ପରମାଣୁ ଗବେଷଣାରେ ଗାଉଁଲି ପୁଅ

ସୁନ୍ଦରଗଡର ଗୌରବ କୃଷ୍ଣଚନ୍ଦ୍ର ଦାସ । ପିଲାଟି ଦିନରୁ ଅନେକ ସଂଘଷ ର୍ କରିଛନ୍ତି କୃଷ୍ଣଚନ୍ଦ୍ର । ଅନେର ଅଭାବ ଅସୁବିଧା ମଧ୍ୟରେ ପାଠପଢି ଏହି ସଫଳତା ହାସଲ କରିଛନ୍ତି ସେ । ବତର୍୍ମାନ ସେ ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟରରେ ସାଇଣ୍ଟିଷ୍ଟ ଚାକିରି ପାଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ଅନେର ଖେଳାଳି ହକି ଖେଳରେ ଦେଶବିଦେଶରେ ନାଁ କମାଇଥିବା ବେଳେ କୃଷ୍ଣଚନ୍ଦ୍ର ଏହ ିଚାରିରୀ ପାଇଁ ଗୌରବ ଆଣିଛନ୍ତି ।ତାଙ୍କର ପାଠପଢା ସମୟ ୍ରୁବ ସଂଘର୍ଷମୟ ଥିଲା । ଭୂବିଜ୍ଞାନରେ ଏମଏ କଲା ପରେ ବାପା ଆରପାରିକୁ ଚାଲିଗଲେ । ଆର୍ଥିର ଅଭାବ ସହିତ ମାନସିକ ଚାପରେ ରହି ମଧ୍ୟ ରିଛି କରି ଦ୍ରୋଇବାର ଇଛାଶକ୍ତି ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଲା । ତାଙ୍କର ଏହ ିସପଳତା ପାଇଁ ମା ବହୁତ ଖୁସି ଥିବା ବେଳେ ପୁଅର ଭବିଷ୍ୟତକୁ ନେଇ ଖୁବ ଆଶାବାଦୀ ।

Leave a Reply

Your email address will not be published. Required fields are marked *