ପୁଣି ଜଣେ ଅଭିନେତା ଓ ତାଙ୍କ ପତ୍ନୀ କରୋନା ପଜିଟିଭ୍,

ମୁମ୍ବାଇ :- ଦେଶରେ ଅନେକ ସେଲିବ୍ରିଟି ମଧ୍ୟ କରୋନା ସଂକ୍ରମଣର ଶିକାର ହୋଇଛନ୍ତି | କନ୍ନଡ଼ ଅଭିନେତା ଧ୍ରୁବ ସର୍ଜା ଓ ତାଙ୍କ ପତ୍ନୀ ପ୍ରେରଣା ଶଙ୍କର ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି | ଉଭୟ ଚିକିତ୍ସା ପାଇଁ ବେଙ୍ଗାଲୁରୁର … Read More

ବାରାକ ଓବାମା, ବିଲ୍ ଗେଟ୍ସଙ୍କ ସମେତ ବହୁ ବଡ଼ ନେତା, ଶିଳ୍ପପତିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍

ନୂଆଦିଲ୍ଲୀ:ବିଶ୍ୱର ବଡ଼ ବଡ଼ ନେତା ଓ ଶିଳ୍ପପତିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଛି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଇ-କମର୍ସ ସଂସ୍ଥା ଆମାଜନ୍ CEO ଜେଫ୍ ବେଜୋସ୍, ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଛି। … Read More

ରାଜରାସ୍ତାରେ ମହାବଳ ବାଘ

ମଧ୍ୟପ୍ରଦେଶ : ରାଜରାସ୍ତାରେ ଦେଖାଗଲା ମହାବଳ ବାଘ । ମଧ୍ୟପ୍ରଦେଶର ସିବନୀ ରାସ୍ତାରେ ଗତ ରାତିରେ ମହାବଳ ରାସ୍ତାରେ ଶୋଇଥିବା ଦେଖି ଗାଡିରେ ଯାଉଥିବା ଲୋକେ ଛାନିଆ ହୋଇଗଲେ । ପାଖା ପାଖି ଏକ ଘଂଟା ସମୟ ରାସ୍ତାରେ ଉପରେ ଆରମ … Read More

ଭାରତକୁ ବଡ ଝଟକା ଦେଲା ଇରାନ୍, ଚାବହାର ରେଳ ପ୍ରୋଜେକ୍ଟରୁ ବାହାର କଲା

ନୂଆଦିଲ୍ଲୀ:- ଇରାନ ଭାରତକୁ ବଡ ଝଟକା ଦେଇ ଚାବହାର ରେଳ ପ୍ରୋଜେକ୍ଟରୁ ଭାରତକୁ ବାହାର କରିଦେଇଛି । ଫଣ୍ଡିଂରେ ବିଳମ୍ବ ହେଉଥିବା କାରଣ ଦର୍ଶାଇ ଏମିତି କରିଛି ଇରାନ୍ । ଏବେ ଇରାନ୍ ଘୋଷଣା କରିଛି କି ସେ ଏବେ ଏକା … Read More

ବିକାଶ ଦୁବେ ମାସକୁ ରୋଜଗାର କରୁଥିଲା ୧ କୋଟି,

କାନପୁର:-ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଥିବା  ବିକାଶ ଦୁବେକୁ ନେଇ ଦିନକୁ ଦିନ ନୂତନ ଖୁଲାସା ହେବାରେ ଲାଗିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ତଦନ୍ତରୁ ଜଣା ପଡିଛି ଯେ, ବିକାଶ ଦୁବେ ମାସକୁ ୧ କୋଟି ଟଙ୍କା ଆୟ କରୁଥିଲା। କିନ୍ତୁ ଦୁବେ ଜଣେ … Read More

ଆସନ୍ତା ମାସରେ ଆସିବ କରୋନା ଟିକା !

ଋଷିଆ:-ଅଗଷ୍ଟ ୧୫ ସୁଦ୍ଧା ପ୍ରସ୍ତୁତ ହୋଇପାରେ ଋଷିଆର କରୋନା ଟିକା । ଏନେଇ ଋଷିଆର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆନୁଷ୍ଠାନିକ ଭାବେ ସୂଚନା ଦେଇଛି । ସେପ୍ଟେମ୍ବର ସୁଦ୍ଧା ଏହି ଟିକା ବଜାରକୁ ଆସିଯାଇପାରେ ବୋଲି ଋଷିଆର ଲୋକପ୍ରିୟ ଗଣମାଧ୍ୟମ ମସ୍କୋ ଟାଇମ୍ସ … Read More

ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା ହେଲେ ସଚିନ ପାଇଲଟ, ବିଜେପି ଆକ୍ଟିଭ୍

ଜୟପୁର: ରାଜସ୍ଥାନ ପ୍ରଦେଶ କଂଗ୍ରେସ ସଭାପତି ପଦବୀ ସହିତ ଉପମୁଖ୍ୟମନ୍ତ୍ରୀ ପଦବୀରୁ ବିଦା ହୋଇଛନ୍ତି କଂଗ୍ରେସ ନେତା ସଚିନ ପାଇଲଟ। ପାଇଲଟଙ୍କ ସହିତ ମନ୍ତ୍ରିମଣ୍ଡଳରେ ଥିବା ତାଙ୍କର ଦୁଇ ଅନୁଗତଙ୍କୁ ମଧ୍ୟ ଦଳ ବିଦା କରିଛି। ଦଳରେ ସଚିନଙ୍କ ସ୍ଥାନରେ ଗୋବିନ୍ଦ … Read More

ଆଲିଆ ଭଟ୍ଟଙ୍କ ଭଉଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ

ମୁମ୍ବାଇ :-ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ପୂରିଲା ମାସେ, କିନ୍ତୁ ଲୋକଙ୍କ ରାଗ ଶାନ୍ତ ହେବାର ନାଁ ନେଉନି। ସୋସିଆଲ ମିଡ଼ିଆରେ ପ୍ରତ୍ୟେକ ଦିନ ଲୋକମାନେ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ସ୍ବର ଉତ୍ତୋଳନ କରୁଛନ୍ତି। ଏହି ସମୟରେ ଫିଲ୍ମ … Read More

ଅଭିନେତ୍ରୀ ସାରା ଅଲୀ ଖାନଙ୍କ ଡ୍ରାଇଭରଙ୍କୁ କରୋନା

ମୁମ୍ବାଇ :- ଫିଲ୍ମ ଅଭିନେତ୍ରୀ ସାରା ଅଲୀ ଖାନ ସୋମବାର ବିଳମ୍ବିତ ରାତିରେ ଇନଷ୍ଟାଗ୍ରାମରେ ଏକ ମ୍ୟାସେଜ କହିଛନ୍ତି ଯେ ତାଙ୍କ ଡ୍ରାଇଭରର କରୋନା ରିପୋର୍ଟ ପଜିଟିଭ ଆସିଛି। ପରେ ଡ୍ରାଇଭରଙ୍କୁ କ୍ବାରେଣ୍ଟାଇନ୍ ସେଣ୍ଟରକୁ ପଠାଇ ଦିଆଯାଇଛି। ସାରା ଅଲୀ ଖାନ … Read More

ନେପାଳ ପ୍ରଧାନମନ୍ତ୍ରୀଙ୍କ ବିବାଦୀୟ ବୟାନ,କହିଲେ, ଭଗବାନ ରାମ ଭାରତୀୟ ନୁହେଁ ନେପାଳି ଥିଲେ

ନେପାଳ:-ଅଯୋଧ୍ୟା ଭାରତରେ ନୁହେଁ ବରଂ ନେପାଳରେ ରହିଛି ଏବଂ ଭଗବାନ ରାମଚନ୍ଦ୍ର ଭାରତୀୟ ନୁହଁନ୍ତି, ସେ ଜଣେ ନେପାଳୀ । ଏଭଳି ବିବାଦୀୟ ବୟାନ ରଖିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି । ଭାରତ ବିରୋଧୀ ଆଭିମୁଖ୍ୟ ରଖିଥିବା ନେପାଳ … Read More