ବାସନ୍ତୀଦୁର୍ଗା ଜୁଏଲରୀ ସୋରୁମ ଚୋରି ଘଟଣାର ପର୍ଦ୍ଦାଫାସ୍,୪ ଚୋର ସହ ବ୍ୟବସାୟୀ ଗିରଫ

କଟକ: ଜଗତପୁର ଆଇ.ବି ରୋଡରେ ଥିବା ବାସନ୍ତୀଦୁର୍ଗା ଜୁଏଲରୀ ସୋରୁମ ଚୋରି ଘଟଣାର ପର୍ଦ୍ଦାଫାସ୍ କରିଛି କମିଶନରେଟ୍ ପୋଲିସ । ଜୁଏଲାରୀ ଲୁଟ୍ ଘଟଣାରେ ପୋଲିସ ୪ ଜଣ ଚୋର ସହ ଗହଣା କିଣିଥିବା ବ୍ୟବସାୟୀଙ୍କୁ ଗିରଫ କରିଛି । ଏଥିସହ ପୋଲିସ … Read More

ହାତୀ ଦାନ୍ତ ବିକ୍ରି ପାଇଁ ଡିଲ୍ ବେଳେ ୨ ଜଣଙ୍କୁ ମାଡ଼ି ବସିଲା STF

ଭୁବନେଶ୍ୱର: ଏସଟିଏଫ ହାତରେ ୨ଜଣ ହାତୀ ଦାନ୍ତ ବେପାରୀ । ୨ଟି ହାତୀ ଦାନ୍ତ ବିକ୍ରି ପାଇଁ ଡିଲ୍ କରୁଥିବା ବେଳେ ୨ ଜଣଙ୍କୁ ମାଡ଼ି ବସିଛି ଏସଟିଏଫ୍ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୁରୁବାର ସକାଳେ ଏସଟିଏଫ୍ ସମ୍ବଲପୁରର ଅଇଁଣ୍ଠାପାଲି … Read More

କିଡନୀ ଠକ ହିମାଂଶୁଙ୍କ ନାଁରେ ବଢ଼ିଲା ଅଭିଯୋଗ, ରଙ୍ଗମାଟିଆରେ ଚୂନ ଲଗାଇଛନ୍ତି ୧୮ ଲକ୍ଷ

ଭୁବନେଶ୍ୱର: କିଡନୀ ଦେବା ନାଁରେ ଠକେଇ ମାମଲା । ଅଭିଯୁକ୍ତ ହିମାଂଶୁ ନନ୍ଦଙ୍କ ନାଁରେ ବଢ଼ିଲା ଅଭିଯୋଗ ସଂଖ୍ୟା । ନୟାପଲ୍ଲୀ, ଲକ୍ଷ୍ମୀସାଗର ପରେ ମଞ୍ଚେଶ୍ୱର ଥାନାରେ ହୋଇଛି ଅଭିଯୋଗ । କିଡନୀ ଦେବାକୁ କହି ୧୮ ଲକ୍ଷ ୫୩ ହଜାର ଟଙ୍କା … Read More

ପାର୍କରେ ବସିଥିଲେ ପ୍ରେମୀଯୁଗଳ, ପିଟିଲେ ଯୁବକ

ଚୌଦ୍ୱାର:- ପାର୍କରେ ବସିଥିବା ପ୍ରେମୀଯୁଗଳଙ୍କ ଉପରେ ହୋଇଛି ଆକ୍ରମଣ। ୩ ଯୁବକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳରେ। ଆଜି ଏନେଇ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।ଗତକାଲି କଟକର … Read More

ସରକାର ହ୍ୱାଟ୍ସଅପ୍ ମାମଲାରେ ହସ୍ତକ୍ଷେପ କରିପାରନ୍ତି

ନୂଆଦିଲ୍ଲୀ: ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟ୍ସଅପର ପ୍ରାଇଭେସିକୁ ନେଇ ଉଠୁଛି  ପ୍ରଶ୍ନ। ଏବେ ଏହି ମାମଲାରେ ସରକାର ହସ୍ତକ୍ଷେପ କରିବେ ବୋଲି ସୂଚନା ମିଳୁଛି । ନିକଟରେ ହ୍ବାଟ୍ସଅପ୍ ନିଜ ପ୍ରାଇଭେସି ପଲିସିରେ କିଛିଟା ପରିବର୍ତ୍ତନ ଆଣିଥିଲା । ଯାହା ମୁତାବକ … Read More

ଟ୍ରାଏଲ୍ ରୁମରେ ଯୁବତୀଙ୍କ ଫଟୋ ଉତ୍ତୋଳନ ବେଳେ ଧରାପଡ଼ିଲେ ଯୁବକ

କେନ୍ଦୁଝର: ମଲ୍ ଯାଇଥିଲେ ଡ୍ରେସ୍ କିଣିବାକୁ ହେଲେ ଟ୍ରାଏଲ୍ ରୁମରେ ଫଟୋ ପ୍ରେମରେ ପଡ଼ିଗଲେ । ନିଜ ଫଟୋ ନୁହେଁ ବରଂ ଅନ୍ୟ ଜଣେ ଯୁବତୀଙ୍କ । ଟ୍ରାଏଲ୍ ରୁମରେ ଯୁବତୀଙ୍କ ଅଜାଣତରେ ଫଟୋ ଉଠାଉଥିବା ଯୁବକକୁ କେନ୍ଦୁଝର ଟାଉନ୍ ଥାନା ପୋଲିସ … Read More

ପୋଲିସ ଉପରେ ଜୁଆଡ଼ିଙ୍କ ଆକ୍ରମଣ, ଓଆଇସିଙ୍କ ସହ ୪ ଆହତ

ଗଜପତି: ଜୁଆ ଆଡ୍ଡାରେ ରେଡ୍ ବେଳେ ପୋଲିସ ଉପରକୁ ଆକ୍ରମଣ । ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅଧିକାରୀଙ୍କୁ ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା କରିଛନ୍ତି ଜୁଆଡ଼ି । ବିଶେଷ ସୂତ୍ରରୁ ଖବର ପାଇ ଗୁରାଣ୍ଡି ଥାନା ପୋଲିସ ଖରସଣ୍ଡା ଗାଁରେ … Read More

ରାଜଭବନରେ ଧାନମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀ

ଭୁବନେଶ୍ୱର:-ରାଜଭବନରେ ପହଞ୍ଚିଲା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀ । ରାଜ୍ୟରେ ଆବାସ ଯୋଜନାକୁ ନିଜ କବ୍‌ଜାକୁ ନେଇଯାଇଛନ୍ତି ସରକାର । କେନ୍ଦ୍ର ସରକାରଙ୍କ ଏହି ଫ୍ଲାଗ୍ ସିପ୍ ସ୍କିମକୁ ହଡ଼ପ କରିବାକୁ ଉଦ୍ୟମ ହେଉଛି । ସେହିପରି ଦଳୀୟ ଭିତ୍ତିରେ … Read More

୨୯ରୁ ବଜେଟ ଅଧିବେଶନ

ନୂଆଦିଲ୍ଲୀ: ସପ୍ତମ ଲୋକସଭାର ପଞ୍ଚମ ଅଧିବେଶନ ଜାନୁଆରୀ ୨୯ରୁ ଆରମ୍ଭ ହେବ। ଏହି ଅଧିବେଶନ ଏପ୍ରିଲ ୮ରେ ଶେଷ ହେବ ବୋଲି ସୂଚନା ରହିଛି। ରାଷ୍ଟ୍ରପତି ଜାନୁଆରୀ ୨୯ରେ ସକାଳ ୧୧ଟା ସମୟରେ ସଂସଦର ଦୁଇଟି ଗୃହକୁ ଏକାସାଙ୍ଗରେ ସମ୍ବୋଧିତ କରିବେ। … Read More

ଗଣତନ୍ତ୍ର ଦିବସ ପାଳନ ନେଇ ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ଗୃହ ବିଭାଗର ଚିଠି,ସଂକ୍ରମଣକୁ ଦୃଷ୍ଟିରେ ରଖି ଜନସମାଗମକୁ ବାରଣ

ଭୁବନେଶ୍ୱର: କରୋନା କାଳରେ ଗଣତନ୍ତ୍ର ଦିବସ ପାଳନ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖାଯାଇଛି । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଜନସମାଗମକୁ ବାରଣ କରାଯାଇଛି । ସକାଳ ୮ଟା ୩୦ ପରେ … Read More