ବିଧାୟକ ଦଳ ବୈଠକରେ ଯୋଗ ଦେଲେନି ପାଇଲଟ୍,

ଜୟପୁର:-ରାଜସ୍ଥାନ କଂଗ୍ରେସର ବିଧାୟକ ଦଳ ବୈଠକରେ ସାମିଲ ହୋଇନାହାଁନ୍ତି ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ । ଏପରିକି ତାଙ୍କ ସମର୍ଥକ ବିଧାୟକମାନେ ମଧ୍ୟ ବୈଠକରେ ଯୋଗ ଦେଇନାହାଁନ୍ତି । ତାଙ୍କୁ ବାରମ୍ବାର ବୈଠକରେ ଯୋଗ ଦେବାତୁ ଚେତାବନୀ ଜାରି କରାଯାଇଥିଲା । … Read More

ତେଲେଙ୍ଗାନା ରାଜଭବନରେ ୪୮ କର୍ମଚାରୀ କରୋନା ପଜେଟିଭ୍‌

ହାଇଦ୍ରାବାଦ – ତେଲେଙ୍ଗାନା ରାଜଭବନ ପରିସରରେ ୪୮ କର୍ମଚାରୀ କରୋନା ପଜେଟିଭ୍‌ ଥିବା ସୂଚନା ମିଳିଛି । ରବିବାରେ ଏହି ସମସ୍ତ କର୍ମଚାରୀଙ୍କର କୋଭିଡ୍‌ ଟେଷ୍ଟ କରାଯାଇଥିଲା । ହେଲେ ରାଜ୍ୟପାଳ ତାମିଲ ସାଇ ସୌନ୍ଦର୍ଯ୍ୟରାଜନ୍‌ଙ୍କ କରୋନା ଟେଷ୍ଟ ନେଗେଟିଭ୍‌ ଆସିଛି … Read More

ପାଇଲଟ୍‌ଙ୍କୁ ମନେଇବାକୁ ଲାଗି ପଡିଛି ପୁରା କଂଗ୍ରେସ, ଫୋନ୍‌ରେ ବୁଝେଇଲେ ପ୍ରିୟଙ୍କା-ରାହୁଲ୍,

ନୂଆଦିଲ୍ଲୀ:-ରାଜସ୍ଥାନ କଂଗ୍ରେସ ବିଦ୍ରୋହର ଦ୍ୱିତୀୟ ନାଟକରେ ଭିଲିୟାନରୁ ହିରୋ ହୋଇ ଗଲେଣି ସଚିନ ପାଇଲଟ । ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟି ସଭାପତି ସଚିନ ପାଇଲଟଙ୍କୁ ଏବେ ମନାଇବାକୁ ଲାଗିଛନ୍ତି କଂଗ୍ରେସର ବହୁ ତୁଙ୍ଗନେତା । ସଚିନଙ୍କ ସହ ଲଗାତର ସଂପର୍କରେ … Read More

ଋଷ ବାହାର କଲା କରୋନା ଭାକସିନ୍, ସଫଳ ହୋଇଛି ହ୍ୟୁମାନ୍ ଟ୍ରାଏଲସ୍

ମସ୍କୋ:-ରୁଷରୁ ଏକ ଭଲ ଖବର ଆସିଛି। ପ୍ରଥମ ରାଷ୍ଟ୍ର ଭାବେ ଏହା କରୋନା ଭାକସିନ୍‌ ମାନବ ପରୀକ୍ଷଣ ଶେଷ କରିଛି। ଭାକସିନ୍‌ଟି ନିରାପଦ ପ୍ରମାଣିତ ହୋଇଛି। ଯେଉଁମାନଙ୍କ ଉପରେ ଏହାକୁ ପ୍ରୟୋଗ କରାଯାଇଥିଲା, ସମସ୍ତେ ସୁସ୍ଥ ଅଛନ୍ତି। ତେଣୁ କରୋନା ବିରୋଧରେ … Read More

ନେପାଳରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ୪୦ ମୃତ, ୧୧ ନିଖୋଜ

କାଠମାଣ୍ଡୁ,:-ନେପାଳରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ଶନିବାର ସୁଦ୍ଧା ୪୦ଜଣଙ୍କର ମୃତ୍ୟୁ ହୋଇଛି । ରବିବାର ସକାଳେ ସଙ୍ଖୁୱାସବା ଜିଲା ଅନ୍ତର୍ଗତ ବେସିଣ୍ଡା ଗ୍ରାମରେ ଭୂସ୍ଖଳନ ଯୋଗୁ ଗୋଟିଏ ଗ୍ରାମର ୮ଟି ଘର ଧୋଇ ହୋଇଯାଇଥିଲା । ଏହି ଘଟଣାରେ … Read More

ଗୌହାଟୀ ସେଣ୍ଟ୍ରାଲ ଜେଲରେ ୩୦ ଜଣ କଏଦୀ କରୋନା ପଜିଟିଭ

ନୂଆଦିଲ୍ଲୀ:- ଆସାମର ରାଜଧାନୀ ଗୌହାଟୀ ସ୍ଥିତ ସେଣ୍ଟ୍ରାଲ ଜେଲକୁ ରାଜ୍ୟ ସରକାରଙ୍କ ଦ୍ୱାରା କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଉକ୍ତ ଜେଲର ୩୦ ଜଣ କଏଦୀ କରୋନା ଦ୍ୱାରା ସଂକ୍ରମିତ ହେବା ପରେ ପ୍ରଶାସନ ଦ୍ୱାରା ଏଭଳି ପଦକ୍ଷେପ ନିଆଯାଇଛି … Read More

ଭାରତରେ ପ୍ରଥମ ଥର ଦେଖିବାକୁ ମିଳିଲା ସୁନେଲି ବାଘ

ଗୁଆହାଟୀ :-ଆସାମର କାଜିରଙ୍ଗା ନ୍ୟାସନାଲ୍ ପାର୍କରେ ଭାରତର ପ୍ରଥମ ଏବଂ ଏକମାତ୍ର ସୁନେଲି ବାଘ ଦେଖିବାକୁ ମିଳିଛି। ଏହି ବାଘର ଫଟୋ ଜଣେ ଫଟୋଗ୍ରାଫର ଓ୍ବାଇଲ୍ଡ ଫଟୋଗ୍ରାଫି ସମୟରେ ନେଇଛନ୍ତି। ଏହାକୁ ଲୋକେ ଟ୍ୟାବି ଟାଇଗର ଏବଂ ଷ୍ଟ୍ରବେରି ଟାଇଗର ନାଁରେ … Read More

ବାହାରିଲା ସିବିଏସ୍‌ଇ ଦ୍ୱାଦଶ ରେଜଲ୍ଟ,

ନୂଆଦିଲ୍ଲୀ – ସିବିଏସ୍‌ଇର ଦ୍ୱାଦଶ ଫଳାଫଳ ଘୋଷଣା କରାଯାଇଛି । ଏହାର ଅଫିସିଆଲ୍‌ ସାଇଟ୍‌ରେ ଛାତ୍ରଛାତ୍ରୀମାନଙ୍କ ଫଳାଫଳ ଘୋଷଣା କରାଯାଇଛି । ୨୦୨୦ ଶିକ୍ଷା ବର୍ଷ ପାଇଁ ଦିଲ୍ଲି ଏନ୍‌ସିଆର୍‌ ଅଞ୍ଚଳରେ ୯୪.୩୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ପୁଅଙ୍କ … Read More

ବିବାଦରେ ‘ସଡକ-୨’ ଫିଲ୍ମର ପୋଷ୍ଟ: ମହେଶ ଭଟ୍ଟ ପରିବାର ବିରୋଧରେ ମାମଲା ରୁଜୁ

ମୁମ୍ବାଇ :-ବଲିଉଡର ଚୁଲବୁଲି ଅଭିନେତ୍ରୀ ଆଲିୟା ଭଟ୍ଟଙ୍କର ରିଲିଜ୍‌ ଅପେକ୍ଷାରେ ଥିବା ଫିଲ୍ମ ‘ସଡକ-୨’ ବିବାଦ ଘେରକୁ ଟାଣି ହୋଇଯାଇଛି । ଫିଲ୍ମର ପୋଷ୍ଟର ହିନ୍ଦୁଙ୍କ ଭାବାବେଗକୁ ଆଘାତ ଦେଇଥିବା ଅଭିଯୋଗ କରି ଜଣେ ସାମାଜିକ କର୍ମୀ ଏବଂ ଜଣେ ଓକିଲ … Read More

ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ସମ୍ପର୍କୀୟଙ୍କ ଘରେ ଆୟକର ବିଭାଗର ଚଢାଉ,

ଜୟପୁର,:–ରାଜସ୍ଥାନରେ ଦେଖାଯାଇଥିବା ରାଜନୈତିକ ସଙ୍କଟ ମଧ୍ୟରେ ଅଶୋକ ଗେହଲଟଙ୍କ ସମ୍ପର୍କୀୟଙ୍କ ବିରୋଧରେ ଆୟକର ବିଭାଗ ଆକ୍ସନ ନେବା ଆରମ୍ଭ କରିଦେଇଛି । ଆୟକର ବିଭାଗର ୨୦୦ରୁ ଅଧିକ ଅଧିକାରୀ ଓ କର୍ମଚାରୀ ଦିଲ୍ଲୀ ଓ ରାଜସ୍ଥାନର ଅନେକ ସ୍ଥାନରେ ଚଢାଉ କରିଛନ୍ତି … Read More