇବା ଆଳରେ … Read More

୬୦ ଦିନରେ ଚାର୍ଜସିଟ୍ ଦାଖଲ କରିପାରିଲାନି ଭିଜିଲାନ୍ସ,ଜାମିନ୍‌ରେ ମୁକୁଳିଲେ କଳାଧନର କୁବେର ପ୍ରତାପ

ଭୁବନେଶ୍ୱର:- ଓଡ଼ିଶା ଭିଜିଲାନ୍ସ ୬୦ ଦିନ ଭିତରେ ପ୍ରତାପଙ୍କ ବିରୋଧରେ ଭିଜିଲାନ୍ସ କୋର୍ଟରେ ଚାର୍ଜସିଟ୍ ଦାଖଲ କରି ପାରିଲା ନାହିଁ । ଯେଉଁଥି ପାଇଁ ଭିଜିଲାନ୍ସ କୋର୍ଟ ସିଆରପିସି ୧୬୭(୨) ଅନୁଯାୟୀ ପ୍ରତାଙ୍କୁ ଜାମିନ୍ ଦେଇଛନ୍ତି । କୋର୍ଟରେ ମାମଲା ଚାଲୁଥିବା … Read More

କନଷ୍ଟେବଳଙ୍କ ଘରେ ଭିଜିଲାନ୍ସ ରେଡ

ବାରିପଦା:-ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଏସପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ପୁଲିସ୍‌ କନଷ୍ଟେବଳ ନିହାର ରଞ୍ଜନ ଦଣ୍ଡପାଟ ଘରେ ସକାଳୁ ସକାଳୁ ଚାଲିଛି ଭିଜିଲାନ୍ସ ରେଡ। ଏକାଥରେ ୬ଟି ଟିମ୍‌ରେ ପ୍ରାୟ ୩୫ ଜଣ ଅଫିସର ଜିଲ୍ଲାର ୬ଟି ସ୍ଥାନରେ … Read More

ତାରିଣୀ ବସ୍ତିରେ ହତ୍ୟାକାଣ୍ଡ ,ଯୁବତୀଙ୍କୁ ମାରିଦେଲେ କି ପୁରୁଷ ବନ୍ଧୁ ?

ଭୁବନେଶ୍ୱର: ରାଜଧାନୀରେ ପୁଣି ମର୍ଡର । ଭରତପୁର ଥାନା ଅନ୍ତର୍ଗତ ତାରିଣୀ ବସ୍ତିରେ ହତ୍ୟାକାଣ୍ଡ । ରବିବାର ରାତିରେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି । ସୁରେଖା ପଲେଇ ନାମକ ଯୁବତୀଙ୍କୁ ହତ୍ୟା କାରାଯାଇଥିବା ସୂଚନା ମିଳିଛି । ଭରତପୁର … Read More

ନିଶା ବେପାରୀଙ୍କଠାରୁ ୧୩ କେଜି ହେରୋଇନ୍‌ ଜବତ,ଧରାପଡ଼ିଲେ ଦୁଇ ଓଡ଼ିଆ

ଭୁବନେଶ୍ୱର:-ପଶ୍ଚିମବଙ୍ଗ ଏସ୍‌ଟିଏଫ୍‌ ଓ ପୁଲିସ୍‌ ମିଳିତ ଚଢ଼ଉ କରି ଦୁଇ ଓଡ଼ିଆ ନିଶା ମାଫିଆକୁ ଧରିଥିଲା। ସେମାନଙ୍କୁ ଜେରା ବେଳେ ନିଶା କାରବାର ପୂରା ଘଟଣା ସାମ୍ନାକୁ ଆସିଥିଲା। ପଶ୍ଚିମବଙ୍ଗ ଏସ୍‌ଟିଏଫ୍‌ ଓ ପୁଲିସ୍‌ ଦୁଇ ଓଡ଼ିଆଙ୍କ ସମେତ ୬ ଜଣଙ୍କୁ … Read More

ପାରିବାରିକ ସମସ୍ୟା ଦୂର କରିବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

ପିପିଲି: ଭଣ୍ଡ ବାବାଙ୍କ କଳା କାରନାମା । ପାରିବାରିକ ସମସ୍ୟା ଦୂର କରିବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ଶିଵ ପ୍ରସାଦ ଭୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ … Read More

ମାର୍କେଟ ବିଲ୍ଡିଂର ଉଠା ଦୋକାନୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର:- ମାର୍କେଟ ବିଲ୍ଡିଂରେ ଦୋକାନ ଉଚ୍ଛେଦ ପରେ ଦୋକାନୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ବ୍ୟବସାୟୀଙ୍କ ନାଁ ଅଜିତ ସାହାଣୀ । ଅଜିତ ଭୁବନେଶ୍ୱର ବଡ଼ଗଡ଼ ଥାନା ଅନ୍ତର୍ଗତ ପରିବାର ସହ ରହୁଥିବା ଏକ ଘରେ ଲୁଗା ଶାଢ଼ିରେ ଫାସି … Read More

ସୁନ୍ଦରପଦା ଦୀପୁ ହତ୍ୟା ମାମଲା: ଆଜିଠୁ ୩ ଅଭିଯୁକ୍ତଙ୍କୁ ୫ ଦିନ ରିମାଣ୍ଡରେ

ଭୁବନେଶ୍ୱର ସୁନ୍ଦରପଦା ନୂଆସାହି ଦୀପୁ ହତ୍ୟା ମାମଲା । ଆଜିଠୁ ୩ ଅଭିଯୁକ୍ତଙ୍କୁ ୫ ଦିନ ରିମାଣ୍ଡରେ ନେଲା ଏୟାରଫିଲ୍ଡ ଥାନା ପୋଲିସ। ୩ ଅଭିଯୁକ୍ତ ବିକି ମାଲିଆ, ଗୁଣ ମଲିଆ ଓ ସୁଜିତ ପଣ୍ଡା। ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ ରିମାଣ୍ଡ … Read More

ଜଙ୍ଗଲକୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ: ବାରହା ପାଇଁ ଫାସ ବସାଇଥିଲା ଭାଇ, ସେହି ଫାସରେ ଚାଲିଗଲା ଭଉଣୀର ଜୀବନ

କୋରପୁଟ:- କୋରପୁଟ ଜିଲ୍ଲା ବୋରିଗୁମା ନିକଟ ଜଙ୍ଗଲକୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ । ପୂର୍ବରୁ ଦୁଷ୍କର୍ମ ପରେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ହେଲେ ପୁଲିସ ତଦନ୍ତ କରି ଯୁବତୀଙ୍କ ମୃତ୍ୟୁ ପଛର … Read More

ଡିମ୍ପଲଙ୍କ ପରେ ଡଲି: ସ୍ୱାମୀ ଦୋକାନ ଆଗରେ ଦେଲେ ଧାରଣା

ଯାଜପୁର: ବ୍ରହ୍ମପୁର ପରେ ଯାଜପୁରରେ  ହକ୍ ପାଇଁ ସ୍ୱାମୀଙ୍କ ଦୋକାନ ଆଗରେ ଧାରଣା ଦେଲେ ମହିଳା । ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜାରକା ବଜାରରେ । ବରୀ ବ୍ଲକ ବାଇଁଶିରିଆ ପଞ୍ଚାୟତ ମାଳଦା … Read More