ପୂର୍ବତନ ସେନା ଅଧିକାରୀଙ୍କ ଠାରୁ ୯୫ଲକ୍ଷ ଟଙ୍କା ଲୁଟିନେଲେ ସାଇବର ଠକ
କଟକ: ଇନସ୍ୟୁରାନ୍ସ ଏଜେଣ୍ଟ ବୋନସ ଦେବାକୁ କହି ଠକି ନେଲେ ୯୫ ଲକ୍ଷ ଟଙ୍କା । ଠକେଇର ଶିକାର ହୋଇଛନ୍ତି ଜଣେ ପୂର୍ବତନ ସେନା ଅଧିକାରୀ । ୨୦୧୫ରୁ ବର୍ତ୍ତମାନ ସୁଦ୍ଧା ସାଇବର ଠକ ନେଇଛନ୍ତି ପ୍ରାୟ ଏକ କୋଟି ଟଙ୍କା । … Read More
କଟକ: ଇନସ୍ୟୁରାନ୍ସ ଏଜେଣ୍ଟ ବୋନସ ଦେବାକୁ କହି ଠକି ନେଲେ ୯୫ ଲକ୍ଷ ଟଙ୍କା । ଠକେଇର ଶିକାର ହୋଇଛନ୍ତି ଜଣେ ପୂର୍ବତନ ସେନା ଅଧିକାରୀ । ୨୦୧୫ରୁ ବର୍ତ୍ତମାନ ସୁଦ୍ଧା ସାଇବର ଠକ ନେଇଛନ୍ତି ପ୍ରାୟ ଏକ କୋଟି ଟଙ୍କା । … Read More
ଜୋହାନ୍ସବର୍ଗ:-ରୋମାଞ୍ଚକର ସ୍ଥିତିରେ ଜୋହାନ୍ସବର୍ଗର ଓ୍ଵାଣ୍ଡରର୍ସ ଷ୍ଟାଡିୟମରେ ଖେଳାଯାଉଥିବା ସିରିଜ୍ର ଦ୍ଵିତୀୟ ଟେଷ୍ଟ। ତେବେ ଏହି ଟେଷ୍ଟରେ ଦକ୍ଷିଣ ଆଫ୍ରିକାର ପଲ୍ଲା ଭାରି ରହିଛି। ଭାରତ ଦ୍ଵିତୀୟ ଇନିଂସରେ ୨୬୬ ରନରେ ଅଲଆଉଟ୍ ହେବା ପରେ ପ୍ରଥମ ଇନିଂସରେ ୨୭ ରନର ଅଗ୍ରଣୀ … Read More
ଭୁବନେଶ୍ୱର: ନୂଆ କୋଭିଡ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ଆସନ୍ତା ୭ ତାରିଖରୁ ଜାରି ହେବ ଗାଇଡଲାଇନ । ସହରାଞ୍ଚଳରେ ଲାଗୁ ହୋଇଛି ନାଇଟ କର୍ଫ୍ୟୁ । ରାତି ୧୦ଟା ପରିବର୍ତ୍ତେ ରାତି ୯ଟାରେ ଲାଗୁ କରାଯିବ ରାତ୍ରି … Read More
ଭୁବନେଶ୍ୱର: ଆସନ୍ତା ୯ ରୁ ୧୫ ତାରିଖ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ସହ କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବା ନେଇ ବିଭିନ୍ନ ମଡେଲରେ ଆକଳନ କରିଛନ୍ତି । ବିଶେଷ କରି ୧୦ ତାରିଖରୁ ୧୨ … Read More
ମାର୍ଶାଘାଇ : -ଜନ୍ମଦାତ୍ରୀ ସାଜିଲା ହତ୍ୟାକାରୀ । ଜନ୍ମ କଲା ମାଆ ମାରିଦେଲା ଦୁଇ ମାସର ନିଷ୍ପାପ ଶିଶକୁ । ମାରିବା ପରେ ଶିଶୁକୁ ଘର ନିକଟ କୂଅରେ ପକାଇଦେଇଥିଲା ମାଆ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି … Read More
ଭୁବନେଶ୍ୱର:-ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିବା ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ଘଟଣାସ୍ଥଳରୁ ଅଳ୍ପ ଦୂରରେ ହିଁ ଯୁବତୀଙ୍କ ଘର । ମାସକ ତଳେ ବାପା, ମା ଦାଦନ ଖଟିବାକୁ ବାହାରକୁ … Read More
ପୁରୀ: -ଦିନକୁ ଦିନ ମାନବିକତା ହଜିଯାଉଛି । ଜନ୍ମ କଲା ମାଆକୁ ମଧ୍ୟ ଯତ୍ନ ନେବା ତ ଦୂରର କଥା ମଲା ପରେ କାନ୍ଧ ଓ ମୁଖାଗ୍ନି ଦେବାକୁ ନ ଆସିବା ଭଳି ଅଭାବନୀୟ ଘଟଣା ପୁରୀରେ ଦେଖିବାକୁ ମିଳିଛି । … Read More
ଭୁବନେଶ୍ବର:- ରାଜ୍ୟରେ ପୁଣି ବଢ଼ିଲା କରୋନା ସଂକ୍ରମଣ ଚିନ୍ତା । ଦିନକରେ ଚିହ୍ନଟ ହୋଇଛନ୍ତି ୪୨୪ କରୋନା ସଂକ୍ରମିତ । ଶୂନରୁ ୧୮ ବର୍ଷ ବୟସର ୪୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନରୁ ୨୪୬ ଜଣ ଥିବା ବେଳେ, ଲୋକାଲ … Read More
ମାଲକାନଗିରି:- ମାଲକାନଗିରିରେ ୨ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। SPଙ୍କ କାର୍ଯ୍ୟାଳୟରେ ଡିଜିପି ଅଭୟଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିଛନ୍ତି । ୨ ମାଓବାଦୀ ହେଲେ ଏରିଆ କମିଟି ମେମ୍ବର ସବିତା ଓ ପାର୍ଟି ମେମ୍ବର ରାଇଧର । ସବିତା ନାଁରେ … Read More
ପାରଳାଖେମୁଣ୍ଡି :-ଏସିଏଫ୍ ସୌମ୍ୟରଞ୍ଜନଙ୍କ ପୋଡ଼ି ହୋଇ ମୃତ୍ୟୁ ଘଟଣାରେ ଅଧତ୍କ ତଦନ୍ତ ପାଇଁ ବାଲେଶ୍ୱର ଓ ମୟୂରଭଞ୍ଜ ଗଲା ପୁଲିସ ଟିମ୍ । ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ପୁଲିସର ୬ ଜଣିଆ ଟିମ୍ ବିଦ୍ୟାଭାରତୀଙ୍କ ବାପଘର କପ୍ତିପଦା … Read More