ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ପିପିଲି: ପିପିଲି ପାଇଁ ଆଶ୍ରିତଙ୍କୁ ରିପିଟ କଲା ବିଜେପି  । ପିପିଲି ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରାଯାଇଛି । ଏନେଇ ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଆଶ୍ରିତଙ୍କ ନାଁରେ ମୋହର ବାଜିଛି  । ୨୦୧୯ ନିର୍ବାଚନରେ ବିଜେଡି ଠାରୁ ପାଖାପାଖି ୧୫ ହଜାର କମ ଭୋଟ ପାଇ ବିଜେପି ଦ୍ବିତୀୟ ସ୍ଥାନରେ ଥିଲା  ।  ମୋଟ ୭୨ ହଜାର ୭୩୧ ଖଣ୍ଡ ଭୋଟ୍ ପାଇଥିଲା ବିଜେପି ।

Leave a Reply

Your email address will not be published. Required fields are marked *