କରୋନା ରିପୋର୍ଟ ପଜିଟିଭ ଆସିବାରୁ ବେକରେ ରଶି ଲଗାଇ ଆତ୍ମହତ୍ୟା

ଉନ୍ନାଓ:-କରୋନା ରିପୋର୍ଟ ପଜିଟିଭ ଆସିବାରୁ କାନପୁର ନଗରରେ ନିୟୋଜିତ ବିଇଓ (ଖଣ୍ଡ ଶିକ୍ଷା ଅଧିକାରୀ) ନିଜ ଘରେ ଫାସୀ ଲଗାଇ ଆତ୍ମହତ୍ୟା କରିଛନ୍ତି | ଉନ୍ନାଓର ମୋହାଲ୍ଲା କଲ୍ୟାଣୀ ନିବାସୀ ୫୨ ବର୍ଷ ବୟସ୍କ ସୁରେଶଚନ୍ଦ୍ର ବର୍ମା ବିଇଓ ପଦବୀରେ ଥିଲେ … Read More

ଡାକ୍ତର ବେଶରେ ଶ୍ରୀଗଣେଶ: PPE କିଟ୍ ପିନ୍ଧି ରୋଗୀଙ୍କୁ କରୁଛନ୍ତି ଚିକିତ୍ସା,

କର୍ଣ୍ଣାଟକ;- ଚଳିତ ମାସ ୨୨ ତାରିଖରେ ଦେଶବ୍ୟାପୀ ଶ୍ରୀଗଣେଶ ପୂଜା ପାଳିତ ହେବ । ମୂର୍ତ୍ତିକାରମାନେ ଗଜାନନଙ୍କ ମୂର୍ତ୍ତି ନିର୍ମାଣ କାମ ତ୍ୱରିତ କରିଛନ୍ତି । ଏ ନେଇ ଅନ୍ୟାନ୍ୟ ପ୍ରସ୍ତୁତିପର୍ବ ମଧ୍ୟ ଦ୍ରୁତ ହୋଇଛି । କରୋନା ସଙ୍କଟ ଯୋଗୁ, … Read More

ହାରିଲା କରୋନା , ଜିତିଲେ ବିଗ୍‌ ବି

ମୁମ୍ବାଇ:-ମେଡିକାଲରୁ ଡିସ୍‌ଚାର୍ଜ ହେଲ ବଲିଉଡ ମହାନାୟକ ଅମିତାଭ ବଚ୍ଚନ । କରୋନା ସଂକ୍ରମିତ ହେବା ପରେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ତେବେ ଆଜି ତାଙ୍କର ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିବା ପରେ , ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି । … Read More

ଉତ୍ତର ପ୍ରଦେଶ ବିଜେପି ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂହ କରୋନା ପଜିଟିଭ

ଲଖନଉ:– ଉତ୍ତର ପ୍ରଦେଶ ବିଜେପି ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂହଙ୍କର ରବିବାର ଦିନ କରୋନା ରିପୋର୍ଟ ପଜିଟିଭ ଆସିଛି | ଟ୍ୱିଟ କରି ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି | ସ୍ୱତନ୍ତ୍ର ଦେବଙ୍କ ମଧ୍ୟରେ ପ୍ରାଥମିକ କରୋନା ଲକ୍ଷଣ ପରିଲକ୍ଷିତ … Read More

IPLକୁ ଭାରତ ସରକାରଙ୍କ ଗ୍ରୀନ୍ ସିଗନାଲ୍, ନଭେମ୍ବର ୧୦ରେ ୟୁଏଇରେ ଫାଇନାଲ

ନୂଆଦିଲ୍ଲୀ,:– ଆଇପିଏଲ ପାଇଁ ଭାରତ ସରକାର ଅନୁମତି ପ୍ରଦାନ କରିଛନ୍ତି । ଆଇପିଏଲ ଗଭର୍ଣ୍ଣିଂ କାଉନସିଲ୍ ବୈଠକ ପରେ ଏନେଇ ସୂଚନା ମିଳିଛି । ଏବେ ଆଇପିଏଲର ଚୂଡାନ୍ତ ଖେଳସୂଚୀ ପ୍ରସ୍ତୁତ ହୋଇଯାଇଛି । ଏବେ ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୧୯ରୁ ନଭେମ୍ବର … Read More

ବିଦେଶ ଫେରନ୍ତାଙ୍କ ପାଇଁ ଜାରି ହେଲା ନୂଆ ଗାଇଡଲାଇନ୍, ଅଗଷ୍ଟ ୮ରୁ ହେବ ଲାଗୁ

ନୂଆଦିଲ୍ଲୀ,:–ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ରବିବାର ଅନ୍ୟ ଦେଶରୁ ଭାରତକୁ ଆସୁଥିବା ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ଏହା ଅଗଷ୍ଟ ୮ ତାରିଖ ରାତ୍ର ୧୨ଟାରୁ ଲାଗୁ ହେବ । ନୂଆ ଗାଇଡଲାଇନ୍ ଅନୁସାରେ ଯାତ୍ରୀଙ୍କୁ … Read More

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବାସଭବନର ୧୬ କର୍ମଚାରୀଙ୍କୁ କରୋନା

ଝାଡ଼ଖଣ୍ଡ;–ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବାସଭବନର ୧୬ କର୍ମଚାରୀଙ୍କୁ କରୋନା । ଏମାନଙ୍କ ମଧ୍ୟରେ ସଚିବସ୍ତରର ଜଣେ ଅଧିକାରୀଙ୍କ ସହ ରୋଷେଇଆ, ଡ଼୍ରାଇଭର ଓ ଘରେ କାମ କରୁଥିବା କର୍ମଚାରୀ ଓ ସୁରକ୍ଷା କର୍ମୀ ଅନ୍ତର୍ଭୁକ୍ତ । ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ … Read More

ପାକିସ୍ତାନୀ ଟିଭି ଚ୍ୟାନେଲ ‘ଡନ୍’ ହ୍ୟାକ୍,ଦିଆଗଲା ସ୍ୱାଧିନତା ଦିବସର ସନ୍ଦେଶ

ଲାହୋର :–ପାକିସ୍ତାନୀ ଟିଭି ନ୍ୟୁଜ୍ ଚ୍ୟାନେଲ ଡନ୍‌ର ଓ୍ୱେବସାଇଟ୍ ହ୍ୟାକ୍ କରାଯାଇଥିବା ଅଭିଯୋଗ ହୋଇଛି । ଚ୍ୟାନେଲର ପ୍ରସାରଣ ବେଳେ ଏକ ବିଜ୍ଞାପନ ଚାଲୁଥିଲା ।ଏହି ସମୟରେ ହ୍ୟାକିଂ ହୋଇଥିଲା । ଅନେକ ଟ୍ୱିଟର ୟୁଜର ଏହା ଦେଖିଥିବା ଦାବି କରିଛନ୍ତି … Read More

ଗୃହମନ୍ତ୍ରୀ ଅମିତ ଶାହ କରୋନା ପଜିଟିଭ୍, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,:-  ଗୃହମନ୍ତ୍ରୀ ଅମିତ ଶାହ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସେ ନିଜେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଟ୍ୱିଟରେ ଶାହ କହିଛନ୍ତି ଯେ, ତାଙ୍କଠାରେ କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖିବାକୁ ମିଳିଥିଲା । ଏହାପରେ ଟେଷ୍ଟ … Read More

ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ଭବ୍ୟ ଭୂମି ପୂଜନ ସମାରୋହ ପାଇଁ ସଜେଇ ହେଉଛି ଅଯୋଧ୍ୟା

ଅଯୋଧ୍ୟା:- ଆସନ୍ତା ୫ ତାରିଖରେ ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ମନ୍ଦିରର ଭୂମି ପୂଜନ ସମାରୋହ ଅନୁଷ୍ଠିତ ହେବ । ହେଲେ ଆଜିଠାରୁ ଆରମ୍ଭ ହୋଇଗଲାଣି ଅଯୋଧ୍ୟାରେ ରାମନାମ । ମନ୍ଦିର ନଗରୀର ଗଳି କନ୍ଦିରେ ରାମଙ୍କ ଛବି ଥିବା ଗେରୁଆ ପତାକା … Read More