‘ଭୁବନେଶ୍ୱରରେ ପିକ୍‌ରେ ଅଛି କରୋନା, ୭୪ % ଆକ୍ରାନ୍ତ ସୁସ୍ଥ ହେଲେଣି’- ବିଏମସି କମିଶନର

ଭୁବନେଶ୍ୱର,:-ଭୁବନେଶ୍ୱରେ କରୋନା ସ୍ଥିତି ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କମିଶନର ପ୍ରେମଚାନ୍ଦ ଚୌଧୁରୀ । ଭୁବନେଶ୍ୱରରେ ଏବେ କରୋନା ପିକ୍‌ରେ ଥିବା ସେ କହିଛନ୍ତି । ସେ କହିଛନ୍ତି ଯେ, ବିଏମସିରେ ପ୍ରତିଦିନ ୪ ହଜାରରୁ ଅଧିକ ଟେଷ୍ଟିଂ ହେଉଛି ।ଏବେ … Read More

କଟକ-ଭୁବନେଶ୍ୱରରେ କଡାକଡି ହେଲା ଚେକିଂ: କୋଭିଡ ନିୟମ ଉଲ୍ଲଘଂନକାରୀଙ୍କ ଉପରେ କମିଶନରେଟ ପୋଲିସର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର:-ଟ୍ୱିନ୍ ସିଟିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ କୋଭିଡ୍ ନିୟମ ପାଳନକୁ କଡ଼ାକଡ଼ି କରିବା ପାଇଁ ଅଂଟା ଭିଡିଛି କମିସନରେଟ୍ ପୋଲିସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ନିର୍ଦ୍ଦେଶ ଦେବା ପରେ ଆକ୍ସନ ମୋଡ୍କୁ ଆସିଛି ପୋଲିସ … Read More

ରାଜଧାନୀରେ ଚାଞ୍ଚଲ୍ୟ,ନିଶାଗ୍ରସ୍ତ ଅବସ୍ଥାରେ ମା’ଙ୍କୁ ପିଟି ପିଟି ହତ୍ୟା କଲେ ଦୁଇ ନାବାଳକ ପୁଅ

ଭୁବନେଶ୍ୱର:-ରାଜଧାନୀରେ ଚାଞ୍ଚଲ୍ୟ । ନିଶାଗ୍ରସ୍ତ ମା’ କୁ ଦୁଇ ନାବାଳକ ପୁଅ ସାବଳରେ  ପିଟି ପିଟି ହତ୍ଯା କରିଛନ୍ତି। ଏଭଳି ଘଟଣା ଏୟାରଫିଲଡ଼ ଥାନା ବେହେରାସାହି ଅର୍କିଡ ଆପାଟମେଣ୍ଟରେ ଦେଖିବାକୁ ମିଳିଛି। ଖବର ପାଇ ଏୟାରଫିଲଡ଼ ଥାନା  ଅଧିକାରୀ ଦୀପକ ମିଶ୍ର … Read More

ଚଳନ୍ତା ଅଟୋରେ ମହିଳାଙ୍କୁ ଅସଦାଚରଣ, ଯୁବକଙ୍କୁ ନିସ୍ତୁକ ମାଡ

ଭୁବନେଶ୍ୱର:-ଚଳନ୍ତା ଅଟୋରେ ମହିଳାଙ୍କୁ ଦେଖିବା ପରେ ଆଉ ସମ୍ଭାଳି ପାରି ନଥିଲେ । ତାଙ୍କ ଶରୀରର ବିଭିନ୍ନ ଅଙ୍ଗକୁ ଛୁଇଁଥିଲେ। ଏମିତିକି ତାଙ୍କୁ ଅଶ୍ଲୀଳ ଇଙ୍ଗିତ ମଧ୍ୟ କରିଥିଲେ। ଯୁବକଙ୍କ ଏଭଳି ଆଚରଣ ଅସହ୍ୟ ହେବାରୁ ମହିଳା ଜଣକ ଅଟୋରେ ତାଙ୍କୁ … Read More

କଳ୍ପନା ଛକରେ ନିଶାରେ ଚୁର୍ କଲ୍ ଗାର୍ଲଙ୍କ ଉତ୍ପାତ !

ଭୁବନେଶ୍ୱର,:- କଳ୍ପନା ଛକରେ ଗତକାଲି ବିଳମ୍ବିତ ରାତିରେ ୨ଯୁବତୀ ଏମିତି ହଙ୍ଗାମା କରିଛନ୍ତି। ବଡ଼ଗଡ଼ ଥାନା ପୁଲିସ ୨ ଯୁବତୀଙ୍କ ସହ ଜଣେ ଅଟୋ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ରାତି ପ୍ରାୟ ସାଢ଼େ ୧୦ଟା ହେବ। ଷ୍ଟେସନ … Read More

ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲା: ଥାନାରେ ହାଜର ହେଲେ ଘରୋଇ ଟିଭି ଚ୍ୟାନେଲର ଇନ୍‌ପୁଟ୍‌ ହେଡ୍

ଭୁବନେଶ୍ୱର: –ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରର ମହିଳା ଥାନାରେ ହାଜର ହେଲେ ଘରୋଇ ଟିିଭି ଚ୍ୟାନେଲର ଇନପୁଟ୍‌ ମୁଖ୍ୟ । ତାଙ୍କୁ ହାଜର ହେବା ପାଇଁ ମହିଳା ଥାନା ନୋଟିସ୍ ଜାରି କରିଥିଲା । ନାବାଳିକା ଗଣଦୁଷ୍କର୍ମ ପ୍ରସଙ୍ଗରେ ଇନପୁଟ୍‌ ମୁଖ୍ୟଙ୍କୁ ଜେରା … Read More

କରୋନାରେ ଖଣ୍ଡଗିରି ଥାନାର ଏଏସଆଇ ଶିଶିର ସେଠିଙ୍କ ମୃତ୍ୟୁ

ଭୁବନେଶ୍ୱର:-କରୋନା କବଳରେ ଏବେ ଦେଶ ତଥା ରାଜ୍ୟର ଅନେକ ଲୋକ କବଳିତ। ଅନେକ ଲୋକ କରୋନା ସହ ଲଢ଼ି ନୂତନ ଜୀବନ ପାଉଥିବା ବେଳେ ଅନେକ ଜୀବନ ହଉଛନ୍ତି। ବିଶେଷ କରି କରୋନା ସହ ଲଢ଼ୁଥିବା ଆଗ ଧାଡ଼ିର ଯୋଦ୍ଧା ହେଉଛି … Read More

ଏଣିକି କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ, ୨୪ ଅଫିସର୍‌, ୧୪ ସେକ୍ସନ ଫୋର୍ସକୁ ନେଇ ଟିମ୍‌ ଗଠନ

ଭୁବନେଶ୍ଵର:–ଏଣିକି କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ ଦୋକାନୀ ହୁଅନ୍ତୁ ବା ସାଧାରଣ ଲୋକ; ଯେଉଁଠି ନିୟମ ଉଲ୍ଲଙ୍ଘନ କରୁଥିବା ନଜରକୁ ଆସିବେ, ସେହି ସ୍ଥାନରେ ତାଙ୍କଠାରୁ ଜରିମାନା ଆଦାୟ କରାଯିବ। ପୁଲିସ୍‌ ସେବା ଭବନରେ … Read More