ନୀତିଶଙ୍କ ଆକ୍ଷେପର ଜବାବ ଦେଲେ ତେଜସ୍ବୀ, ଯୁକ୍ତି ଭିତରକୁ ପ୍ରଧାନମନ୍ତ୍ରୀଙ୍କୁ ଟାଣିଲେ
ପାଟଣା:- ବିହାର ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି । ନେତା ନେତାଙ୍କ ମଧ୍ୟ ବ୍ୟକ୍ତିଗତ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ଏହାରି ଭିତରେ ନୀତିଶ କୁମାରଙ୍କ ମନ୍ତବ୍ୟକୁ ନେଇ ପ୍ରତି ଆକ୍ରମଣ କରିଛନ୍ତି ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ନେତା ତେଜସ୍ବୀ … Read More










