ଆସନ୍ତାକାଲିଠୁ ବିଧାନସଭା

ଭୁବନେଶ୍ୱର:-ଆସନ୍ତାକାଲି ଶୁକ୍ରବାରଠୁ ବିଧାନସଭାର ୬ଦିନିଆ ଅଧିବେଶନ ଆରମ୍ଭ ହେବ। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଅଭିଭାଷଣରୁ ଆରମ୍ଭ ହେବାକୁ ଥିବା ଅଧିବେଶନର ପ୍ରଥମଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ପରେ, ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି, ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ, ୪ଟି ଅଧ୍ୟାଦେଶ ସମେତ … Read More

ବିଜେପିର ବିଜୟ ପରେ ୫ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ

ନୂଆଦିଲ୍ଲୀ:  ୪ ରାଜ୍ୟରେ ବିଜେପିର ବିଜୟ ପରେ ବିଜେପି ଶିବିରରେ ଉତ୍ସାହ । ଉତ୍ତରପ୍ରଦେଶରେ ବିଜେପିର ବିପୁଳ ବିଜୟ ପୁଣି ଥରେ ବିଜେପିକୁ ମଜଭୁତ କରିଛି  ।  ଏକପାଖିଆ ବିଜୟ ସହ ମଣିପୁର, ଗୋଆ, ଉତ୍ତରାଖଣ୍ଡରେ ବିଜେପି ମାରିଛି ବାଜିମାତ । … Read More

ଦିଲ୍ଲୀ ପରେ ପଞ୍ଜାବ ଦଖଲ କଲା ଆମ୍ ଆଦମୀ ପାର୍ଟି

ନୂଆଦିଲ୍ଲୀ:-ବଡ଼ ବଡ଼ ନେତା, ବଡ଼ ବଡ଼ ଦଳକୁ ଧୁଳି ଚଟାଇ ପଞ୍ଜାବରେ ଇତିହାସ ରଚିଛି ଆମ୍ ଆଦମୀ ପାର୍ଟି । ଆପ୍ ଏଭଳି ସୁନାମୀ ଆଣିବା ନେଇ ଏକ୍ଜିଟ୍ ପୋଲ ଆକଳନ କରିଥିଲେ ବି ସାରା ଦେଶର ନଜର ଅଟକିଥିଲା ପଞ୍ଜାବ … Read More

ପୁଣି କଂଗ୍ରେସର ଫ୍ଲପ୍ ସୋ, ୟୁପିରେ ଫେଲ୍ ମାରିଲା ପ୍ରିୟଙ୍କାଙ୍କ ପ୍ରଚାର

ନୂଆଦିଲ୍ଲୀ:-ଉତ୍ତରପ୍ରଦେଶ, ପଞ୍ଜାବ ସମେତ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ନିରାଶାଜନକ ପ୍ରଦର୍ଶନ କରିଛି । ଏହାପରେ ଦଳର ଶୀର୍ଷ ନେତୃତ୍ୱ ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି । ବିଶେଷ କରି ପଞ୍ଜାବରେ କଂଗ୍ରେସ କ୍ଷମତାରେ ଥାଇ ହାରିଯିବା ରାହୁଲ ଗାନ୍ଧୀଙ୍କ … Read More

ୟୁପିରେ ନିର୍ବାଚନ ହାରିଗଲେ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ

ୟୁପି:-ୟୁପିରେ ବିଜେପି ବଡ ବିଜୟ ମୁହାଁ ହୋଇ ଲଗାତାର ଦ୍ୱିତୀୟ ଥର ପାଇଁ ଶାସନ କ୍ଷମତା ଅକ୍ତିଆର କରିବା ଦିଗରେ ଅଗ୍ରସର ହେଉଛି । ବର୍ତ୍ତମାନ ସୁଦ୍ଧା ବିଜେପି ୨୭୩ ସିଟରେ ଆଗୁଆ ଥିବାବେଳେ, ସମାଜବାଦୀ ପାର୍ଟି ବହୁ ପଛରେ ଅର୍ଥାତ … Read More

ପୌର ନିର୍ବାଚନ ନେଇ ସରିଲା ନାମାଙ୍କନ ଏଥର ଜୋରଦାର ହେବ ପ୍ରଚାର

ଭୁବନେଶ୍ୱର:– ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଶେଷ । ଏଥର ଜୋରଦାର ହେବ ପୌର ଫାଇଟ୍ । ନାମାଙ୍କନ ଭରିଛନ୍ତି ସବୁ ଆଶାୟୀ ପ୍ରାର୍ଥୀ । ଶେଷ ଦିନରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ହେଭିଓ୍ବେଟ୍ । ଆଜି ବିଜେଡି ମେୟର … Read More

ଖାରବେଳ କହିଲେ ବିଜେପି ପରାଜୟର କାରଣ..

ଭୁବନେଶ୍ୱର: -ଚଳିତ ତ୍ରୀସ୍ତରିୟ ନିର୍ବାଚନରେ ବିଜେପିର ନ୍ୟୁନ ପ୍ରଦର୍ଶନକୁ ନେଇ ଦଳର ନେତା ରଖିଲେ ଆଭିମୁଖ୍ୟ  । ବିଗତ ୨୦୧୭ ମସିହା ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିବା ବିଜେପି ଚଳିତ ନିର୍ବାଚନରେ ତିନି ଅଙ୍କ ଛୁଇଁବା ନଛୁଇଁବା ପ୍ରଶ୍ନବାଚୀ ଭିତରେ  । … Read More

ଯାଜପୁରରେ ୧୦ ଆସନ ହାତେଇଲା ବିଜେଡି

ଯାଜପୁର:-ପଞ୍ଚାୟତ ନିର୍ବାଚନ ପାଇଁ ଶନିବାରଠୁ ଗଣତି ଚାଲିଛି। ପ୍ରଥମ ଦିନରେ ଯାଜପୁର ଜିଲ୍ଲାରେ ୧୦ଟି ବ୍ଲକର ୧୦ଟି ଜିଲ୍ଲା ପରିଷଦ ଜୋନ୍‌ରେ ଭୋଟ୍‌ ଗଣତି ହୋଇଥିଲା। ଆଉ ସମସ୍ତ ୧୦ଟି ଯାକ ଆସନରେ ବିଜେଡି ବିଜୟ ଲାଭ କରିଛି। ବଡ଼ଚଣା ୧୬ … Read More

କେନ୍ଦ୍ରାପଡ଼ାରେ ୯ ଜିଲ୍ଲା ପରିଷଦ ଆସନ ପୋଛିନେଲା ବିଜେଡି

କେନ୍ଦ୍ରାପଡ଼ା:-ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଗଣନାରେ କେନ୍ଦ୍ରାପଡା ଜିଲ୍ଲାର ୯ଟି ଜିଲ୍ଲା ପରିଷଦ ଜୋନରେ ବିଜେଡି ବାଜିମାତ କରିଛି। ବିଜେପି ଓ କଂଗ୍ରେସକୁ ପଛରେ ପକାଇ ବିଜୁ ଜନତା ଦଳର ପ୍ରାର୍ଥୀମାନେ ପ୍ରଥମ ପର୍ଯ୍ୟାୟର ସମସ୍ତ ୯ଟି ଜୋନ୍ ଦଖଲ କରିଛନ୍ତି। … Read More

ପଞ୍ଚାୟତ ନିର୍ବାଚନ ଶାସକ ବିଜେଡି ବୃହତ ବିଜୟ ଆଡ଼କୁ ଅଗ୍ରସର

ଭୁବନେଶ୍ୱର:-ପଞ୍ଚାୟତ ନିର୍ବାଚନ ଶାସକ ବିଜେଡି ବୃହତ ବିଜୟ ଆଡ଼କୁ ଅଗ୍ରସର ହୋଇଛି। ନିର୍ବାଚନର ପ୍ରଥମ ଦିନ ଗଣତିର ଫଳାଫଳ ସାମ୍ନାକୁ ଆସିଛି। ପ୍ରଥମ ଦିନରେ ୩୧୫ ଜୋନ୍ ମଧ୍ୟରୁ ୩୧୪ଟି ଫଳାଫଳ ବାହାରିଛି। ସେଥିମଧ୍ୟରୁ ବିଜେଡି ୨୮୧ଟି ଆସନରେ ବିଜୟୀ ହୋଇଛି। … Read More