ହାଇଟେକ୍ ଠକ ସ୍କୃତିରଞ୍ଜନ ବନ୍ଧା ହେବା ମାମଲା,ଆକାଉଣ୍ଟ ଯାଞ୍ଚ ପାଇଁ ୩ଟି ବ୍ୟାଙ୍କ୍କୁ ଚିଠି
ଭୁବନେଶ୍ୱର :- ନକଲି ପରିଚୟପତ୍ର ଦେଇ ଅନ୍ୟା ନାମରେ ବ୍ୟାଙ୍କ୍ରୁ ଋଣ ଉଠାଇବା ମାମଲାରେ ଗିରଫ ହୋଇଥିବା ସ୍କୃତିରଞ୍ଜନ ସାହୁଙ୍କ(୩୭)ଙ୍କ ନାମରେ ପୁଣି ମଞ୍ଚେଶ୍ୱର ଥାନାରେ ୩ଟି ଅଭିଯୋଗ ହୋଇଛି । ଏକାଧିକ ଲୋକଙ୍କୁ ଚାକିରି ଏବଂ ଲୋନ୍ କରାଇବା ଆଳରେ … Read More










