କିନ୍ନରମାନଙ୍କୁ ପ୍ରଥମ ଡୋଜ୍ ଟିକାକରଣ କରିଛି ବିଏମସି

ଭୁବନେଶ୍ୱର:-ଭୁବନେଶ୍ବର ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପରେ ଏକ ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ କିନ୍ନରମାନଙ୍କୁ ପ୍ରଥମ ଡୋଜ୍ ଟିକାକରଣ କରିଛି ବିଏମସି । କୋବିଡ ଗାଇଡଲାଇନ ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୩୨ ଜଣ କିନ୍ନରଙ୍କୁ ଟିକା ପ୍ରଦାନ କରାଯାଇଛି ।

ଆଗକୁ ଯେଉଁ କିନ୍ନରମାନେ ଟିକା ନେଇ ନାହାନ୍ତି ସେମାନଙ୍କୁ ମଧ୍ୟ ଟିକା ପ୍ରଦାନ କରାଯିବ ବୋଲି କହିଛନ୍ତି ବିଏମସି ଯୋନାଲ ଡେପୁଟି କମିଶନର । ସେପଟେ ଟିକା ନେବା ପରେ କିନ୍ନର ମାନେ ବେଶ୍ ଖୁସି ରହିଥିବା ବେଳେ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରିଛନ୍ତି ।

Leave a Reply

Your email address will not be published. Required fields are marked *