ଉପନିର୍ବାଚନ ପୂର୍ବରୁ ଶିବରାଜଙ୍କ ମନ୍ତ୍ରୀମଣ୍ଡଳର ଏହି ମନ୍ତ୍ରୀ ଦେଲେ ଇସ୍ତଫା,

ଭୋପାଳ :-ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ମନ୍ତ୍ରୀମଣ୍ଡଳର ଜଳ ଉତ୍ସ ମନ୍ତ୍ରୀ ତୁଳସୀରାମ ସିଲାଓ୍ବଟ ଏବଂ ରାଜସ୍ବ ଓ ପରିବହନ ମନ୍ତ୍ରୀ ଗୋବିନ୍ଦ ସିଂହ ରାଜପୁତ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସିଲାଓ୍ବଟ … Read More

ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର: ୫ ବର୍ଷରେ ୫ ଲକ୍ଷ ଲୋକଙ୍କୁ ରୋଜଗାର ଦେବାକୁ ପ୍ରତିଶୃତି

ପାଟନା :- ବିହାର ବିଧାନସଭା ନିର୍ବାଚନକୁ ନେଇ ସମସ୍ତ ରାଜନୈତିକ ଦଳ ଜୋରସୋରରେ ପ୍ରସ୍ତୁତିରେ ଲାଗିଛନ୍ତି। ପ୍ରଥମ ପର୍ଯ୍ୟାୟ ଭୋଟ ଅକ୍ଟୋବର ୨୮ ତାରିଖରେ ହେବ। ନିର୍ବାଚନ ପ୍ରଚାର ସହ ଘୋଷଣା ପତ୍ର ଜାରି କରିବା ମଧ୍ୟ ଜାରି ରହିଛି। ବିଜେପି … Read More

ଶିବରାଜ ସିଂହ ଚୌହାନଙ୍କ ୧୪ ଜଣ ମନ୍ତ୍ରୀଙ୍କୁ ହାଇକୋର୍ଟ ଜାରି କଲା ନୋଟିସ୍

ନୂଆଦିଲ୍ଲୀ:-ମଧ୍ୟପ୍ରଦେଶରେ ହେବାକୁ ଥିବା ଉପନିର୍ବାଚନ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନଙ୍କ ବଡ଼ ଝଟକା ଲାଗିଛି। ତାଙ୍କ କ୍ୟାବିନେଟର ୧୪ ଜଣ ମନ୍ତ୍ରୀଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟ ନୋଟିସ୍ ଜାରି କରିଛି। ଇସ୍ତଫା ଦେଇଥିବା ୧୪ ବିଧାୟକଙ୍କୁ … Read More

କଲିକତା ହାଇକୋର୍ଟ ବଦଳାଇଲେ ନିର୍ଦ୍ଦେଶ: ପୂଜା ପେଣ୍ଡାଲରେ ୬୦ ନୁହେଁ ୪୫ ଶ୍ରଦ୍ଧାଳୁ ହୋଇପାରିବେ ଏକାଠି

କଲିକତା:-ପଶ୍ଚିମବଙ୍ଗରେ ଦୁର୍ଗା ପୂଜାର ମଜା ଉଠାଇପାରିବେ ଲୋକେ। ପୂଜା ପେଣ୍ଡାଲକୁ ୪୫ ଜଣ ଏକସଙ୍ଗରେ ପ୍ରବେଶ କରିପାରିବେ। ଏ ନେଇ ହାଇକୋର୍ଟ ଆଜି ଏ ନୂଆ ଆଦେଶ ଦେଇଛନ୍ତି। ତେବେ ପ୍ରଥମେ ୬୦ ଜଣ ପ୍ରବେଶ କରିବାର ଅନୁମତି ଥିଲା । … Read More

ବିହାରରେ ନୀତିଶ-ତେଜସ୍ୱୀ କାଣ୍ଟେ କା ଟକ୍କର,

ପାଟନା:- ବିହାର ବିଧାନସଭାରେ କିଏ ବାଜି ମାରିବ ତାହା ନଭେମ୍ବର ୧୦ ତାରିଖରେ ଜଣାପଡିବ । କିନ୍ତୁ ନିର୍ବାଚନ ପୂର୍ବରୁ ସାମ୍ୱାକୁ ଆସିବାରେ ଲାଗିଛି ବିଭିନ୍ନ ସଂସ୍ଥାର ଓପିନିୟନ ପୋଲ୍ ବା ଜନମତ ସର୍ଭେ । ବିଭିନ୍ନ ଓପିନିୟନ ପୋଲରେ ନୀତିଶ … Read More

ଦିଲ୍ଲୀକୁ ୫ ଓ୍ୱିକେଟରେ ହରାଇଲା କିଙ୍ଗସ୍ ଏକାଦଶ ପଞ୍ଜାବ

ଦୁବାଇ:-କିଙ୍ଗସ୍ ଏକାଦଶ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ଆଇପିଏଲର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ପଞ୍ଜାବ ବିଜୟୀ ହୋଇଛି । ଏହାସହ ପ୍ଲେ ଅଫ ଖେଳିବା ନେଇ ମଧ୍ୟ ଆଶା ଉଜ୍ଜୀବିତ ରଖିଛି । ଦିଲ୍ଲୀ ପକ୍ଷରୁ ଦିଆଯାଇଥିବା ୧୬୫ … Read More

ଆସାମ-ମିଜୋରାମ ସୀମାରେ ଘମାଘୋଟ୍ ସଂଘର୍ଷ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ :–ଦୁଇ ରାଜ୍ୟର ଲୋକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରେ ଆସାମ ଓ ମିଜୋରାମ ବର୍ଡରରେ ଉତ୍ତେଜନା ଦେଖା ଦେଇଛି। ମିଜୋରାମର କୋଲାସିବ ଜିଲ୍ଲା ଓ ଆସାମର କଛାର ଜିଲ୍ଲା ସୀମାରେ ସଂଘର୍ଷ ଘଟିଛି। ଅଧିକାରୀଙ୍କ ଅନୁଯାୟୀ ସ୍ଥିତି ଏବେ ନିୟନ୍ତ୍ରଣାଧୀନ … Read More

ଚନ୍ଦ୍ରପୃଷ୍ଠରେ ୪ଜି ନେଟଓ୍ୱର୍କ ପ୍ରତିଷ୍ଠା କରିବ ନୋକିଆ,

ନ୍ୟୁୟର୍କ:-ଚନ୍ଦ୍ରରେ ୪ଜି ନେଟଓ୍ୱର୍କ ପ୍ରତିଷ୍ଠା କରିବ ନୋକିଆ । ଏନେଇ ନାସା କରିବ ସହଯୋଗ । ଚନ୍ଦ୍ରରେ ୪ଜି ନେଟଓ୍ୱର୍କ ସ୍ଥାପନା କରିବା ପାଇଁ ନୋକିଆକୁ ୧୪.୧ ମିଲିୟନ ଡଲାର ପ୍ରଦାନ କରିଛି ନାସା । ଏହା ନାସାର ଟିପିଂ ପଏଣ୍ଟ … Read More

ସୀମା ବିବାଦକୁ ନେଇ ଆସାମ-ମିଜୋରାମରେ ହିଂସାକାଣ୍ଡ

କଛାର :-ଆସାମ ଓ ମିଜୋରାମର ସୀମାନ୍ତ ଲୋକଙ୍କ ମଧ୍ୟରେ ହିଂସା ଦେଖିବାକୁ ମିଳିଛି । ମିଜୋରାମର କୋଲାସିବ ଓ ଆସାମର କଛାର ଅଂଚଳରେ ହିଂସା ଯୋଗୁଁ ଅନେକ ଲୋକ ଆହତ ହୋଇଛନ୍ତି । ଏବେ ସାମୀରେ ପରିସ୍ଥିତ ନିୟନ୍ତ୍ରଣାଧିନ  ରହିଛି । … Read More