ରୁମରୁ କ’ଣ ପାଇଲା ସାଇଣ୍ଟଫିକ ଟିମ

ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ନାୟକ ପ୍ରେମିକବନ୍ଧୁକୁ ପୋଲିସ ବାନ୍ଧିବା ପରେ ସତ ଉନ୍ମୋଚନ ନେଇ ବଢୁଛି ଉତ୍ସୁକତା । ମୃତ୍ୟୁ ପୂର୍ବଦିନ କେଉଁଠି ଥିଲେ ଝରାଫୁଲ ? ଯଦି ପୁରୁଷବନ୍ଧୁଙ୍କ ସହ ଥିଲେ ତେବେ କେଉଁଠି ଆଉ କେଉଁ ଗେଷ୍ଟହାଉସରେ … Read More

୭ ଦିନରେ ୮୯୪ ଶିଶୁଙ୍କୁ ଉଦ୍ଧାର କଲା ଓଡ଼ିଶା ପୋଲିସ

ଭୁବନେଶ୍ୱର: ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ନିଖୋଜ ଶିଶୁ ଉଦ୍ଧାର ମିଶନ ଦ୍ୱାରା ୮୯୪ ନିଖୋଜ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ମାତ୍ର ୭ ଦିନରେ ଏହି ଶିଶୁଙ୍କୁ ଉଦ୍ଧାର କରାଯିବା ଓଡ଼ିଶା ପୋଲିସର ଏକ ଉଲ୍ଲଖେନୀୟ କାର୍ଯ୍ୟ ବୋଲି … Read More

ପାଠକ ବାପପୁଅଙ୍କୁ ସର୍ତ୍ତମୂଳକ ଜାମିନ୍ ଦେଲେ ଭିଜିଲାନ୍ସ କୋର୍ଟ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା IFS ଅଫିସର ଅଭୟକାନ୍ତ ପାଠକଙ୍କୁ ଜାମିନ ମିଳିଛି । ଅଭୟଙ୍କ ସହ ଟାଟା ମୋଟର୍ସ ନାଁରେ ଠକେଇ ମାମଲାରେ ଗିରଫ ହୋଇଥିବା ତାଙ୍କ ପୁଅ ଆକାଶ ପାଠକଙ୍କୁ ମଧ୍ୟ … Read More

କଥାକାର ରାମଚନ୍ଦ୍ର ବେହେରାଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର

ଭୁବନେଶ୍ୱର:- ୨୦୨୦ ମସିହା ନିମନ୍ତେ ମର୍ଯ୍ୟାଦାବନ୍ତ ସର୍ବୋଚ୍ଚ ସାରସ୍ୱତ ସମ୍ମାନ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି । ସର୍ବୋଚ୍ଚ ସାରସ୍ୱତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରଖ୍ୟାତ କଥାକାର ରାମଚନ୍ଦ୍ର ବେହେରାଙ୍କୁ ଦିଆଯିବ … Read More

ମାଲକାନଗିରିରେ ପେଟ୍ରୋଲ ଦର ୯୧ ଟଙ୍କା ୪୨ ପଇସା

ଭୁବନେଶ୍ୱର: ହୁହୁ ହୋଇ ବଢିଚାଲିଛି ଡିଜେଲ ଓ ପେଟ୍ରୋଲ ଦର । ଲଗାତାର ତେଲଦର ବଢିବା ଫଳରେ ଖାଉଟି ଏବେ ଚିନ୍ତାରେ ପଡ଼ିଛନ୍ତି । ଓଡିଶାର ମାଲକାନଗିରରେ ଡିଜେଲ ଓ ପେଟ୍ରୋଲ ଦର ସର୍ବାଧିକ ରହିଛି । ମାଲକାନଗିରିରେ ପେଟ୍ରୋଲ ଦର … Read More

ଜେଲରେ କମ୍ପ୍ୟୁଟର ଶିଖିବେ କଏଦୀ

ଭୁବନେଶ୍ୱର: ଜାନୁଆରୀ ୨୬ରୁ  ଝାରପଡା ଜେଲରେ କମ୍ପ୍ୟୁଟର ଶିଖିବେ କଏଦୀ । ୩୦ ଟି କମ୍ପ୍ୟୁଟରରେ ପାଠ ପଢିବେ ଅନ୍ତେବାସୀ । ସେହିପରି ପାଠ ପଢିବା ପାଇଁ ଆରମ୍ଭ ହେବ ଇ ଲାଇବ୍ରେରୀ  । ଏବେ ଜେଲରେ ରହି ୮୦ ଜଣ … Read More

ନେତାଜୀ ସୁଭାଷ ବୋଷଙ୍କ ଶୈକ୍ଷିକ ଓ ସାମାଜିକ ଅନୁଚିନ୍ତା

ଡକ୍ଟର ନାରାୟଣ ବାରିକ୍‌ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମତରେ ଭାରତରେ ଛାତ୍ରମାନେ ଯଦି ରାଜନୀତିରେ ଅଂଶଗ୍ରହଣ ନ କରିବେ ଏ ଦେଶର ନେତୃତ୍ୱ ନେବ କିଏ? ଏ ଦେଶର ନେତା ସୃଷ୍ଟି ହେବେ କିପରି? ପ୍ରାକ୍‌-ସ୍ୱାଧୀନତା ସମୟରେ ବୟସ୍କମାନଙ୍କ ଉପରେ … Read More

ମାନବିକତା ଦେଖାଇଲେ ମନ୍ତ୍ରୀ, ଦୁର୍ଘଟଣାରେ ଛଟପଟ ମହିଳାଙ୍କୁ ନେଇ ହସ୍ପିଟାଲରେ କଲେ ଭର୍ତ୍ତି

ବଲାଙ୍ଗୀର:-ମାନବିକତା ଦେଖାଇଲେ ମନ୍ତ୍ରୀ। ଦୁର୍ଘଟଣାରେ ଶୀକାର ବାଇକ୍ ଆରୋହୀଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ଡ଼ାକ୍ତର ଖାନା ନେଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ।  ବଲାଙ୍ଗୀର ଜିଲ୍ଲା ପରିଷଦ ବୈଠକରେ ଯୋଗ ଦେଇ ଟିଟିଲାଗଡ ଫେରୁଥିଲେ ମନ୍ତ୍ରୀ ଟୁକୁନି ସାହୁ। … Read More

ଭିକାରୀ ମୁକ୍ତ ହେବ ସ୍ମାର୍ଟସିଟି

ଭୁବନେଶ୍ୱର: ଭିକାରୀ ମୁକ୍ତ ହେବ ସ୍ମାର୍ଟସିଟି । ଏଥିପାଇଁ ବିଏମସି ପକ୍ଷରୁ ନିଆଯାଇଛି ନିଆରା ପଦକ୍ଷେପ । ଭିକ୍ଷାବୃତ୍ତି ଉପରେ କଟକଣା ଜାରି କରାଯିବା ସହ ସେମାନଙ୍କୁ ଥଇଥାନ କରାଯିବ । ପରେ ସେମାନଙ୍କ ଦକ୍ଷତାକୁ ଆଧାର କରି ଆତ୍ମନିର୍ଭରଶୀଳ ହେବା … Read More

ଝାରପଡ଼ା ଜେଲ ଗଲେ ଶୁଭ୍ରା କୁଣ୍ଡୁ

ଭୁବନେଶ୍ୱର:-ଭୁବନେଶ୍ୱର ଝାରପଡ଼ା ଜେଲ୍‌କୁ ଗଲେ ରୋଜଭ୍ୟାଲି ଚିଟ୍‌ଫଣ୍ଡ ସଂସ୍ଥାର ନିର୍ଦ୍ଦେଶିକା ଶୁଭ୍ରା କୁଣ୍ଡୁ। ୫ ଦିନର ରିମାଣ୍ଡ ସରିବା ପରେ ତାଙ୍କୁ ଆଜି ଭୁବନେଶ୍ୱର ଆଣାଯାଇ ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ପରେ ତାଙ୍କୁ ଚିଟ୍‌ଫଣ୍ଡ ଠକେଇ ମାମଲାରେ ଜେଲ୍ ଯିବାକୁ … Read More