ହଙ୍ଗକଙ୍ଗ୍‌ ପ୍ରସଙ୍ଗରେ ଚାଇନାକୁ ଆମେରିକାର କଡ଼ା ଚେତାବନୀ

ୱାସିଂଟନ୍‌ :-ହଙ୍ଗକଙ୍ଗ ପ୍ରସଙ୍ଗକୁ ନେଇ ଆମେରିକା ବୁଧବାର ଚୀନ୍‌କୁ କଡା ଚେତାବନୀ ଦେଇଥିବା ଜଣାପଡିଛି। ଯଦି ହଙ୍ଗକଙ୍ଗକୁ ଗିଳିବାକୁ ଡ୍ରାଗନ ଚେଷ୍ଟାକରେ ତେବେ ଆମେରିକା ଚୁପ୍ ବସିବନି ବୋଲି ସଫାସଫା ଶୁଣେଇଦେଇଛି। ମାତ୍ର ଦିନକ ପୂର୍ବରୁ ହଙ୍ଗକଙ୍ଗରେ ଚୀନ୍‌ ଜାତୀୟ ସୁରକ୍ଷା … Read More

ଚାଇନା ଆପ୍‌ ନିଷେଧ ପାଇଁ ଭାରତର ନିଷ୍ପତ୍ତିକୁ ଆମେରିକାର ସମର୍ଥନ

ଓ୍ୱାଶିଂଟନ୍‌- ଭାରତରେ ୫୯ଟି ଚାଇନା ଆପ୍‌କୁ ନିଷେଧ କରାଯାଇଛି । ଏହାକୁ ଆମେରିକା ସମର୍ଥନ କରିଛି। ଆମେରିକାର ବୈଦେଶିକ ସଚିବ ମାଇକ୍‌ ପମ୍ପିଓ ଏହାକୁ ସମର୍ଥନ କରିଛନ୍ତି । ନୂଆଦିଲ୍ଲୀର ଏହି ନିଷ୍ପତ୍ତି ଦେଶର ସୁରକ୍ଷା ପାଇଁ ଆବଶ୍ୟକ ବୋଲି ସେ … Read More

୫୯ ଆପ୍ ବ୍ୟାନ୍ ହେବା ପରେ ଚୀନ୍ କମ୍ପାନୀଙ୍କୁ ଲାଗିବ ଜୋରଦାର ଝଟକା, କ୍ଷତି ହେବ ୪୫ ହଜାର କୋଟି ଟଙ୍କା

ବେଜିଂ,:-ଭାରତ ଦ୍ୱାରା ଟିକଟକ୍ ବ୍ୟାନ୍ କରାଯିବା ପରେ ବାଇଟ୍ ଡ୍ୟାନ୍ସ କମ୍ପାନୀକୁ ବଡ ଝଟକା ଲାଗିଛି । କମ୍ପାନୀ ଭାରତରେ ନିବେଶ କରିବା ପାଇଁ ଉତ୍ସାହୀ ଥିଲା । କମ୍ପାନୀ ଭାରତରେ ପ୍ରାୟ ଏକ ବିଲିୟନ ଡଲାରର ଆପ୍ଲିକେସନ ପ୍ଲାନ ପ୍ରସ୍ତୁତ … Read More

ଟିକ୍‌ଟକ୍ ଷ୍ଟାର ଶିବାନୀ ହତ୍ୟା ମାମଲା : ଅପରାଧ ସ୍ୱୀକାର କଲା ଅଭିଯୁକ୍ତ ପ୍ରେମିକ,

ସୋନିପତ:-କୁଣ୍ଡଳିରେ ଏକ ସେଲୁନ୍ ଦୋକାନ ଚଳାଉଥିବା ଟିକଟକ୍ ଷ୍ଟାର ଶିବାନୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଚାରି ବର୍ଷ ଧରି ଦୁହିଁଙ୍କର ବନ୍ଧୁତା ରହିଥିଲା ​​ଏବଂ ଶିବାନୀଙ୍କ ହଠାତ୍ କଥା ବାର୍ତ୍ତା ବନ୍ଦ କରିଦେଇଥିଲେ। ଫଳରେ ଶିବନୀଙ୍କ … Read More

ଭାରତରେ ଟିକଟକ୍ ସଟଡାଉନ୍, ଆପ୍ ଓପନ୍ କଲେ ଆସୁଛି ଏହି ନୋଟିସ୍

ନୂଆଦିଲ୍ଲୀ:-ଭାରତର ସରକାର ସୋମବାର ଟିକଟକ୍ ସହ ୫୯ଟି ଚୀନ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ମଙ୍ଗଳବାର ସକାଳେ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଏହି ଆପ୍‌କୁ ହଟାଇ ଦିଆଯାଇଥିଲା । ଏବେ ଟିକଟକ୍ କାମ କରିବା ମଧ୍ ବନ୍ଦ ହୋଇଛି । … Read More

ଭାରତରେ ୫୯ ଚାଇନିଜ୍ ଆପ୍ ବ୍ୟାନ୍ ହେବା ପରେ ଚୀନ୍ ମିଡ଼ିଆକୁ ଘାରିଲା ଚିନ୍ତା,

ଚୀନ୍‌:-ଲଦାଖରେ ଚୀନ୍ ସହ ଚାଲିଥିବା ସାମରିକ ତିକ୍ତତା ମଧ୍ୟରେ ଭାରତ ମଧ୍ୟ ଅର୍ଥନୈତିକ ସାମ୍ନାରେ ଚୀନ୍‌କୁ ଘେରି ରହିବା ଆରମ୍ଭ କରିଛି। ଭାରତୀୟ କମ୍ପାନୀଗୁଡିକରେ ବିଦେଶୀ ପୁଞ୍ଜି ବିନିଯୋଗର ନିୟମକୁ କଡାକଡି କରିବା ପରେ ବର୍ତ୍ତମାନ ଭାରତ ସରକାର ସୁରକ୍ଷା ଦୃଷ୍ଟିରୁ … Read More

5G ରେସରୁ ବାହାରିପାରେ ଚାଇନିଜ୍ କମ୍ପାନୀ Huawei,

ନୂଆଦିଲ୍ଲୀ :-ଭାରତ-ଚୀନ୍ ମଧ୍ୟରେ ତିକ୍ତତା ଥମିବାର ନାଁ ନେଉନି । ଗତକାଲି ଏନେଇ ଭାରତ ସରକାର ୫୯ ଚାଇନିଜ୍ ଆପ୍ସ ବ୍ୟାନ୍ କରିଦେଇଥିଲେ । ତେବେ ଏଥିରେ ଆଉ ଏକ ଚାଇନିଜ୍ କମ୍ପାନୀ ହୁୱୈ ମଧ୍ୟ ବଳି ପଡିପାରେ । ହୁୱୈ … Read More

ଘୁଷୁରୀଙ୍କଠାରୁ ଚୀନରେ ବ୍ୟାପିବ ଆଉ ଏକ ମହାମାରୀ, ସତର୍କ କଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ,

ବେଜିଂ,:-ଚୀନରେ ଆଉ ଏକ ନୂଆ ଭାଇରସ୍ ମୁଣ୍ଡ ଟେକିଛି । ଏହି ଭାଇରସକୁ ପ୍ରାଣଘାତୀ ବୋଲି କୁହାଯାଉଛି । ଏବେ ସାରା ବିଶ୍ବ କରୋନା ମହାମାରୀରୁ ରକ୍ଷା ପାଇପାରିନଥିବା ବେଳେ ଚୀନ୍‌ର ବୈଜ୍ଞାନିକମାନେ ଏକ ନୂଆ ପ୍ରକାରର ସ୍ବାଇନ୍ ଫ୍ଲୁ ଚିହ୍ନଟ … Read More

ପ୍ଲେ-ଷ୍ଟୋରରୁ ହଟିଲା ଟିକଟକ୍ , ଭାରତ ସରକାରଙ୍କ ନିର୍ଦ୍ଦେଶ ପରେ ହଟାଇଲା ଗୁଗୁଲ

ନୂଆଦିଲ୍ଲୀ :-ଭାରତ-ଚୀନ୍ ସୀମା ବିିବାଦ ଭିତରେ ବଡ ନିଷ୍ପତି ନେଇଛି ଭାରତ । ଚାଇନା ଆପ୍ ଟିକଟକକୁ ବ୍ୟାନ୍ କରିଛି ଭାରତ । ତଥ୍ୟ ଚୋରି ଅଭିଯୋଗ କାରଣରୁ ଟିକ୍ଟକ୍ ସମେତ ୫୯ ଟି ଆପ୍ଲିକେସନ୍କୁ ବ୍ୟାନ୍ କରାଯାଇଛି । ଏହାସହ … Read More

ବଢିଲା ବାବାଙ୍କ ଅଡୁଆ, ହାଇକୋର୍ଟ କୋରୋନିଲ୍ ମାମଲାରେ ଜାରି କଲେ ନୋଟିସ୍

ନୈନିତାଲ :- ଉତ୍ତରାଖଣ୍ଡ ହାଇକୋର୍ଟ ବାବା ରାମଦେବଙ୍କ ସଂସ୍ଥା ପତଞ୍ଜଳି ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଔଷଧ ବିରୁଦ୍ଧରେ ଦାୟର ହୋଇଥିବା ଯାଚିକା ବିରୁଦ୍ଧରେ ମଙ୍ଗଳବାର ଶୁଣାଣି କରିଛନ୍ତି । ମାମଲାରେ କୋର୍ଟ କେନ୍ଦ୍ର ସରକାରଙ୍କ ଆସିଷ୍ଟାଣ୍ଟ ସଲିସିଟର ଜେନେରାଲଙ୍କୁ ନୋଟିସ୍ … Read More