ବିହାର ନିର୍ବାଚନ ପାଇଁ ଗାଇଡ଼ ଲାଇନ, ଅନଲାଇନରେ ହେବ ପ୍ରାର୍ଥୀପତ୍ର ଦାଖଲ
ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ ହେବ ନିର୍ବାଚନ । ସଂକ୍ରମଣ ଭିତରେ ବିହାରରେ ଭୋଟିଂ ନେଇ ନିର୍ବାଚନ କମିଶନ ଜାରି କରିଛନ୍ତି ଗାଇଡଲାଇନ । ଭୋଟରମାନେ ଗ୍ଲୋଭସ ପିନ୍ଧି ଭୋଟ ଦେବେ । ଆଶାୟୀ ପ୍ରାର୍ଥୀମାନେ ଅନଲାଇନରେ ଦେବେ ପ୍ରାର୍ଥୀପତ୍ର । ନିର୍ବାଚନ … Read More










