ବଢ଼ୁଛି ଅତ୍ୟାବଶ୍ୟକ ସାମଗ୍ରୀର ଦର,ମୁଣ୍ଡରେ ହାତ ଦେଇ ବସିଲେଣି ଗ୍ରାହକ

ଭୁବନେଶ୍ୱର:-ବଢ଼ୁଛି ଅତ୍ୟାବଶ୍ୟକ ସାମଗ୍ରୀର ଦର । ଆଳୁ ୨ ମାସରେ ଡବଲ୍ ହେଲାଣି । ତେଲ ଦେଢ଼ଗୁଣା ମହଙ୍ଗା ହୋଇଛି।  ଲଗାତର ଦର ବୃଦ୍ଧି ଖାଉଟି ଏବଂ ଖୁଚୁରା ବ୍ୟବସାୟୀଙ୍କୁ ଖୁବ୍ ବାଧୁଛି । ଅନ୍ୟପଟେ ସରକାରଙ୍କ ଦୂରଦୃଷ୍ଟି ଏବଂ ଆନ୍ତରିକତାର … Read More

ଆନ୍ଦୋଳନ ଲାଗି ୨୦ ହଜାର ଚାଷୀଙ୍କ ବିରୋଧରେ FIR, କଂଗ୍ରେସ କହିଲା ନିନ୍ଦନୀୟ

ନୂଆଦିଲ୍ଲୀ :-ସଂଶୋଧିତ କୃଷି ଆଇନ-୨୦୨୦କୁ ନେଇ ମିଳିତ ଚାଷୀ ସଂଘର୍ଷ ସମିତିର ‘ଦିଲ୍ଲୀ ଚଲୋ’ ଆହ୍ୱାନ ରାଜଧାନୀରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି। ତେବେ ଆନ୍ଦୋଳନକୁ ଦିଲ୍ଲୀ ପହଞ୍ଚିବାରେ ରୋକିବା ଲାଗି ହରିୟାଣା ସରକାର ୨୦ ହଜାରରୁ ଅଧିକ ଚାଷୀଙ୍କ ବିରୋଧରେ … Read More

ପୂର୍ବତନ ଆଇଏଏସ ଅଫିସରଙ୍କ ୨୭ କୋଟିରୁ ଅଧିକ ସଂପତ୍ତି ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ରାୟପୁର :- ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଛତିଶଗଡର ପୂର୍ବତନ ପ୍ରଶାସନିକ ଅଧିକାରୀ ବାବୁଲାଲ ଅଗ୍ରଓ୍ଵାଲଙ୍କ ୨୭ କୋଟିରୁ ଅଧିକ ସଂପତ୍ତି ଜବତ କରିଛି। ଆୟବର୍ହିଭୂତ ସଂପତ୍ତି ଠୁଳ ଓ ମନି ଲଣ୍ଡରିଂ ମାମଲାରେ କେନ୍ଦ୍ରୀୟ ଏଜେନ୍ସି ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ୧୯୮୮ ବ୍ୟାଚର … Read More

ଜଷ୍ଟିସ ବିକେ ପଟେଲ ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ

ଭୁବନେଶ୍ୱର;-ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିକେ ପଟେଲଙ୍କୁ ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଆଜି ଏନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇଛି। ଜଷ୍ଟିସ ବିପି ଦାଶ ଚଳିତମାସ ୧୪ତାରିଖରେ ଅଧ୍ୟକ୍ଷ ପଦବୀରୁ ଅବସର ନେବାପରେ ଏହି ପଦ … Read More

ବିଜେଡି ବିଧାୟକଙ୍କ ଝିଅଙ୍କୁ ବାହା ହୋଇଥାନ୍ତେ ଅଭୟଙ୍କ କୋଟିପତି ପୁଅ,

ଭୁବନେଶ୍ୱର :- ଆସନ୍ତା ଡିସେମ୍ବରରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅର ହାତ ଧରିଥାନ୍ତେ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ। କିନ୍ତୁ ତା’ ପୂର୍ବରୁ ଖେଳ ଖତମ୍। ତିନିଦିନର ଘନଘନ ରେଡ୍ ପରେ କୋଟି କୋଟି … Read More

ଡିସେମ୍ବର ପହିଲାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

ଭୁବନେଶ୍ୱର:- ଆସନ୍ତା ଡିସେମ୍ବର ୧ତାରିଖରୁ ରାଜ୍ୟର ସମସ୍ତ ମେଡିକାଲ କଲେଜ ଖୋଲିବ ଓ ପାଠପଢ଼ା ସ୍ୱାଭାବିକ ହେବ। ଏନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶ ଜାରି ହୋଇଛି। ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ … Read More

ବେଙ୍ଗାଲୁରୁରୁ ଲୁଟ୍, ବାଲେଶ୍ବରରୁ ଜବତ : ଚାଉଳ ଡବାରୁ ମିଳିଲା ୪ଲକ୍ଷ ଟଙ୍କା

ସୋର:- ବେଙ୍ଗାଲୁରୁରୁ ଚୋରୀ ହୋଇଥିବା ୪ ଲକ୍ଷ ଟଙ୍କା ଜବତ ହେଲା । ଚାଉଳ ଡବାରୁ ଏହି ଟଙ୍କା ମିଳିଥିବା ଜଣାପଡିଛି । ଅଭିଯୋଗରେ ଜଣେ ଗିରଫ । ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ବାଲିଖଣ୍ଡ ଅଞ୍ଚଳର … Read More

IIFL ଲୁଟ୍‌ ଘଟଣା: ବନ୍ଧା ହେଲେ ୨ ସୁନା ଦୋକାନୀ

କଟକ:-କଟକ ନୟାସଡକସ୍ଥିତ IIFL ଫାଇନାନ୍ସ କମ୍ପାନୀରୁ ଲୁଟ ଘଟଣାରେ ଆଉ ଦୁଇ ଜଣଙ୍କୁ ଗିରଫ କଲା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ମଙ୍ଗଳାବାଗ ଥାନା ଅଞ୍ଚଳର ସରୋଜ ପୃଷ୍ଟି ଓ ଆଲାମଚାନ୍ଦ ବଜାରର ଲଳିତ କୁମାର ଶୋଧି । ଏ … Read More

ରାଜ୍ୟରେ ଚିହ୍ନଟ ହେଲେ ୫୫୦ କରୋନା ସଂକ୍ରମିତ, ୩୧୭୭୮୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର:– ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୫୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା … Read More

ମନ୍ତ୍ରୀଙ୍କୁ ଘଣ୍ଟ ଘୋଡାଉଛନ୍ତି ମୁଖ୍ୟମନ୍ତ୍ରୀ: ପ୍ରଦୀପ୍ତ

ଭୁବନେଶ୍ୱର:-ବିଧାନସଭାରେ ଆଜି ବି ପରୀ ହତ୍ୟା ଘଟଣାକୁ ନେଇ ତୁମ୍ବିତୋଫାନ ହୋଇଛି । ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଛନ୍ତି । ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଘଣ୍ଟ ଘୋଡାଉଥିବା ନେଇ ବିଜେପି ଅଭିଯୋଗ କରିଛି । ଏଥିସହ … Read More