ରେଳଲାଇନରୁ ମିଳିଲା ଆଦିତ୍ୟଙ୍କ ମୃତଦେହ,

ଭୁବନେଶ୍ୱର;-ଯୁବପିଢ଼ିଙ୍କୁ ମୋଟିଭେସନାଲ ସ୍ପିଚ୍ ଦେଇ ବଞ୍ଚିବାକୁ ରାହା ଦେଖାଉଥିବା ଆଦିତ୍ୟ ଚିରଦିନ ଲାଗି ଆଖି ବୁଜିଦେବେ। ସୋଶାଲ ମିଡିଆରେ ଖୁବ୍ ସକ୍ରିୟ ମୋଟିଭେସନାଲ ସ୍ପିକର ତଥା ସମାଜିକ କର୍ମୀ ମାନବପ୍ରେମୀ ଆଦିତ୍ୟ ଦାଶ ଆଉ ନାହାନ୍ତି। ଘଟଣା ଜଣାପଡ଼ିବା ପରେ ଆଦିତ୍ୟଙ୍କ ହଜାର … Read More

ଓଏଏସ ଅଧିକାରୀଙ୍କୁ ପ୍ରେମ ପ୍ରେମ ଜ୍ୱର, ପଠାଉଥିଲେ ଅଶ୍ଲୀଳ ଭିଡିଓ

ଭୁବନେଶ୍ୱର:-ବାବୁଙ୍କୁ ପ୍ରେମ ଜ୍ୱର। ପ୍ରେମରେ ପାଗଳ ହୋଇ ପଠାଉଥିଲେ ଅଶ୍ଳୀଳ ମେସେଜ୍‌। ଏକପାଖିଆ ଭଲ ପାଇ ଜଣେ ଅଧସ୍ଥନ ମହିଳା କର୍ମଚାରୀଙ୍କୁ ଦେଉଥିଲେ ମାନସିକ ନିର୍ଯାତନା। ଆୟୁଷ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀଙ୍କ ନାଁରେ ଆସିଛି ଏମିତି  ସଙ୍ଗୀନ ଅଭିଯୋଗ।  ଆୟୁଷ ବିଭାଗରେ … Read More

କଟକ ଭୁବନେଶ୍ୱର ମଧ୍ୟରେ ଲେନ୍‌ ଡ୍ରାଇଭିଂ ପାଇଁ ପ୍ରସ୍ତାବ,ବଦଳିବ ଡ୍ରାଇଭିଂ ତରିକା

ଭୁବନେଶ୍ୱର:-କଟକ ଭୁବନେଶ୍ୱର ମଧ୍ୟରେ ଲେନ୍‌ ଡ୍ରାଇଭିଂ ପାଇଁ ପ୍ରସ୍ତାବ ରହିଛି। ଗୃହ ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖି ଏହି ପ୍ରସ୍ତାବ ଦେଇଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ। ସେ କହିଛନ୍ତି, NH ୧୬ର ଉଭୟ ପଟେ ତିନିଟି ଲେଖାଏଁ ଲେନ୍ … Read More

ବାହାରୁ କେହି କଟକ ଆସିଲେ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ

କଟକ:-ବାହାରୁ କେହି କଟକ ସହରକୁ ଆସିଲେ ୧୪ ଦିନ କ୍ୱାରେଣ୍ଟିନ ବାଧ୍ୟତାମୂଳକ ହୋଇଛି। କେବଳ କଟକ ନୁହେଁ ୫ଟି ଜିଲ୍ଲାରୁ ଆସିଲେ ମଧ୍ୟ କ୍ୱାରେଣ୍ଟିନ୍‌ରେ ରହିବାକୁ ହେବ। ସେହିଭଳି କଟକର ୫ଟି ବ୍ଲକରୁ ଆସିଲେ କ୍ୱାରେଣ୍ଟିନ ବାଧ୍ୟତାମୂଳକ କରାଯାଇଛି। ଏନେଇ CMC … Read More

ଆମାଜନ୍‌ ପ୍ରାଇମ୍‌ ଭିଡିଓରେ ଷ୍ଟ୍ରିମିଂ ପାଇଁ ସ୍ଥାନ ପାଇଲା ଓଡ଼ିଆ ଫିଲ୍ମ ‘କୋଟପାଡ ୱେଭିଂ

ଭୁବନେଶ୍ୱର”=ପ୍ରାମାଣିକ ଚିତ୍ର ‘କୋଟପାଡ ୱେଭିଂ: ଦ ଷ୍ଟୋରୀ ଅଫ୍‌ ଏ ରେସ୍‌ ଏଗେନ୍‌ଷ୍ଟ ଟାଇମ୍‌’ ଆମାଜନ୍‌ ପ୍ରାଇମ୍‌ ଭିଡିଓରେ ଷ୍ଟ୍ରିମିଂ ପାଇଁ ସ୍ଥାନ ପାଇଛି । ସିନେ ନିର୍ମାତା ବିଶ୍ୱନାଥ ରଥଙ୍କ ପ୍ରସ୍ତୁତ ଏହି ଫିଲ୍ମଟି ଆମେରିକା, ଇଂଲଣ୍ଡ, କାନାଡ଼ା, ଅଷ୍ଟ୍ରେଲିଆ … Read More

ତୁମୁଡିବନ୍ଧରେ ପୁଲିସ-ମାଓବାଦୀ ଗୁଳିବିନିମୟ: ସୁରକ୍ଷାକର୍ମୀଙ୍କ ଗୁଳିରେ ୪ କ୍ୟାଡର ମାଓବାଦୀ ମୃତ; ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ଭୁବନେଶ୍ୱର :-କନ୍ଧମାଳ ତୁମୁଡିବନ୍ଧରେ ପୁଲିସ-ମାଓବାଦୀ ଗୁଳିବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିରେ ୪ କ୍ୟାଡର ମାଓବାଦୀ ମୃତ ହୋଇଛନ୍ତି । କନ୍ଧମାଳ ଏସପି ପ୍ରତୀକ ସିଂ ଏନେଇ ସୂଚନା ଦେଇଛନ୍ତି । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । କନ୍ଧମାଳ ତୁମୁଡିବନ୍ଧ … Read More

ରାଜଧାନୀରେ ଡବଲ ମର୍ଡର

ଭୁବନେଶ୍ୱର:-ରାଜଧାନୀରେ ଡବଲ ମର୍ଡର । ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଳାଶୁଣି ଗଙ୍ଗୁଆ ବସ୍ତିରେ ସ୍ୱାମୀର ଫାର୍ସା ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି । ତେବେ ମହିଳାଙ୍କ ସଂପର୍କୀୟମାନେ ସ୍ୱାମୀଙ୍କୁ ହତ୍ୟା କରି ଗଙ୍ଗୁଆ ନାଳରେ ଫିଙ୍ଗି ଦେଇଥିବା ଆଲୋଚନା ହେଉଛି । … Read More

୬ରୁ ଖୋଲିବ ଖଣ୍ଡଗିରି, ଉଦୟଗିରି

ଭୁବନେଶ୍ୱର :-ଜୁନ୍‌ ୬ ତାରିଖରୁ ଖୋଲିବ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା । ଏନେଇ ASI ନିଷ୍ପତ୍ତି ନେଇଛି। ଏହାସହ ୬ ତାରିଖରୁ ରାଜାରାଣୀ ମନ୍ଦିର, ବାରବାଟୀ ଦୁର୍ଗ, ଲଳିତଗିରି, ରତ୍ନଗିରି, ଝରିଆଲ ଚଉଷଠି ଯୋଗିନୀ ମନ୍ଦିର, ଅସୁରଗଡ଼ ଦୁର୍ଗ ଓ … Read More

ଜୁଲାଇ ୩୧ ଯାଏଁ ବାହାର ଶ୍ରମିକଙ୍କୁ ରାଜଧାନୀ ମନା

ଭୁବନେଶ୍ବର:-ଅନ୍ୟ ରାଜ୍ୟରୁ ଆସି ଭୁବନେଶ୍ୱରରେ ଥିବା ଶ୍ରମିକ ଅଧିକ ସଂଖ୍ୟାରେ ପଜିଟିଭ୍‌ ବାହାରୁଛନ୍ତି । ଶୁକ୍ରବାର ସୁଦ୍ଧା ମଞ୍ଚେଶ୍ୱର ଶିଳ୍ପାଞ୍ଚଳରୁ ଏକ ବିଲ୍ଡିଂରେ ଥିବା ୩୪ଶ୍ରମିକ ଆକ୍ରାନ୍ତ ଚିହ୍ନଟ ହେଲେଣି । ଏହାକୁ ଦୃଷ୍ଟିରେ ରଖି ବାହାର ରାଜ୍ୟର ଶ୍ରମିକଙ୍କୁ ରାଜଧାନୀ … Read More

ମହଙ୍ଗା ପଡ଼ିଲା କଟକଣାକୁ ଫୁ କରି ଖଟି କରିବା, ଗଣିଲେ ୫ ହଜାର ଟଙ୍କା ଫାଇନ୍‌

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ସଟ୍‌ଡାଉନ୍‌ କଟକଣାକୁ ଫୁ କରି ଖଟି କରିବା। ସଟ୍‌ଡାଉନ୍‌ ବେଳେ ଭୁବନେଶ୍ୱର ଜୟଦେବ ଭବନ ସ୍ଥିତ ଓମ୍‌ଫେଡ୍ ପାର୍ଲର ସାମ୍ନାରେ ଖଟି କରୁଥିବା କିଛି ଲୋକଙ୍କ ନିକଟରୁ ପୁଲିସ୍‌ ଜରିମାନା ଆଦାୟ କରିଛି। ସଟ୍‌ଡାଉନ୍‌ ସମୟରେ ବିନା … Read More