କେରଳ କାରୀପୁର ଏୟାପୋର୍ଟରେ ବିମାନ ଦୁର୍ଘଟଣା ,16 ମୃତ, 123 ଆହତ

କାରୀପୁର:- ଦୁବାଇରୁ ଭାରତୀୟଙ୍କୁ ନେଇ ଆସିଥିବା ଏୟାର ଇଣ୍ଡିଆ  ବୋଇଂ-୭୩୭ କେରଳ କୋଝିକୋଡ କାରୀପୁର ବିମାନ ବନ୍ଦରରେ ଅବତରଣ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ରନୱେରୁ ସ୍ଲିପ ହୋଇ ଦୁଇ ଖଣ୍ଡ ହୋଇଯାଇଛି। ଫଳରେ ବିମାନର ଜଣେ ପାଇଲଟଙ୍କ ସମେତ ମୋଟ … Read More

ଓଡ଼ିଆ ଲୋକେ କୌଣସି ଗୁଣରେ କମ ନୁହଁନ୍ତି, ପାୱାର କରିଡର୍‌ରେ ଓଡ଼ିଆ ଅଫିସର

ଭୁବନେଶ୍ୱର:ଆର୍‌ବିଆଇ ହେଉ କି ସିଏଜି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅବା ଏନ୍‌ଡିଆର୍‌ଏଫ୍‌, ସବୁଠି ଏବେ ଓଡ଼ିଆଙ୍କ ଦବ୍‌ଦବା । ନିଜ ଦକ୍ଷତା ବଳରେ ଓଡ଼ିଆ ପୁଅ ପହଞ୍ଚିଛନ୍ତି ଦେଶର କ୍ଷମତାଶାଳୀ ପଦବିରେ । ତାଙ୍କର ସଫଳତା ପାଇଁ ସାରା ଓଡ଼ିଶା ଆଜି ଗର୍ବିତ … Read More

ଭୋଜପୁରୀ ଅଭିନେତ୍ରୀଙ୍କ ଆତ୍ମହତ୍ୟା, ମୃତ୍ୟୁ ପୂର୍ବରୁ ୧୦ ମିନିଟ୍‌ର ଫେସବୁକ୍ ଲାଇଭ୍

ମୁମ୍ବାଇ:-ଭୋଜପୁରୀ ଅଭିନେତ୍ରୀ ଅନୁପମା ପାଠକ ମୁମ୍ବାଇ ଦହିସର ସ୍ଥିତ ନିଜ ବାସଭବନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ୪୦ ବର୍ଷ ବୟସ୍କା ଏହି ଅଭିନେତ୍ରୀ ଅଗଷ୍ଟ ୨ ତାରିଖରେ ସେ ଆତ୍ମହତ୍ୟା କରିଥିଲେ । ଏଭଳି ପଦକ୍ଷେପ ନେବା ପୂର୍ବରୁ … Read More

ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ଇସ୍ତଫା

ଶ୍ରୀନଗର: -ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ତାଙ୍କୁ କଂଟ୍ରୋଲର ଅଫ୍ ଅଡ଼ିଟ ଜେନେରାଲ ଭାବରେ ନିଯୁକ୍ତି ଦିଆଯିବ । ମିଳିଥିବା ସୂଚନା ଅନୁସାରେ ଆଜି ବିଳମ୍ବିତ ସନ୍ଧ୍ୟାରେ … Read More

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ

ମୁମ୍ବାଇ:– ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ । ଏନେଇ କେନ୍ଦ୍ର ସରକାର ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏ ସମ୍ପର୍କରେ ସୁପ୍ରିମକୋର୍ଟଙ୍କୁ ଅବଗତ କରିଛନ୍ତି। ସେପଟେ ମହାରାଷ୍ଟ୍ର ପୋଲିସକୁ କଡ଼ା … Read More

ରାମ ମନ୍ଦିରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦି, ସମ୍ପନ୍ନ ହେଲା ଭୂମିପୂଜନ

ଲକ୍ଷ୍ନୌ:-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜନ ପରେ ଶୁଭ ମୂହୁର୍ତ୍ତରେ କରିଛନ୍ତି ରାମ ମନ୍ଦିରର ଶିଳାନ୍ୟାସ। ଏହି ଅବସରରେ ଆରଏସଏସ ମୁଖ୍ୟ ମୋହନ ଭାଗବତ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ବହୁ ଖାସ୍ ଲୋକ ଉପସ୍ଥିତ ଥିଲେ। ଏହି … Read More

ସମୁଦ୍ର କୂଳରୁ ରହସ୍ୟମୟ ଜୀବ ଉଦ୍ଧାର

ବ୍ରିଟେନ୍ସ:-ମୁଦ୍ର କୂଳରେ ଲୋକଙ୍କୁ ଅନେକ ଥର ପଶୁଙ୍କ ଶବ ପଡ଼ିଥିବାର ଦେଖିବାକୁ ମିଳିଥାଏ। କିନ୍ତୁ ବ୍ରିଟେନର ଏକ ସମୁଦ୍ର କୂଳରେ ରହସ୍ୟମୟ ଜୀବର ଶବ ପଡ଼ିଥିବାର ଦେଖି ଲୋକେ ଡରିଯାଇଥିଲେ,ଆଶ୍ଚର୍ଯ୍ୟର କଥା ଏହିକି ଯେ ଏହି ଶବରୁ ଭୀଷଣ ଦୁର୍ଗନ୍ଧ ବାହାରୁଥିଲା। … Read More

ଏବେ ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ମାମଲାରେ ହେବ ସିବିଆଇ ଯାଞ୍ଚ : ବିହାର ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କଲେ କେନ୍ଦ୍ର ସରକାର

ମୁମ୍ବାଇ:- ସୁଶାନ୍ତ ସିଂହ ରାଜପୁତ ମାମଲାରେ ବିହାର ସରକାର ମଙ୍ଗଳବାର କେନ୍ଦ୍ରକୁ ସିବିଆଇ ଯାଞ୍ଚର ସୁପାରିଶ ପଠାଇଥିଲେ। ଏବେ କେନ୍ଦ୍ର ବିହାର ସରକାରଙ୍କ ଏହି ସୁପାରିଶକୁ ମଞ୍ଜୁର କରିଛି। ସୁପ୍ରିମ କୋର୍ଟରେ କେନ୍ଦ୍ର ସରକାର କହିଛନ୍ତି ଯେ ସେମାନେ ସୁଶାନ୍ତଙ୍କ ମାମଲା … Read More

ଅଯୋଧ୍ୟାରେ ପହଁଞ୍ଚିଲେ ମୋଦି, ହନୁମାନଗଢୀ ମନ୍ଦିରରେ ଯୋଗୀଙ୍କ ସହ କଲେ ପୂଜା,

ଅଯୋଧ୍ୟା:-ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆଜି ହେବ ଭୂମି ପୂଜନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜନ ପରେ ମନ୍ଦିର ନିର୍ମାଣ ପାଇଁ ପ୍ରଥମ ଇଟା ରଖାଯି ପବ। ଏହି କାର୍ଯ୍ୟକ୍ରମ ପାଇଁ ୧୭୫ ପ୍ରତିଷ୍ଠିତ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। … Read More

ଆଇପିଏଲର ମୁଖ୍ୟ ପ୍ରାୟୋଜକରୁ ଓହରିଲା ଚାଇନିଜ କମ୍ପାନୀ ଭିଭୋ

ନୂଆଦିଲ୍ଲୀ:-ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ପରବର୍ତ୍ତୀ ସଂସ୍କରଣରେ ଚାଇନାର ମୋବାଇଲ୍ କମ୍ପାନୀ ଭିଭୋ ଏହାର ମୁଖ୍ୟ ପ୍ରଯୋଜକ ପଦରୁ ଓହରିଯାଇଥିବା ଜଣାପଡିଛି | ଦେଶରେ ପ୍ରବଳ ବିରୋଧ ପରେ ମଙ୍ଗଳବାର ଭିଭୋ କମ୍ପାନୀ ଏହି ନିଷ୍ପତ୍ତି ନେଇଛି । ଜୁନ୍ … Read More