ଡେପୁଟି ମ୍ୟାନେଜର ଗୟା ସାଁତରାଙ୍କ ଘରୁ ମିଳିଲା ନଗଦ ୧.୬ କୋଟି ଟଙ୍କା,ଭିଜିଲାନ୍ସ ଇତିହାସରେ ଗୟା ହେଉଛନ୍ତି ଚତୁର୍ଥ ବ୍ୟକ୍ତି

ଭୁବନେଶ୍ୱର:-ଭିଜିଲାନ୍ସ ଜାଲରେ ପଡ଼ିଥିବା ଇଡ୍‌କଲ୍‌ର ଡେପୁଟି ମ୍ୟାନେଜର ଗୟା ସାଁତରାଙ୍କ ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ସ୍ଥିତ ଘରୁ ବୁଧବାର ମିଳିଛି ୧ କୋଟି ୬ ଲକ୍ଷ ୪୪ ହଜାର ୫୦୦ ଟଙ୍କା। ଓଡ଼ିଶା ଭିଜିଲାନ୍ସ ଇତିହାସରେ ଗୟା ସାଁତରା ହେଉଛନ୍ତି ଚତୁର୍ଥ … Read More

ଫରେଷ୍ଟ ରେଞ୍ଜ ଅଫିସରଙ୍କ ୨.୪୫ କୋଟିରୁ ଅଧିକ ସମ୍ପତ୍ତି ଠାବ

ଭୁବନେଶ୍ୱର :-ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ କ୍ରମେ ଭିଜିଲାନ୍ସ ପକ୍ଷରୁ ବୁଧବାର କଳାହାଣ୍ଡି ଜିଲ୍ଲା କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର୍ କେଶବ ମାଝୀଙ୍କ ଘର ସମେତ ମୋଟ ୪ଟି ଠିକଣାରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ତାଙ୍କର ୨.୪୫ … Read More

-୩ ଅବସରପ୍ରାପ୍ତ ଯନ୍ତ୍ରୀଙ୍କୁ ୩ବର୍ଷ ଜେଲ୍ ଦଣ୍ଡ,-ଇନ୍ଦ୍ରlବତୀ ପକଳ୍ପ ନାଁରେ ମିଥ୍ୟ ବିଲ୍ କରି ଟଙ୍କା ହଡପ କରିଥିଲେ

ଭୁବନେଶ୍ୱର:- ଅପର ଇନ୍ଦ୍ରାବତୀ ପ୍ରକଳ୍ପରେ ଜାଲିଆତି କରିବା ମାମଲାରେ ୩ଅଧିକାରୀଙ୍କୁ ଜୟପୁର ଭିଜିଲାନ୍ସ କୋର୍ଟ ସଜା ଶୁଣାଇଛନ୍ତି । ସେମାନଙ୍କୁ ୩ବର୍ଷ ଜେଲ ଦଣ୍ଡ ସହ ୫୦ ହଜାର ଟଙ୍କା ଜରୀମାନା ଶୁଣାଇଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୬ … Read More

-ଆରବିଆଇରୁ ୨୦ ହଜାର ଟଙ୍କା ଚୋରି, ଚୋରି ପଛରେ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ହାତ

ଭୁବନେଶ୍ୱର,୨୧ ।୧୨:  ଆରବିଆଇରୁ ୨୦ ହଜାର ଟଙ୍କା ଚୋରି ହୋଇଛି । ଟଙ୍କା ଅନ୍ୟ ବ୍ୟାଙ୍କ୍‌କୁ ଯିବା ପୂର୍ବରୁ ତାହା ଗଣାଯିବା ସମୟରେ ଏଭଳି ଚୋରି ହୋଇଥିବା ଜଣାପଡିଥିଲା । ଆରବିଆଇର ଆସିଷ୍ଟାଣ୍ଟ ଜିଏମ୍ ତଥା କୋଷାଧ୍ୟକ୍ଷ ପ୍ରଦୀପ କୁମାର ସେଠି … Read More

ସାଵଧାନ ଷ୍ଟେସନବଜାର ମଦ ମାଫିଆ, ବୁଲୁଛି ଥାନା ଅଧିକାରୀଙ୍କ ଖଣ୍ଡା, ଦୁଇ ବେପାରୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର:(ଆମ ପ୍ରତିନିଧି)-ସାଵଧାନ ଷ୍ଟେସନ ବଜାର ମଦ ମାଫିଆ। ବୁଲୁଛି ଲଷ୍ମୀସାଗର ଥାନା ଅଧିକାରୀ ଓମ ପ୍ରକାଶ ମହାନ୍ତିଙ୍କ ଖଣ୍ଡା। ଆଉ ବରଦାସ୍ତ କରାଯିବନି। ଯେତିକି ବିକିଲ ବହୁତ ହୋଇଗଲା। ଚୋରା ମଦ ବିକିଲେ ଝାରପଡା ଜେଲକୁ ଯିବାକୁ ପଡ଼ିବ। ଏଭଳି ଭାବରେ … Read More

ଡିସିପିଙ୍କ ବୋପା ମୋ ପକେଟରେ, ମୋର ସେ ଛୋ……

ଭୁବନେଶ୍ୱର:(ବ୍ୟୁରୋ)- ବହୁ ଚର୍ଚ୍ଚିତ ଲଷ୍ମୀସାଗର ଥାନା ଏସିପି ଅଫିସରେ ଥିବା asiଙ୍କ କଳାକରନାମା ପଦାରେ ପଡୁଛି। ହେଲେ ବାବୁ ଜଣଙ୍କର କାହାରୀଙ୍କୁ ଭୟ ନାହିଁ। ନା ଏସିପିଙ୍କୁ ଅଛି, ନା ଡ଼ିସିପିଙ୍କୁ ଅଛି। ତାଙ୍କର ଦ୍ରୁନୀତି ସମ୍ପର୍କରେ ଖବର ନେସନ ବାଇଟରେ … Read More

ଦ୍ରୁନୀତିଗ୍ରସ୍ତ ଏଏସଆଇ ଓ ସ୍ପେଶାଲ ସ୍କ୍ୱାର୍ଡର କନଷ୍ଟେବଳ ପାଇଁ ବଦନାମ ହେଉଛି କମିଶନରେଟ ପୋଲିସ

ଭୁବନେଶ୍ୱର,(ବ୍ୟୁରୋ): କମିଶନରେଟ ପୋଲିସ ନୂଆ ଡିସିପି ଆସିବା ପରେ କିଛି ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ତାହା ସବୁ ଭୁଲ ସାବ୍ୟସ୍ତ ହୋଇଛି। ଏଠାରେ ସବୁ ଦୁର୍ନୀତି ଗ୍ରସ୍ତ ଅଫିସର ଏଠି ମୁଣ୍ଡି ସାଜିଛନ୍ତି। ଏପରିକି ଥାନା ଅଧିକାରୀ … Read More

ପଳାଶୁଣିରେ ଫୁଟିଲା ବୋମା

ଭୁବନେଶ୍ୱର:- ଅଶାନ୍ତ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ୱର। କେତେବେଳେ ବିଚ୍‌ ରାସ୍ତାରେ ଗୁଳି ଫୁଟୁଛି ତ ଆଉ କେତେବେଳେ  ବୋମାମାଡ଼  ହେଉଛି।  କିଛି ଦିନ ହେବ ରାଜଧାନୀ ଛାତି ଉପରେ ଯେପରି ଅପରାଧୀ ମାନେ ତାଣ୍ଡବ ରଚି ଚାଲିଛନ୍ତି। ଏପରି  ସମାନ ଘଟଣା  … Read More

ଉପକୂଳ ଓଡ଼ିଶାର ମନ୍ଦିର ଉପରେ ଆନ୍ତଃରାଷ୍ଟ୍ର ମୂର୍ତ୍ତି ଚୋରଙ୍କ ନଜର,୧୧ବର୍ଷରେ ୫୪୦ ମୂର୍ତ୍ତି ଚୋରି ମାମଲା

ଭୁବନେଶ୍ୱର (ରିପୋର୍ଟ:-ସୁଶାନ୍ତ ପାତ୍ର) : -ରାଜଧାନୀ ଉପକଣ୍ଠ ଟଙ୍କପାଣି ମନ୍ଦିରରୁ ୮ଟି ଅଷ୍ଟଧାତୁ ମୂର୍ତ୍ତି ଚୋରି ହେବା ପରେ ପୁଣି ଓଡ଼ିଶାରେ ମୂର୍ତ୍ତି ଚୋରି ରାକେଟ୍ ସକ୍ରିୟ ଥିବା ସ୍ପଷ୍ଟ ହୋଇଛି । ଚୋରି ହୋଇଥିବା ମୂର୍ତ୍ତି ବହୁ ପୁରାତନ ହୋଇଥିବାରୁ … Read More

ଡିଜିଟାଲ ରିଭଲ୍ୟୁସନ୍ ଆଳରେ ଦେଢ କୋଟି ଠକେଇ,ମାଷ୍ଟରମାଇଣ୍ଡ ପ୍ରନ୍ସକୁ ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର:- ଠକେଇ କରିବା ମାମଲାରେ ଇଓଡବ୍ଲ୍ୟୁ(ଅର୍ଥନୈତିକ ଅପରାଧ ଶାଖା) ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଡିଜିଟାଲ ରିଭଲ୍ୟୁସନ ଟେକ୍ନୋଲୋଜି ମୁଖ୍ୟ ପ୍ରିନ୍ସ କୁମାର । ତା ଘର ବିହାର ମୁଜାଫରପୁର । ତାକୁ ଇଓଡବ୍ଲ୍ୟୁ … Read More