ବିଶ୍ୱାସରେ ବିଷ ଦେଲା ବନ୍ଧୁ, ଆକାଉଣ୍ଟରେ ବୁଲାଇଦେଲା କଳାକନା!
ବାସୁଦେବପୁର:-ବିଶ୍ୱାସରେ ବିଷ ଦେଲା ବନ୍ଧୁ! ଆକାଉଣ୍ଟରେ ବୁଲାଇଦେଲା କଳାକନା। ଏପରି ଅଭିଯୋଗ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଞ୍ଚଳରୁ ଆସିଛି। ପୁଲିସ୍ଠାରୁ ନିରାଶ ହେବା ପରେ ଠକାମୀରେ ଶିକାର ହୋଇଥିବା ଯୁବକ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ସାଇବର କ୍ରାଇମ୍ ବିଭାଗକୁ ଚିଠି … Read More










