ଭାରତର ‘ନାଗ’ରେ ଭୟଭୀତ ହେବେ ଶତ୍ରୁ, ମାତ୍ର ୪୫ ମିନିଟରେ ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ ମିଶାଇଲର ସଫଳ ପରୀକ୍ଷଣ
ନୂଆଦିଲ୍ଲୀ :-ଭାରତ ଆଜି ସୁରକ୍ଷା ଦୃଷ୍ଟିରୁ ବଡ଼ ସଫଳତା ହାସଲ କରିଛି। ରାଜସ୍ଥାନର ପୋଖରନରୁ ନାଗ ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ (ଟ୍ୟାଙ୍କ ବିଧ୍ବସ୍ତି) କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳତା ଭାବେ ପୂରା ହୋଇଛି। ଏହି ମିଶାଇଲର ପରୀକ୍ଷଣ ବାରଡେହରେ ହୋଇଛି। ଡିଆରଡିଓ ଦ୍ବାରା ବିକଶିତ … Read More










