ଭିତରକନିକାରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି

ବିଦେଶାଗତ ପକ୍ଷୀଙ୍କ କଳରବରେ ଫାଟି ପଡୁଛି ଭିତରକନିକା। କୋଇଲିର କୁହୁ କୁହୁ ରାବ, ଗେଣ୍ଡାଳିଆଙ୍କ କୁହାଟ ଆଉ ତା ସାଙ୍ଗକୁ ଶହ ଶହ ପ୍ରଜାତିର ପକ୍ଷୀଙ୍କ ସ୍ୱରରେ ପ୍ରକମ୍ପିତ ହେଉଛି ଭିତର କନିକା। ପ୍ରତିବର୍ଷ ଶୀତ ଆସିଲେ ହଜାର ହଜାର ମାଇଲ … Read More

ଭୁବନେଶ୍ୱରରେ “ଫ୍ୟାଟ୍ ଟାଇଗର” ବ୍ରାଞ୍ଚର ଶୁଭାରମ୍ଭ

ଭୁବନେଶ୍ୱର :- ଦେଶର ବିଭିନ୍ନ ମୋଟ୍ରୋ ସିଟିରେ ବେଶ ସଫଳତା ହାସଲ କରିଥିବା “ଫ୍ୟାଟ୍ ଟାଇଗର” ଫୁଡ ବ୍ରାଣ୍ଡ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଏହାର ଏକ ନୂତନ ବ୍ରାଞ୍ଚର ଶୁଭାରମ୍ଭ ହୋଇଛି । ଭୁବନେଶ୍ୱର ପଟିଆ କିଟ ରୋଡରେ “ଫ୍ୟାଟ୍ … Read More

ଦୁଇ ସେବାୟତ ଗୋଷ୍ଠୀ ବିବାଦ,ଉପାସରେ ପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର:-ନୂଆବର୍ଷରେ ଦୁଇଦିନ ହେଲା ଉପାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ । ଗତକାଲି ଜଣେ ଅଣସେବାୟତ ଭୋଗମଣ୍ଡପରେ ପଶିଯାଇଥିଲେ । ସେ କ୍ଷମା ମାଗିସାରିଥିଲେ ବି ଭୋଗକୁ ନେଇ ଦୁଇ ନିଯୋଗ ମୁହାଁମୁହିଁ ହୋଇଛନ୍ତି । ଫଳରେ ଦୁଇଦିନ ହେଲା ନୀତିକାନ୍ତି ବନ୍ଦ … Read More

ବୟସ ସୀମା ପାର୍ ହୋଇଥିଲେ ବି ଦେଇହେବ ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା

କଟକ:-ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ବ୍ୟକ୍ତିଙ୍କ ନିମନ୍ତେ ଖୁସି ଖବର। ଯେଉଁମାନେ ୨୦୧୯, ୨୦୨୦ କି ୨୦୨୧ର ଓଡ଼ିଶା ସିଭିସ୍ ସର୍ଭିସେସ୍ ପରୀକ୍ଷା ଦେଇଛନ୍ତି କିନ୍ତୁ ୨୦୨୨ର ଓଡ଼ିଶା ସିଭିଲ ସର୍ଭିସେସ୍ ପରୀକ୍ଷା ପାଇଁ ବୟସ ସୀମା … Read More

ଆଇସିୟୁରେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ

ବାଲେଶ୍ୱର:- ଅସୁସ୍ଥ ହୋଇପଡ଼ିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ତୀକ୍ଷିଣ ନଜର ରଖିଛନ୍ତି ଡାକ୍ତରୀ ଟିମ୍‌। ଗତ ୨୯ ତାରିଖରେ ଭୁବନେଶ୍ୱର ରେଳ ଷ୍ଟେସନ୍‌ର ନବୀକରଣ … Read More

ଦୁଇ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲା, ରାୟଗଡ଼ା ଏସ୍‌ପିଙ୍କୁ ଏନ୍‌ଏଚ୍‌ଆରସିଙ୍କ ନୋଟିସ୍‌

ଭୁବନେଶ୍ୱର:- ଦୁଇ ଋଷୀୟ ନାଗରିକ  ମୃତ୍ୟୁ ମାମଲାରେ ଏଣ୍ଟ୍ରି ମାରିଛନ୍ତି ଏନ୍‌ଏଚ୍‌ଆରସି(ଜାତୀୟ ମାନବିକ ଅଧିକାର କମିଶନ) । ଏହି ମାମଲାରେ ରାୟଗଡ଼ା ଏସ୍‌ପିଙ୍କୁ ରିପୋର୍ଟ ତଲବ କରିଛନ୍ତି ଏନ୍‌ଏଚ୍‌ଆରସି । ୪ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । … Read More

ଆୟୁଷ ହସ୍ପିଟାଲ ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର:-ଭୁବନେଶ୍ୱରରେ ଥିବା ଆୟୁଷ ହସ୍ପିଟାଲ ଆଣ୍ଡ ଟ୍ରମା କେୟାରର ନିର୍ଦ୍ଦେଶକ ଡାକ୍ତର ଅଶୋକ ଆଚାର୍ଯ୍ୟଙ୍କୁ ଆଜି ପୁଲିସ ଗିରଫ କରିଛି । ତାଙ୍କ ବିରୁଦ୍ଧରେ କୋର୍ଟ ଦୁଇଟି ଜାମିନବିହୀନ ଗିରଫ ପରୱାନା ଜାରି କରିଥିବାରୁ ସେହି ଆଧାରରେ ଡାକ୍ତର ଆଚାର୍ଯ୍ୟଙ୍କୁ ଆଜି … Read More

ଶାରୀରିକ ସମ୍ପର୍କ ରଖି ଧୋକା ଦେଇଛନ୍ତି ବୟଫ୍ରେଣ୍ଡ୍‌ ,ଡାକ୍ତରାଣୀଙ୍କ ମୃତ୍ୟୁ ପଛରେ ପ୍ରେମିକର ହାତ

ଚମ୍ପୁଆ:- ବିବାହ ପ୍ରତିଶ୍ରୁତି ଦେଇ ଡାକ୍ତର ଶୁଭଶ୍ରୀ କରଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଡାକ୍ତର ଦିବ୍ୟରଞ୍ଜନ ମାଝୀ! ହେଲେ ପରବର୍ତ୍ତୀ ସମୟରେ ବାହା ହେବା ପାଇଁ ମନା କରିଦେବାରୁ ଯୋଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଶୁଭଶ୍ରୀ। ଗତ ୨୦ … Read More

ବର୍ଷକରେ ପୁରୀ ଓ ଭୁବନେଶ୍ୱରବାସୀଙ୍କୁ ୧୩ କୋଟିର ଚୂନ ଲଗାଇଛନ୍ତି ସାଇବର ଠକ

ଭୁବନେଶ୍ୱର-ଚଳିତ ବର୍ଷକ ଭିତରେ ପୁରୀ ଓ ଭୁବନେଶ୍ୱରର ସାଧାରଣ ଲୋକଙ୍କୁ ପ୍ରାୟ ୧୩ କୋଟି ଟଙ୍କାର ଚୂନ ଲଗାଇଛନ୍ତି ସାଇବର ଠକ। ରାଜଧାନୀ ଭୁବନେଶ୍ୱର ସାଇବର ଥାନାର ସୂଚନା ମୁତାବକ, ଚଳିତ ବର୍ଷ ୧୨ କୋଟି ୯୬ ଲକ୍ଷ ୩୫ ହଜାର … Read More

ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ,ରାହୁଲ ପିଆରଙ୍କୁ ଜଗତସିଂହପୁର ବଦଳି

ଭୁବନେଶ୍ୱର:- ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ୨୦୦୯ ବ୍ୟାଚ୍‌ର ୩ ଜଣ ଆଇପିଏସ୍‌ଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଥିବା ବେଳେ ୧୧ ଜିଲ୍ଲାରେ ନୂଆ ଏସ୍‌ପିମାନଙ୍କୁ ଅବସ୍ଥାପିତ କରାଯାଇଛି। ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି … Read More