ପେଟର ଭୋକ ଆଗରେ ଇଜ୍ଜତ କଣ ବାବୁ ? ସେକ୍ସ ରାକେଟ୍ରେ ଧରାପଡ଼ିଥିବା ଯୁବତୀଙ୍କ ଅକୁହା କଥା
ଭୁବନେଶ୍ୱର(ସୁଶାନ୍ତ ପାତ୍ର):- ପେଟର ଭୋକ ଆଗରେ ଇଜ୍ଜତ କଣ ବାବୁ ? ଆମର ସ୍ୱାମୀ ଛାଡ଼ି ପଳାଇଛି । ରହିବା ପାଇଁ ଘର ନାହିଁ, ଖାଇବା ପାଇଁ ପଇସା ନାହିଁ । ଆଧାରକାର୍ଡ ନଥିବାରୁ କେହି କାମ ଦେଉ ନାହାନ୍ତି । … Read More