ହାଥରସ ମାମଲା: ରାହୁଲ ଓ ପ୍ରିୟଙ୍କାଙ୍କୁ ଗିରଫ କଲା ପୋଲିସ
ନୂଆଦିଲ୍ଲୀ:-ହାଥରସ ମାମଲାକୁ ନେଇ ଜାରି ରହିଛି କଂଗ୍ରେସର ହଟ୍ଟଗୋଳ। ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ଆଜି ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଯାଉଥିବା ବେଳେ ଯମୁନା ଏକ୍ସପ୍ରେସ ବାଟରେ ସେମାନଙ୍କ ଗାଡ଼ିକୁ ଅଟକାଇଲା ପୋଲିସ୍। କଂଗ୍ରେସ ଦଳ ମହାସଚିବ ପ୍ରିୟଙ୍କା … Read More










