ନଭେମ୍ବର ୩ରେ ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପଡ଼ିବ ଭୋଟ୍
ନୂଆଦିଲ୍ଲୀ:-କରୋନା କାଳରେ ବାଜିଲା ନିର୍ବାଚନ ବିଗୁଲ । ବାଲେଶ୍ୱର ଓ ତିର୍ତ୍ତୋଲରେ ଉପନିର୍ବାଚନ ନେଇ ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେ ନିର୍ବାଚନ ମୈଦାନ ସରଗରମ ହେବାକୁ ଯାଉଛି । ନଭେମ୍ବର ୩ରେ ଦୁଇଟି ଯାକ ଆସନରେ ମତଦାନ ହେବ … Read More










