ଭୁବନେଶ୍ୱରରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୧୦୦ ଟପିଲା
ଭୁବନେଶ୍ୱର;= ଆଜି ରାଜଧାନୀ ଭୁବନେଶ୍ୱରରୁ ୧୦୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୧ କ୍ୱାରେଣ୍ଟିନରେ ଥିବା ବେଳେ ଲୋକାଲ କେସ୍ ୮୦ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଟ୍ୱିଟ୍ କରିଛି। ଦୀଘେ ୫ ମାସ ପରେ ଭୁବନେଶ୍ୱରରେ କୋଭିଡ୍ … Read More










