କେତେ ସମ୍ପତ୍ତିର ମାଲିକ ନବୀନ? ସାର୍ବଜନୀନ ହେଲା ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା
ଭୁବନେଶ୍ୱର: ସାର୍ବଜନୀନ ହେଲା ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ପତ୍ତି ତାଲିକା । ୨୦୨୦ ମାର୍ଚ୍ଚ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କର କେତେ ସମ୍ପତ୍ତି ଥିଲା, ତା’ର ତାଲିକା ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରିମଣ୍ଡର ସବୁ ସଦସ୍ୟ ସେମାନଙ୍କ ସମ୍ପତ୍ତି ଦେଇଛନ୍ତି । ସମ୍ପତ୍ତି ତାଲିକା … Read More










