ଚୋରି କରିବାକୁ ଆସି ଦୁଇ ନାବାଳିକାଙ୍କୁ ଟେକି ନେଇ ଜଙ୍ଗଲରେ ଦୁଷ୍କର୍ମ!
ଫୁଲବାଣୀ :-ଚୋରି କରିବାକୁ ଯାଇ ଦୁଇ ନାବାଳିକାଙ୍କୁ ଘରୁ ଉଠାଇ ନେଇଥିଲେ। ପରେ ସେମାନଙ୍କୁ ଜଙ୍ଗଲରେ ଦୁଷ୍କର୍ମ କରିଥିଲେ। ଆଉ ତା’ପରେ ଗାଁ ଲୋକେ ସେମାନଙ୍କୁ ପିଛା କରି ଜଣେ ଦୁଷ୍କର୍ମକାରୀକୁ ମାରି ଜଙ୍ଗଲରେ ପୋତି ଦେଇଥିଲେ। ଏପରି ଘଟଣା କନ୍ଧମାଳ … Read More










