କୃଷି ବିଲ୍ ବିରୋଧରେ ଆଜିଠାରୁ ରାହୁଲ ଗାନ୍ଧୀଙ୍କ ବିଶାଳ ଟ୍ରାକ୍ଟର ରାଲି ଆରମ୍ଭ

ଚଣ୍ଡିଗଡ଼:- କେନ୍ଦ୍ର ସରକାରଙ୍କ କୃଷି ବିଲ୍ ବିରୋଧରେ ଦେଶବ୍ୟାପି ଚାଷୀ ଆନ୍ଦୋଳନ ଜାରି ରହିଛି। ଏହା ସହ ବିରୋଧୀ ମଧ୍ୟ ଏହାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏତେ ସବୁ ହଙ୍ଗାମା ପରେ ମଧ୍ୟ କୃଷି ବିଲରେ ପଛକୁ ହଟିବାକୁ … Read More

ଗାନ୍ଧି ଜୟନ୍ତୀରୁ ବିଜେଡି ଆରମ୍ଭ କଲା କରୋନା ସଚେତନତା,

ଭୁବନେଶ୍ୱର:-ଗାନ୍ଧି ଜୟନ୍ତୀରୁ ବିଜେଡି ଆରମ୍ଭ କରିଛି କରୋନା ସଚେତନତା ଅଭିଯାନ । ଆଗମୀ ମାସେ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ଗାଁଠୁ ସହର ସବୁଠି ପଦଯାତ୍ରା କରି ଲୋକଙ୍କୁ କରୋନା ସଚେତନତାର ବାର୍ତ୍ତାବାଣ୍ଟିବେ ବିଜେଡି ନେତା ଆଉ କର୍ମୀ । … Read More

କଳ୍ପତରୁ ଓଝାଙ୍କୁ ବହିଷ୍କାର, ଦଳ ବିରୋଧି କାର୍ଯ୍ୟ ପାଇଁ ଆକ୍ସନ ନେଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର:- ବିଜେଡିରୁ ବହିଷ୍କୃତ ହେଲେ କଳ୍ପତରୁ ଓଝା । ଦଳ ବିରୋଧୀ କାର୍ଯ୍ୟ ଯୋଗୁ କଳ୍ପତରଙ୍କୁ ବହିଷ୍କାର କଲେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ତାଙ୍କୁ ନିକଟରେ ଯୁବ ବିଜେଡ଼ିର ସାଧାରଣ ସମ୍ପାଦକ ଭାବେ ଦାୟିତ୍ବ ଦିଆଯାଇଥିଲା । ତେବେ … Read More

ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ଵର ପାଣ୍ଡେଙ୍କ ରାଜନୈତିକ ଜୀବନ ଆରମ୍ଭ

ପାଟନା :-ବିହାରର ପୂର୍ବତନ ଡିଜିପି ତଥା ନିକଟରେ ସ୍ଵେଚ୍ଛାକୃତ ଅବସର ନେଇଥିବା ଗୁପ୍ତେଶ୍ଵର ପାଣ୍ଡେ ଆଜି ଜେଡିୟୁରେ ସାମିଲ ହୋଇଛନ୍ତି। ଡିଜିପି ରବିବାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନରେ ତାଙ୍କ ଉପସ୍ଥିତିରେ ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି। ଏହା ସହିତ ଆଜିଠୁ … Read More

ମହାରାଷ୍ଟ୍ର ରାଜନୀତିରେ ଟ୍ଵିଷ୍ଟ୍ ! ହୋଟେଲରେ ରାଉତ-ଫଡଣବିସଙ୍କ ସାକ୍ଷାତ,

ମୁମ୍ବାଇ :-ମହାରାଷ୍ଟ୍ର ରାଜନୀତିରେ ଆଉ ଏକ ଟ୍ଵିଷ୍ଟ ଦେଖିବାକୁ ମିଳିଛି। ଏମିତି ସମୟରେ ଶିବସେନା ନେତା ସଞ୍ଜୟ ରାଉତ ଶନିବାର ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ନେତା ଦେବେନ୍ଦ୍ର ଫଡଣବିସଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକୁ ନେଇ … Read More

ବିଧାନସଭା ମୌସୁମୀ ଅଧିବେଶନ, କାଲିଠୁ ବିଧାୟକଙ୍କ ହେବ କୋଭିଡ୍ ଟେଷ୍ଟ

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି । ବୈଠକ ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ପ୍ରଥମ ଦିନ ଗୃହ କାର୍ଯ୍ୟ ଦିନ ୧୧ଟାରେ ଆରମ୍ଭ ହେବ । ତା’ପରଠାରୁ ଗୃହ … Read More

ବିହାର ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା, ୩ଟି ପର୍ଯ୍ୟାୟରେ ହେବ ବିହାର ନିର୍ବାଚନ

ନୂଆଦିଲ୍ଲୀ:-ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ଏନେଇ ଏକ ସମ୍ବାଦିକ ସମ୍ମିଳନୀରେ ନିର୍ବାଚନ କମିଶନ ସୁନିଲ ଆରୋରା ବିଧିବଦ୍ଧ ଭାବେ ସୂଚନା ପ୍ରଦାନ କରିଛନ୍ତି । ତେବେ ତାରିଖ ଘୋଷଣା ପୂର୍ବରୁ … Read More

ବିହାର ଡିଜିପି ଗୁପ୍ତେଶ୍ବର ପାଣ୍ଡେ ନେଲେ ସ୍ବେଚ୍ଛାକୃତ ଅବସର, ଲଢି ପାରନ୍ତି ବିହାର ବିଧାନସଭା ନିର୍ବାଚନ

ପାଟନା:- ବିହାର ଡିଜିପି ଗୁପ୍ତେଶ୍ବର ପାଣ୍ଡେ ସମୟ ପୂର୍ବରୁ ସ୍ବେଚ୍ଛାକୃତ ଅବସର(ଭିଆରଏସ୍) ଗ୍ରହଣ କରିଛନ୍ତି। ରାଜ୍ୟର ନୀତୀଶ କୁମାର ସରକାର ମଧ୍ୟ ତାଙ୍କର ଏହି ଭିଆରଏସକୁ ମଞ୍ଜୁର କରିଛନ୍ତି। ଗୁପେଶ୍ବର ପାଣ୍ଡେଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଭିଆରଏସ୍ ନେବାକୁ ନେଇ … Read More

ବିଶୃଙ୍ଖଳିତ ଆଚରଣ ପାଇଁ ୮ ସାଂସଦଙ୍କୁ ସସ୍‌ପେଣ୍ଡ କଲେ ରାଜ୍ୟସଭା ଅଧ୍ୟକ୍ଷ

ନୂଆଦିଲ୍ଳୀ :- ରାଜ୍ୟସଭାର ୮ ସାଂସଦ ସସ୍‌ପେଣ୍ଡ୍‌। ଗତକାଲି କୃଷି ବିଲ୍‌ ପାରିତ ହେବାବେଳେ ହଙ୍ଗାମା ଏବଂ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ଏହି ୮ଜଣ ସାଂସଦଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ସସ୍‌ପେଣ୍ଡ୍‌ କରିଛନ୍ତି। ସୂଚନାଯୋଗ୍ୟ ଯେ, ଗତକାଲି ରାଜ୍ୟସଭାରେ କୃଷି ବିଲ୍ ପାରିତ … Read More

୨୦ ବର୍ଷ ପରେ ରାଜ୍ୟସଭାରେ ଅଧ୍ୟକ୍ଷତା କଲେ ଓଡିଆ ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ :- ୨୦ ବର୍ଷ ପରେ ରାଜ୍ୟସଭା ଗୃହ ପରିଚାଳନା କଲେ ଓଡିଆ ସାଂସଦ ସସ୍ମିତ ପାତ୍ର । ରାଜ୍ୟସଭା ଉପସଭାପତି ପ୍ୟାନେଲରେ ତାଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ପୂର୍ବରୁ ନିଯୁକ୍ତି ଦେଇଥିଲେ । ମହାମାରୀ ରୋଗ ସଂଶୋଧନ ଅଡିନାନ୍ସ ୨୦୨୦ … Read More