ଅଟୋକୁ ପିଟି ଦେଲା ଡମ୍ପର: ମା’ ସହ ପୁଅଝିଅଙ୍କ ମୃତ୍ୟୁ
ବୌଦ୍ଧ :-ଅଟୋକୁ ପିଟିଦେଲା ଚିପ୍ସ ବୋଝେଇ ଡମ୍ପର। ଚାଲିଗଲା ଗୋଟିଏ ପରିବାରର ୩ ଜୀବନ। ଆଜି ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ମନମୁଣ୍ଡା-କଣ୍ଟାମାଳ ରାସ୍ତାର ଗୋପାଳମାଳ ଛକ ନିକଟରେ।ମୃତକମାନେ ହେଲେ ସୁରୁଗୁତା ନାଗ, ତାଙ୍କ ପୁଅ ବାବୁଲା ନାଗ ଓ … Read More










