ସ୍ପେଶାଲ ସ୍କ୍ୱାର୍ଡ ପଞ୍ଝାରେ ୪ ଜଣିଆ ଲୁଟେରା ଗ୍ୟାଙ୍ଗ୍, ରାକେଟ ପଛରେ ଇଂଜିନିୟରିଂ ଛାତ୍ର ସଂପୃକ୍ତ,୧୧ବାଇକ,ଗୋଟିଏ ହାଇଓ୍ୱା ଜବତ
ଭୁବନେଶ୍ୱର:ସ୍ପେଶାଲ ସ୍କ୍ୱାର୍ଡ ହାତରେ ଏକ ବଡ଼ ଲୁଟେରାଗ୍ୟାଙ୍ଗ ଧରା ପଡିଛି। ଏହି ଗ୍ୟାଙ୍ଗ କେବଳ ବାଇକ, ବୁଲେଟ, ଟ୍ରକ ଏବଂ ବସ ଚୋରି କରିନ୍ତି। ଏହାକୁ ଶାଗ ମୁଗ ଦରରେ ବିକ୍ରି କରନ୍ତି। କିଭଳି ବସ ଓ ଟ୍ରକ ଚୋରି କରାଯିବ … Read More










