ଧର୍ମାନୁଷ୍ଠାନ ଖୋଲିବା ନେଇ ସରକାର ନିରବ: ପୁଣି ହାଇକୋର୍ଟରେ ରୁଜୁ ହେଲା ଆଉ ଏକ ମାମଲା

କଟକ:- ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବାକୁ ହାଇକୋର୍ଟ ଗତ ୧୦ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଇତିମଧ୍ୟରେ ୧୪ଦିନ ବିତି ଯାଇଥିଲେ ମଧ୍ୟ ରାଜ୍ୟ ସରକାର ଧର୍ମାନୁଷ୍ଠାନ ଖୋଲିବା ସଂକ୍ରାନ୍ତରେ କୌଣସି ନିଷ୍ପତ୍ତି ନେଇନାହାନ୍ତି … Read More

ମାନବ ପ୍ରେମୀଙ୍କ ମୃତ୍ୟୁ ମାମଲାରେ ହେବ ଲାଏ-ଡିଟେକ୍ସନ୍ ଟେଷ୍ଟ

ଭୁବନେଶ୍ବର:-ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ଖୋଳତାଡ଼ କରୁଥିବା କ୍ରାଇମବ୍ରାଂଚ ଥଳକୂଳ ପାଉନଥିବା ବେଳେ ଲାଏ ଡିଟେକ୍ସନ୍ ଟେଷ୍ଟ କରିବା ପାଇଁ ମନସ୍ଥ କରିଛି । ତଦନ୍ତ ଘେରରେ ଥିବା ସମସ୍ତ ବ୍ୟକ୍ତିଙ୍କ ଲାଏ ଡିଟେକ୍ସନ ଟେଷ୍ଟ ପାଇଁ ଫରେନସିକ ଡିପାର୍ଟମେଂଟକୁ … Read More

ଭୁବନେଶ୍ୱରରୁ ଆଜି ୨୬୭ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର – ଭୁବନେଶ୍ୱରରୁ ଆଉ ୨୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରାଣ୍ଟାଇନ୍‌ରୁ ୧୫୩ ଓ ସ୍ଥାନୀୟ ଆକ୍ରାନ୍ତ ୧୧୪ ଜଣ ରହିଛନ୍ତି । ସୂଚନା ଆଧାରରେ ନୂଆପଲ୍ଲୀରୁ ୧୪ ଜଣ ,  ଚନ୍ଦ୍ରଶେଖର ପୁରରୁ  ୮ଜଣ ,  … Read More

ଥାନାରେ ଯୋଗ ଦେବା ପରେ ଶରତଙ୍କୁ ବଡ଼ ସଫଳତା, ବୋମା ମାଡ଼ ଓ ହତ୍ୟା ମାମଲାରେ ଫେରାର ଥିବା ୫ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର:  ଗତ ଶୁକ୍ରବାର ନୟାପଲ୍ଲି ଥାନା ଅଧିକାରୀ ଭାବେ ଶରତ ସାହୁ ଦାଇତ୍ୱ ଗ୍ରହଣ କରିଥିଲେ। ଦାଇତ୍ୱ ନେବାର 3 ଦିନ ପରେ ଶରତ ସାହୁ ଏବେ ଆକ୍ସନ ମୁଡ଼କୁ ଆସିଛନ୍ତି। ଯାହା ଫଳରେ ଏବେ ଅପରାଧିଙ୍କ  ଭିତରେ ଛନକା ପଶିଛି। … Read More

ବିଦ୍ୟାଧରପୁର ଇଲାକାରେ ଚାଲିଥିଲା ସେକ୍ସ ରାକେଟ୍,ଅସଞ୍ଜତ ଅବସ୍ଥାରେ ଯୁବତୀ ଉଦ୍ଧାର

କଟକ:-କଟକ ସହରର ପୂର୍ବାଞ୍ଚଳ ବିଦ୍ୟାଧରପୁର ଇଲାକାରେ ଦୀର୍ଘ ଦିନ ହେଲା ଚାଲିଥିବା ଏକ ସେକ୍ସ ରାକେଟକୁ ଚାଉଳିଆଗଞ୍ଜ ଥାନା ପୁଲିସ ଠାବ କରିଛି । ଏହି ଘଟଣାରେ ଜଣେ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ପୁଲିସ ଜଣେ ଗ୍ରାହକ ସମେତ ରାକେଟ୍ … Read More

ଚାକିରି ଖୋଜୁଥିଲେ ହୋଇଯାଅନ୍ତୁ ସାବଧାନ, ଚାକିରୀ କରାଇ ଦେବାକୁ କହି କନ୍‌ସଲଟାନ୍‌ସି ସଂସ୍ଥା ଲୁଟୁଛନ୍ତି ଟଙ୍କା,

ଭୁବନେଶ୍ୱର: -ଲକ ଡାଉନ ଏବଂ ସଟଡାଉନ ଯୋଗୁ ଅନେକ ଲୋକେ ଚାକିରୀ ହରାଇଛନ୍ତି। ଲକଡାଉନ କୋହଳ ହେବା ପରେ ରାଜଧାନୀକୁ ଚାକିରି ଅନ୍ବେଷଣରେ ବିଭିନ୍ନ ଜିଲ୍ଲାର ଯୁବକଯୁବତୀ ଅାସୁଛନ୍ତି। ହେଲେ ଅନେକ ଠକ ସେମାନଙ୍କୁ ଚାକିରୀ ଦେବା ଆଳରେ ଠକେଇ କରୁଛନ୍ତି। … Read More

ରାଜ୍ୟ ସରକାରଙ୍କୁ ଭିଜିଲାନ୍ସ ବିଭାଗ ମାଗିଲେ ଲୋକାୟୁକ୍ତ

ଭୁବନେଶ୍ୱର:–ରାଜ୍ୟ ସରକାରଙ୍କୁ ଭିଜିଲାନ୍ସ ବିଭାଗ ମାଗିଲେ ଲୋକାୟୁକ୍ତ । କାରଣ ଅନେକ ସମୟରେ ଆସୁଥିବା ଅନେକ ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ଭିଜିଲାନ୍ସର ସହାୟତା ଲୋଡୁଛନ୍ତି ଓଡିଶା ଲୋକାୟୁକ୍ତ । ତେଣୁ ଏହାକୁ ସିଧାସଳଖ ନିଜ ଅଧିନକୁ ନେବା ପାଇଁ ପ୍ରସ୍ତାବ … Read More

ଭୁବନେଶ୍ୱରରୁ ଆଉ ୨୯୫ କରୋନା ପଜିଟିଭ୍ ଚିହ୍ନଟ, ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ଟପିଲା

ଭୁବନେଶ୍ୱର,:- ଭୁବନେଶ୍ୱରରୁ ଶନିବାର ୨୯୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୦୧୫ରେ ପହଁଚିଛନ୍ତି । ଶନିବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୫୩ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମିତ ହେଉଛନ୍ତି ୧୪୨ । … Read More

ଭୁବନେଶ୍ୱରରେ ଶୀର୍ଷକୁ ଛୁଉଁଛି କରୋନା ସଂକ୍ରମଣ, ସତର୍କ ରହିବାକୁ ବିଏମସି କମିସନରଙ୍କ ପରାମର୍ଶ

ଭୁବନେଶ୍ୱର:-ଏବେ ସଂକ୍ରମଣର ଶୀର୍ଷରେ ରହିଛି ରାଜଧାନୀ । ଏଭଳି ସୂଚନା ଦେଇଛନ୍ତି ବିଏମସି କମିଶନର । ଭୁବନେଶ୍ୱରରେ ଅଧିକରୁ ଅଧିକ ଟେଷ୍ଟ କରିବାକୁ ଦିଆଯାଉଛି ଗୁରୁତ୍ୱ । ବର୍ତମାନ ଦିନକୁ ପ୍ରାୟ ୩ ହଜାରରୁ ଅଧିକ ଟେଷ୍ଟ କରାଯାଉଛି । ତେବେ … Read More

ରାଜଧାନୀରେ ପୁଣି ୧୪ ପୁଲିସ କର୍ମଚାରୀ ସଂକ୍ରମିତ

ଭୁବନେଶ୍ବର:- ସହରରେ ଆଉ ୧୪ ପୁଲିସ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ୮ଜଣ ଟ୍ରାଫିକ୍‌ ପୁଲିସ, ରିଜର୍ଭ ପୁଲିସ କଲୋନୀରୁ ୪ଜଣ ଆକ୍ରାନ୍ତ ବାହାରିଛନ୍ତି । ପୂର୍ବରୁ ମଧ୍ୟ ଏକାଧିକ ପୁଲିସ କର୍ମଚାରୀ ଆକ୍ରାନ୍ତ ବାହାରିଥିଲେ । ସେହିଭଳି ଏନ୍‌ଟିପିସି ଭୁବନେଶ୍ୱର … Read More