ଚନ୍ଦକା ଜଙ୍ଗଲରୁ ହେଉଛି ଅବାଧ ହରିଣ ଶିକାର, ଫ୍ରିଜରେ ମାଂସ ରଖି କରାଯାଉଛି ବେପାର, ଚଢାଉ କରି ମାଂସ, ଛାଲ ଜବତ କଲା ବନ ବିଭାଗ ଓ ପୁଲିସର, ୯ ଗ୍ରାହକଙ୍କ ସହ ୨ ଶିକାରୀ ଗିରଫ
ଭୁବନେଶ୍ୱର:-ରାଜଧାନୀ ଉପକଣ୍ଠ ଚନ୍ଦକା ଜଙ୍ଗଲରେ ଅବାଧରେ ହେଉଛି ହରିଣ ଶିକାର। ଏହା ପରେ ହରିଣ ଛାଲକୁ ଅଲଗା କରିବା ସହ ମାଂସକୁ ଫ୍ରିଜରେ ସାଇତି ରଖୁଛନ୍ତି। ପରେ ଗ୍ରାହକ ଖୋଲି ମାଂସ ବିକ୍ରି କରୁଛନ୍ତି। ହରିଣ ଛାଲକୁ ଲକ୍ଷାଧିକ ଟଙ୍କାରେ ବିକ୍ରି … Read More










