ଓଡ଼ିଶାରୁ କୋଟି କୋଟି ଟଙ୍କା ଠକି ପଶ୍ଚିମବଙ୍ଗରେ ଛପିଥିଲା, ଗିରଫ କରିଛି EOW

ଭୁବନେଶ୍ୱର:-ଓଡ଼ିଶାରେ କୋଟି କୋଟି ଟଙ୍କା ଠକେଇ କରି ପଶ୍ଚିମବଙ୍ଗରେ ଛପି ରହିଥିଲା ଚିଟ୍‌ଫଣ୍ଡ ଠକ। ଦୀର୍ଘ ଦିନର ଲୁଚକାଳି ପରେ ଜାଲରେ ପଡ଼ିଛି ଚିଟ୍‌ଫଣ୍ଡ ଠକ। ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(EOW) ଚିଟ୍‌ଫଣ୍ଡ କମ୍ପାନୀ ମାସ୍‌ ଇନଫ୍ରା ରିଆଲିଟି ଲିମିଟେଡ୍‌ର … Read More

ହୀରାନୀଳା କଲେଜର ପୂର୍ବତନ ଅଧ୍ୟକ୍ଷ ଗିରଫ

ଭବାନୀପାଟଣା:-କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁରରେ ଥିବା ହୀରାନୀଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ରମେଶ ସାହୁ ଗିରଫ ହୋଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ରମେଶଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରାଯାଇଥିଲା। କଳାହାଣ୍ଡି … Read More

ପୁଣି ୫ଟି ସହରରେ ଯୁଦ୍ଧବିରତି ଘୋଷଣା କଲା ଋଷିଆ

ୟୁକ୍ରେନ:-ୟୁକ୍ରେନ- ରୁଷିଆ ମଧ୍ୟରେ ଜାରି ରହିଛି ଯୁଦ୍ଧ । ୟୁକ୍ରେନ ମାଟିରେ ଚାଲିଥିବା ଏହି ଭୟଙ୍କର ପରିସ୍ଥିତିରେ ଫସି ରହିଛନ୍ତି ଦେଶ ବିଦେଶର ଅନେକ ଲୋକ । ସେମାନଙ୍କୁ ଉଦ୍ଧାର ପାଇଁ ବିଭିନ୍ନ ଦେଶର ଚାପ ରୁଷିଆ – ୟୁକ୍ରେନ ଉପରେ … Read More

ୟୁକ୍ରେନରୁ ଫେରିଲେ ଆଉ ୪୮ଜଣ ଓଡ଼ିଆ ଛାତ୍ରଛାତ୍ରୀ

ଭୁବନେଶ୍ୱର:- ୟୁକ୍ରେନରୁ ଫେରିଲେ ଆଉ ୪୮ ଓଡ଼ିଆ ମେଡିକାଲ ଛାତ୍ରଛାତ୍ରୀ । ଗତକାଲି ରାତି ଓ ଆଜି ସକାଳେ ଖାରକିଭ୍ ସହରରୁ ପୋଲାଣ୍ଡ ସୀମା ଦେଇ ସି-୧୭ ବିମାନରେ ଏମାନେ ଦିଲ୍ଲୀରେ ପହଞ୍ଚିଛନ୍ତି । ଦିଲ୍ଲୀରୁ ଇଣ୍ଡିଗୋ ବିମାନ ଯୋଗେ ଓଡ଼ିଶା … Read More

ଭୋ ଭୋ ହୋଇ କାନ୍ଦୁଛନ୍ତି ନକଲି ଡାକ୍ତର : ଭାଇରାଲ୍ ହେଉଛି ଭିଡିଓ

ଭୁବନେଶ୍ୱର: ସାମ୍ନାକୁ ଆସିଲା ରମେଶ ସ୍ୱାଇଁଙ୍କ କାନ୍ଦ ଭିଡିଓ । ଠକେଇ ଶିକାର ହୋଇଥିବା ମହିଳାଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ କରୁଥିଲା ଅସୁସ୍ଥ ନାଟକ । ରିମାଣ୍ଡରେ ଭୂଆଁ ବୁଲାଥିବା ବେଳେ ମିଛ ଧରିବାକୁ ପଲିଗ୍ରାଫ ଟେଷ୍ଟ ପାଇଁ କୋର୍ଟରେ … Read More

କୁକୁର ସହିତ କୁନି ଝିଅର ବାହାଘର,ବର ବେଶରେ ସଜେଇ ହୋଇଛି କୁକୁର

କାମାକ୍ଷାନଗର : ବର ବେଶରେ ସଜେଇ ହୋଇଛି କୁକୁର। ଆଉ ବଧୂ ସଝିଛି କୁନି ଝିଅ। ଧୂମ୍‌ଧାମରେ ଚାଲିଛି କୁକୁର ସହିତ ନାବାଳିକାର ବାହାଘର। ଆଜି ଏପରି ଅଜବ ବାହାଘର ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଭଳି ଆଦିବାସୀ ଅଞ୍ଚଳରେ ଦେଖିବାକୁ ମିଳିଛି। … Read More

ପୁରୀ ଆନ୍ତର୍ଜାତିକ ବିମାନ ବନ୍ଦର: ଅନୁଧ୍ୟାନ କଲା ୭ ଜଣିଆ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର:-ପୁରୀରେ ଆନ୍ତର୍ଜାତିକ ଗ୍ରୀନଫିଲଡ୍ ବିମାନ ବନ୍ଦର ସ୍ଥାପନ ପାଇଁ ଓଡ଼ିଶା ସରକାର ଏପର୍ଯ୍ୟନ୍ତ ନିର୍ଦ୍ଧାରିତ ଫର୍ମାଟରେ ଆନୁଷ୍ଠାନିକ ପ୍ରସ୍ତାବ ପଠାଇବାରେ ସକ୍ଷମ ହୋଇନଥିବାବେଳେ ଆଜି ୭ଜଣିଆ କେନ୍ଦ୍ରୀୟ ଟିମ୍ ପ୍ରସ୍ତାବିତ ବିମାନ ବନ୍ଦର ପ୍ରକଳ୍ପ ସ୍ଥଳ ଅନୁଧ୍ୟାନ କରିଛନ୍ତି। ଏହାସହିତ ଜିଲ୍ଲା … Read More

ଆସିଲା ୫ ରାଜ୍ୟର ଏକଜିଟ୍ ପୋଲ୍, ଉତ୍ତରପ୍ରଦେଶରେ ବିଜେପି ୨୮୮ରୁ ୩୨୬ ବିଧାୟକ ସିଟ୍ ଜିତିପାରେ

ନୂଆଦିଲ୍ଲୀ:୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଆସିଛି ଏକଜିଟ୍ ପୋଲ୍ । ଅଧିକାଂଶ ଏକଜିଟ୍ ପୋଲ୍ ରିପୋର୍ଟରେ ୟୁପିରେ ପୁଣି ବିଜେପି ସରକାର ଗଠନ ହେବା ନେଇ ଆକଳନ କରାଯାଇଥିବାବେଳେ, ପଞ୍ଜାବରେ ପ୍ରଥମ କରି ଆପ୍ ସରକାର ଗଠନ ହେବା … Read More

ମହାକାଳପଡ଼ା ଗୁଳିକାଣ୍ଡ ପଛରେ ପ୍ରେମ ସମ୍ପର୍କ ,ସୁପାରୀ କିଲର ଭୁଲରେ ମାରି ଦେଇଥିବା ଚର୍ଚ୍ଚା

ମହାକାଳପଡା :-ମହାକାଳପଡା ଗୁଳିକାଣ୍ଡ ମାମଲାର ତଦନ୍ତ ଆଗେଇବା ସହ ନୂଆ ନୂଆ କଥା ସାମନାକୁ ଆସୁଛି । ଗୁଳିକାଣ୍ଡ ପଛରେ ପ୍ରେମ ସମ୍ପର୍କ ଥିବା ସୂଚନା ମିଳିଛି । ପୁଅ ଶୁଭକେଶଙ୍କୁ ମାରିବାକୁ ଆସିଥିିବା ସୁପାରୀ କିଲର ଭୁଲରେ ତାଙ୍କ ବାପାଙ୍କୁ … Read More

ଗଞ୍ଜେଇ ମାଫିଆ ଅନିଲଙ୍କ ୨କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି ହେବ, ଚିଠି ଲେଖିଲା ଏସଟିଏଫ୍

ଭୁବନେଶ୍ୱର:  ଆକ୍ସନ ମୋଡ଼ରେ ଏସଟିଏଫ । ଅନ୍ତର୍ଜାତୀୟ ଗଞ୍ଜେଇ ମାଫିଆ ଅନିଲ ପାଣ୍ଡେ ବିରୋଧରେ କାର୍ଯ୍ୟନୁଷ୍ଠାନ । ଆଲିସାନ ବଙ୍ଗଳା ଓ ସମ୍ପତ୍ତି ଦେଖି ତାଜୁବ ହେଲା ଟିମ । କୁଖ୍ୟାତ ନିଶା ବ୍ୟବସାୟୀ ଅନିଲ କୁମାର ପାଣ୍ଡିର ୨କୋଟି ସମ୍ପତ୍ତି … Read More