ୟାସ୍ : ଟୁଇନସିଟିରେ ବୋହିବ ୧୧୦କିମି ବେଗରେ ପବନ

ଭୁବନେଶ୍ୱର;-ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ୟାସ୍‌’ ଅତି ଉଗ୍ର ରୂପ ଧରି ସ୍ଥଳଭାଗ ଆଡ଼େ ମୁହାଁଇଥିବାବେଳେ ଏହା ରାଜ୍ୟର ୧୫ଟି ଜିଲ୍ଲାକୁ ପ୍ରଭାବିତ କରିବ। ଅବଶ୍ୟ ଉତ୍ତର ଓଡ଼ିଶାରେ ଏହା ସ୍ଥଳଭାଗ ଛୁଇଁବ ଓ ସେଠାରେ ଏହାର ପ୍ରଭାବ ବେଶୀ … Read More

ଲୋକପ୍ରିୟ ପ୍ରବଚକ ଚାରଣ ରାମ ଦାସ କୋଭିଡରେ ପରଲୋକ

ପୁରୀ: ସଭିଙ୍କ ପରିଚିତ ଏବଂ ଓଡିଶାର ଲୋକପ୍ରିୟ ପ୍ରବଚକ ଚାରଣ ରାମ ଦାସ ଆଉ ନାହାଁନ୍ତି  । କୋଭିଡର କାଳ ଛାୟାରୁ ସେ ମଧ୍ୟ ବର୍ତ୍ତି ପାରିଲେ ନାହିଁ  ।  ଆଧ୍ୟାତ୍ମିକତା ଏବଂ ଜଗନ୍ନାଥ ସଂସ୍କୃତିର ପ୍ରଗାଧ୍ୟ ଜ୍ଞାନ ରଖିଥିବା   ପ୍ରବଚକ … Read More

ବାତ୍ୟା ପାଇଁ ୬ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ବର : ଉପକୂଳ ମୁହାଁ ବାତ୍ୟା ୟଶ । ଧିରେ ଧିରେ ଭୟଙ୍କର ରୂପ ନେଇ ମାଡ଼ି ଆସୁଛି ବାତ୍ୟା । ବାତ୍ୟାକୁ ଦୃଷ୍ଟିରେ ରଖି ୬ଟି ଜିଲ୍ଲାରେ କୋଭିଡ୍ ଟିକାକରଣ ଓ ଘରକୁ ଘର ସର୍ଭେ କାର୍ଯ୍ୟକ୍ରମକୁ ବନ୍ଦ ରଖିବାକୁ … Read More

ସମୁଦ୍ର ଭିତରେ ଘଣ୍ଟାକୁ 4 କି.ମି. ବେଗରେ ଆସୁଛି ‘ୟାସ୍’

ଭୁବନେଶ୍ୱର: ସମୁଦ୍ର ଭିତରେ ଘଣ୍ଟାକୁ 4 କି.ମି. ବେଗରେ ଆସୁଛି ବାତ୍ୟା ୟାସ୍ । ବାଲେଶ୍ବର ପାଖାପାଖି ସ୍ଥଳଭାଗ ଛୁଇଁପାରେ ବାତ୍ୟା ୟଶ । ଆଜି ରାତିରେ ସିଭିୟର ସାଇକ୍ଲୋନର ରୂପ ନେବା ସହ କାଲି ଭେରି ସିଭିୟର ଷ୍ଟର୍ମରେ ପରିଣତ … Read More

ମେ’ ୨୬ କାହିଁକି ଦେଖାଯିବ ଚଳିତ ବର୍ଷର ଶେଷ ସୁପରମୁନ୍

ଭୁବନେଶ୍ୱର: ମେ’ ୨୬ ତାରିଖରେ ଚଳିତ ବର୍ଷର ଶେଷ ସୁପରମୁନ୍ ଦେଖାଯିବ । ସୁପରମୁନ୍ ଶଦ୍ଧଟି ପ୍ରଥମେ ଆମେରିକାର ଜ୍ୟୋତିଷ ରିଚାର୍ଡ ନଲ ୧୯୭୯ ମସିହାରେ ପ୍ରଚଳନ କରିଥିଲେ । ଧୀରେ ଧୀରେ ‘ସୁପରମୁନ୍’ ଶଦ୍ଦ ଟି ଖୁବ ଲୋକପ୍ରିୟ ହୋଇ ଏବେ … Read More

ଋଣ ଟଙ୍କା ସୁଝି ନପାରିବାରୁ ସାନ ସଡ଼ୁକୁ ହତ୍ୟା କଲା ବଡ଼ ସଡ଼ୁ

ଦିଗପହଣ୍ଡି: ଭୁଡୁକି ଗାଁରେ ହତ୍ୟାକାଣ୍ଡ । ଟଙ୍କା ପାଇଁ ସଡୁ ସଡୁ ମଧ୍ୟରେ ଗଣ୍ଡଗୋଳ । ଶ୍ବଶୁରଙ୍କ ଶୁଦ୍ଧିକ୍ରିୟା କାର୍ଯ୍ୟରେ ଯୋଗଦେଇ ସାନ ସଡୁକୁ ଛୁରା ମାଡ଼ କରି ହତ୍ୟା କଲା ବଡ଼ ସଡୁ । ସାନଖେମୁଣ୍ଡି ପାଟପୁର ଥାନା ଭୁଡୁକି ଗାଁରେ … Read More

ଅନ୍‌ଲାଇନ୍‌ ମୋବାଇଲ୍ ଗେମ୍‌ରେ ଟଙ୍କା ହାରିବା ପରେ ଆତ୍ମହତ୍ୟା

ବାସୁଦେବପୁର: କାଳ ହେଲା ମୋବାଇଲ ଗେମ୍ । ପବ୍‌ଜି ଓ ଫ୍ରି ଫାୟାର ଗେମ୍‌ରେ ହାରିବା ପରେ ଜୀବନ ହାରିଛନ୍ତି ଯୁବକ । ବାସୁଦେବପୁର ବ୍ଲକ ଗୋପବନ୍ଧୁନଗର ଗଦି ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ନରେନ୍ଦ୍ର ନାୟକଙ୍କ ୧୮ ବର୍ଷୀୟ … Read More

ବାତ୍ୟା ‘ୟାସ୍‌’ ପାଇଁ ରେଲୱେ ବାତିଲ କଲା ମୋଟ ୯୦ ଟ୍ରେନ୍‌

ଭୁବନେଶ୍ୱର :-ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ ପାଇଁ ରେଳ ବିଭାଗ ପୂର୍ବରୁ ୭୪ଟି ଟ୍ରେନ୍‌କୁ ବାତିଲ କରିଥିଲା। ଏବେ ଆଉ ୧୬ଟି ଟ୍ରେନ୍‌ର ଯାତ୍ରା ବନ୍ଦ ରହିଛି। ରେଳ ବିଭାଗ ମୋଟ୍‌ ୯୦ ଟ୍ରେନ୍‌ର ଯାତ୍ରା ବାତିଲ ରହିଛି। ସମ୍ଭାବ୍ୟ ବାତ୍ୟା ‘ୟାସ୍‌’କୁ … Read More

୧୧ ଜିଲ୍ଲାରୁ କରୋନା ନେଲା ୨୮ ଜୀବନ

ଭୁବନେଶ୍ୱର:-୨୨, ୨୨, ୨୧, ୨୫, ୨୭, ୨୬। ଏହା ହେଉଛି ଗତ ୬ ଦିନରେ ରାଜ୍ୟରେ କରୋନାରେ ଆଖି ବୁଜିଥିବା ଲୋକଙ୍କ ଦୈନିକ ରିପୋର୍ଟର ପରିସଂଖ୍ୟାନ। ଆଉ ଆଜି ଆସିଥିବା ରିପୋର୍ଟ ଅନୁଯାୟୀ ଆହୁରି ୨୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ … Read More

ବୁଲା ପଶୁଙ୍କ ପାଇଁ ମୁଖମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୫୫ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ୱର: କୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ବୁଲା ଗାଈ ଗୋରୁ କୁକୁର ଆଦି ପ୍ରାଣମାନେ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ … Read More