ବିଜେପି ବିରୋଧରେ ଏକାଠି ହେବାକୁ ୧୫ଟି ଦଳର ନେତାଙ୍କୁ ଚିଠି ଲେଖିଲେ ମମତା

ଦିଲ୍ଲୀ:-ବିଜେପି ବିରୋଧରେ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସୋନିଆ ଗାନ୍ଧୀଙ୍କ ସହ ୧୫ଟି ଦଳର ନେତାଙ୍କୁ ଚିଠି ଲେଖିଛନ୍ତି । ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ଓ ତୃଣମୂଳ କଂଗ୍ରେସ … Read More

ପିପିଲି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ରୁଦ୍ର ମହାରଥୀ

ପିପିଲି ବିଧାନସଭା ଆସନ ନେଇ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜୁ ଜନତା ଦଳ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ଏ ନେଇ ଆଜି ସକାଳୁ ପିପିଲି ବିଜେଡି କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରିଛନ୍ତି ଉପ ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର … Read More

ପିପିଲି ପାଇଁ ୩୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କଲା ବିଜେପି

ଭୁବନେଶ୍ୱର:-ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଜେପି ଆଜି ତା’ର ୩୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି।ନିର୍ବାଚନ କମିଶନଙ୍କ ପାଖରେ ବିଜେପି ଦାଖଲ କରିଥିବା ଷ୍ଟାର ପ୍ରଚାରକ ତାଲିକାରେ ରାଜ୍ୟ ସଭାପତି ସମୀର ମହାନ୍ତି, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ … Read More

ପିପିଲି ଉପନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କଲେ ଆଶ୍ରିତ ପଟ୍ଟନାୟକ

ପିପିଲି: ପିପିଲି ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ। ପିପିଲି ସଙ୍କଟମୋଚନ ମନ୍ଦିରରୁ ଦଳୀୟ ନେତା ଓ ସମର୍ଥକଙ୍କ ସହ ସେ ଶୋଭାଯାତ୍ରାରେ ବାହାରିଥିଲେ । ପୁରୀ ଏଡିଏମ୍‌ଙ୍କ ନିକଟରେ ଆଶ୍ରିତ ପଟ୍ଟନାୟକ ନାମାଙ୍କନ … Read More

ପିପିଲି ଉପ-ନିର୍ବାଚନ; ମହାରଥୀଙ୍କ ପୁଅକୁ ବିଜେଡି ଟିକେଟ

ଭୁବନେଶ୍ବର: ପିପିଲି ଉପନିର୍ବାଚନ ନେଇ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ । ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥିଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ ଭାବେ କରିଛି ବିଜେଡ଼ି । ଗତକାଲି ବିଳମ୍ବିତ ରାତିରେ ବିଜେପି ଆଶ୍ରିତ ପଟ୍ଟନାୟକଙ୍କୁ … Read More

ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ପିପିଲି: ପିପିଲି ପାଇଁ ଆଶ୍ରିତଙ୍କୁ ରିପିଟ କଲା ବିଜେପି  । ପିପିଲି ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରାଯାଇଛି । ଏନେଇ ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଆଶ୍ରିତଙ୍କ ନାଁରେ ମୋହର ବାଜିଛି  । ୨୦୧୯ ନିର୍ବାଚନରେ ବିଜେଡି … Read More

ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ Y ପ୍ଲସ୍‌ ସୁରକ୍ଷା,

କୋଲକାତା :-ବିଧାନସଭା ନିର୍ବାଚନ ପୂର୍ବରୁ ନିକଟରେ ବିଜେପିରେ ସାମିଲ ହୋଇଥିବା ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିଲା Y+  ସୁରକ୍ଷା। ଓ୍ବାଇ ପ୍ଲସ୍‌ ସୁରକ୍ଷା ଯୋଗାଇ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ମିଥୁନଙ୍କୁ ଓ୍ବାଇ ପ୍ଲସ୍‌ କ୍ୟାଟେଗୋରି ସୁରକ୍ଷା ସିଆଇଏସ୍‌ଏଫ ପକ୍ଷରୁ ଦିଆଯିବ … Read More

ସରିଲା ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ, ଗୃହୀତ ହେଲା ରାଜନୈତିକ ଚିଠା ପ୍ରସ୍ତାବ,

ଭୁବନେଶ୍ଵର ;-ସରିଲା ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ। ରାଜ୍ୟ ସଭାପତିଙ୍କ ଅଧ୍ୟକ୍ଷତାରେ ବସିଥିବା କାର୍ଯ୍ୟକାରିଣୀରେ ରାଜ୍ୟ ପ୍ରଭାରୀ, ଦୁଇ କେନ୍ଦ୍ରମନ୍ତ୍ରୀ, ଦଳର ସାଂସଦ ଓ ବିଧାୟକଙ୍କ ସହ ଜିଲ୍ଲା ସଭାପତି ଓ ପର୍ଯବେକ୍ଷକମାନଙ୍କୁ ନେଇ ହୋଇଥିବା ମାନସ ମନ୍ଥନରେ ଦଳର … Read More

ତୈଳ ଦର ବୃଦ୍ଧି ନେଇ ବିଜେଡି- ବିଜେପି-କଂଗ୍ରେସ ମଧ୍ୟରେ ତୁ ତୁ ମେଁ ମେଁ

ଭୁବନେଶ୍ଵର :– ପେଟ୍ରୋଲ- ଡିଜେଲ ଦର ବୃଦ୍ଧି ନେଇ ରାଜରାସ୍ତାରୁ ବିଧାନସଭା ସବୁଠି ହାଲ୍ଲା ବୋଲ। ତୈଳ ଦର ବୃଦ୍ଧି ପ୍ରତିବାଦରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଂଗ୍ରେସ ଟାର୍ଗେଟ୍ କରିଛି। ଆଜି ବିଧାନସଭାରେ  ଏ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ … Read More

ଗୋ’ ଚାଲାଣ ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର:-ବାଲେଶ୍ୱରରେ ଗୋରୁ ବୋଝେଇ ଟ୍ରକ୍‌ ଓଲଟି ପଡ଼ିଥିଲା। ଫଳରେ ୨୮ ଗୋରୁଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ଗୋ’ ଚାଲାଣ ରୋକିବା ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। … Read More