ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ରୁଜୁ ହେଲା ଆଉ ଏକ ମାମଲା, ଜେଲରେ ବ୍ୟବହାର କରୁଛନ୍ତି ମୋବାଇଲ

ବନେଶ୍ୱର: ଜେଲ କର୍ତ୍ତୃପକ୍ଷଙ୍କ ଅଗୋଚରରେ ମୋବାଇଲ ବ୍ୟବହାର କରୁଛନ୍ତି ବିଚରାଧିନ କଏଦୀ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଯେଉଁଥିପାଇଁ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ରୁଜୁ ହେଲା ଆଉ ଏକ ମାମଲା। ଝାରପଡା ଜେଲରେ ବିଚାରାଧୀନ ବନ୍ଦୀ ହିସାବରେ ରହି … Read More

ଜୋମାଟୋ ବଏକୁ ମାଡ଼ ମାରି ୧୭ ହଜାର ଲୁଟ

ଭୁବନେଶ୍ୱର :- ଏୟାରଫିଲ୍ଡ ଥାନା ଅଞ୍ଚଳରେ ଜଣେ ଜୋମାଟୋ ଡେଲୀଭରି ବଏକୁ ଆକ୍ରମଣ କରାଯାଇ ୧୭ ହଜାର ଟଙ୍କା ଲୁଟ ହୋଇଛି । ଲୁଟର ହୋଇଥିବା ଯୁବକ ହେଲେ ଗ୍ୟାରେଜ ଛକରେ ରହୁଥିବା ସୁଜଲ ପ୍ରସାଦ ଭୋଇ । ସେ ଏନେଇ … Read More

ଶିମିଳିପାଳରେ ରେକର୍ଡ ପରିମାଣର ବର୍ଷା,

ବାରିପଦା:-ବାତ୍ୟା ‘ୟାସ୍’ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ବିଶେଷ କରି ଶିମିଳିପାଳ ଅଭୟାରଣ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ରେକର୍ଡ ପରିମାଣର ବର୍ଷା ହୋଇଛି। ଶିମିଳିପାଳ କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଭଞ୍ଜବସାରେ ୩୮୨ ମି.ମି ବର୍ଷା ହୋଇଥିବା ବେଳେ … Read More

ଫୁଲୁଛି ବୈତରଣୀ, ମଧ୍ୟମ ଧରଣର ବନ୍ୟା ଆଶଙ୍କା

ଭୁବନେଶ୍ୱର:-ବାତ୍ୟା ‘ୟାସ୍’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ବୈତରଣୀ ନଦୀ। ଆନନ୍ଦପୁର ଓ ଆଖୁଆପଦା ଠାରେ ବିପଦ ସଙ୍କେତ ଉପରେ ରହିଛି ଏହାର ଜଳସ୍ତର। ତେଣୁ ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ … Read More

ରୋଚକ ମୋଡ଼ରେ ସଉତୁଣୀ କଳି,ବଡ଼ ସଉତୁଣୀଙ୍କ ଘରୁ କଳାକନା ବୁଲାଇ ଚମ୍ପଟ ମାରିଲେ,ସ୍ୱାମୀ ଯୁବତୀ ଯୋଗାଇବା ଆଳରେ ଠକୁଥିଲେ

ଭୁବନେଶ୍ୱର:- ରୋଚକ ମୋଡ଼ରେ ପହଞ୍ଚିଛି ଦୁଇ ସଉତୁଣୀଙ୍କ କଳି । ଗତ ୨୧ରେ ସାନ ସଉତୁଣି ସରିତା ପରିଡା ହତ୍ୟା ଅଭିଯୋଗ ଆଣିଥିଲେ ବଡ଼ ସଉତୁଣୀଙ୍କ ନାମରେ । ହେଲେ ଏବେ ଏହି ମାମଲା ଭିନ୍ନମୋଡ଼ ନେଇଛି । ଥାନାରେ ସାନ … Read More

ପୁଣି ଜଣେ ଓଡ଼ିଆ ସାମ୍ବାଦିକଙ୍କର କରୋନାରେ ମୃତ୍ୟୁ

ଭୁବନେଶ୍ୱର:-କରୋନାରେ ପୁଣି ଜଣେ ଓଡ଼ିଆ ସାମ୍ବାଦିକଙ୍କ ମୃତ୍ୟୁ ହୋଇଯାଇଛି। ରାଜ୍ୟ ଓ ରାଜ୍ୟ ବାହାରର ବହୁ ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥାରେ ନିଷ୍ଠା ଓ ଦକ୍ଷତାର ସହିତ କାର୍ଯ୍ୟ କରିଥିବା ପ୍ରବୁଦ୍ଧ ଜଗଦ୍ଦେବଙ୍କର ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାବସାନ ଘଟିଛି। ମୃତ୍ୟୁ … Read More

ବାତ୍ୟା ରାତିରେ କଟକରେ ଜନ୍ମ ନେଲା ‘ୟାସ୍’

କଟକ: ଅତି ଭୀଷଣ ବାତ୍ୟା ‘ୟାସ୍’ ଓଡ଼ିଶା ଆଡ଼କୁ ମାଡ଼ି ଆସୁଥିବା ବେଳେ ମେଡିକାଲ୍ ବେଡରେ ଶୁଭିଥିଲା କୁଆଁ କୁଆଁ ସ୍ୱର । କଟକର ଏକ ଘରୋଇ ନର୍ସିଂ ହୋମରେ ବାତ୍ୟା ରାତିରେ ଜନ୍ମ ନେଇଛି ‘ୟାସ୍’ । କଟକ ଶିଖରପୁର ତଳସାହି … Read More

ବାତ୍ୟାରେ ଜଳବନ୍ଦୀ ୧୨୮ ଗାଁକୁ ୭ ଦିନ ପର୍ଯ୍ୟନ୍ତ ଦିଆଯିବ ରିଲିଫ୍:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ‘ୟାସ୍’ର ପରବର୍ତ୍ତୀ କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି । ବାତ୍ୟା ପ୍ରଭାବିତ ଜିଲ୍ଲାର ୧୨୮ଟି ଗାଁ ଜଳବନ୍ଦୀ ହୋଇ ରହିଛି । ଜଳବନ୍ଦୀ ହୋଇ ରହିଥିବା ୧୨୮ ଗାଁର ସମସ୍ତ ପରିବାରକୁ ୭ ଦିନ ଲାଗି … Read More

ଭୁବନେଶ୍ୱରରୁ ସ୍ୱାଭାବିକ ହେଲା ବିମାନ ସେବା

ଭୁବନେଶ୍ୱର:- ସାମୁଦ୍ରିକ ଝଡ଼ ‘ୟାସ’କୁ ଦୃଷ୍ଟିରେ ରଖି ଗତକାଲି ସନ୍ଧ୍ୟାରୁ ସମସ୍ତ ବିମାନ ସେବାକୁ ବାତିଲ କରିଥିବା ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର କର୍ତ୍ତୃପକ୍ଷ ଆଜି ସନ୍ଧ୍ୟା ୭ଟାରୁ ଏହାକୁ ପୁଣିଥରେ ସ୍ୱାଭାବିକ କରିଛନ୍ତି।ଟ୍ୱିଟ୍ ଯୋଗେ ଏହି ସୂଚନା … Read More

ଚାଲିଛି ‘ୟାସ୍’ କ୍ଷୟକ୍ଷତି ଆକଳନ, ଗୁରୁବାର ସକାଳେ ଜଣାପଡ଼ିବ ବିଦ୍ୟୁତ୍ କ୍ଷୟକ୍ଷତି: SRC

ଭୁବନେଶ୍ୱର: ବାତ୍ୟା ‘ୟାସ୍’ର ପ୍ରଭାବ ଓ ପରବର୍ତ୍ତୀ ସ୍ଥିତିର ପରିଚାଳନା ନେଇ ସୂଚନା ଦେଇଛନ୍ତି ଏସଆରସି । ବିଦ୍ୟୁତ୍ ନଥିବା ସ୍ଥାନରେ ଜେନେରେଟର ସେଟ୍ ସହ ଟ୍ୟାଙ୍କର ବ୍ୟବସ୍ଥା କରାଯାଇଛି । ପଞ୍ଚାୟତ ଓ ସହରାଞ୍ଚଳରେ ଜଳ ଯୋଗାଣ ଜାରି ରହିଛି । … Read More